ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ୱେବ୍‌ପୋର୍ଟାଲ୍ ଲୋକାର୍ପିତ

ବରଗଡ଼(ଓଡ଼ିଶା ରିପୋର୍ଟର): ବରଗଡର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ୱେବପୋର୍ଟାଲ୍ ଓ ପୋଷ୍ଟର ଉଦ୍‌ଘାଟିତ ହୋଇଛି। ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ ଏହାକୁ ଲୋକାର୍ପଣ କରିଛନ୍ତି। ଏହି ୱେବପୋର୍ଟାଲ ଜରିଆରେ ଧନୁଯାତ୍ରାର ଇତିବୃତ୍ତ ସହ ଅତୀତ, ବର୍ତ୍ତମାନର ତଥ୍ୟ, ଫଟୋ, ଭିଡିଓ ମିଳିପାରିବ। ପୋର୍ଟାଲରୁ ଧନୁଯାତ୍ରାର ପ୍ରତ୍ୟେକ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ଜାଣିହେବ। ଏପରିକି ପୋର୍ଟାଲ ଜରିଆରେ ବିଶ୍ୱର ଯେ କୌଣସି ସ୍ଥାନରୁ ଧନୁଯାତ୍ରାକୁ ଲାଇଭ୍‌ ଦେଖିହେବ। ମଥୁରାନଗରୀ ଓ ଗୋପପୁରର ବିଭିନ୍ନ ଦୃଶ୍ୟ ଥିବା ପୋଷ୍ଟର ମଧ୍ୟ ଉନ୍ମୋଚିତ […]

web-portal-for-the-famous-bargarh-dhanu-jatra-launched

Manoranjan Sial
  • Published: Friday, 04 January 2019
  • Updated: 04 January 2019, 09:54 PM IST

Sports

Latest News

ବରଗଡ଼(ଓଡ଼ିଶା ରିପୋର୍ଟର): ବରଗଡର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ୱେବପୋର୍ଟାଲ୍ ଓ ପୋଷ୍ଟର ଉଦ୍‌ଘାଟିତ ହୋଇଛି। ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ ଏହାକୁ ଲୋକାର୍ପଣ କରିଛନ୍ତି। ଏହି ୱେବପୋର୍ଟାଲ ଜରିଆରେ ଧନୁଯାତ୍ରାର ଇତିବୃତ୍ତ ସହ ଅତୀତ, ବର୍ତ୍ତମାନର ତଥ୍ୟ, ଫଟୋ, ଭିଡିଓ ମିଳିପାରିବ।

ପୋର୍ଟାଲରୁ ଧନୁଯାତ୍ରାର ପ୍ରତ୍ୟେକ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ଜାଣିହେବ। ଏପରିକି ପୋର୍ଟାଲ ଜରିଆରେ ବିଶ୍ୱର ଯେ କୌଣସି ସ୍ଥାନରୁ ଧନୁଯାତ୍ରାକୁ ଲାଇଭ୍‌ ଦେଖିହେବ। ମଥୁରାନଗରୀ ଓ ଗୋପପୁରର ବିଭିନ୍ନ ଦୃଶ୍ୟ ଥିବା ପୋଷ୍ଟର ମଧ୍ୟ ଉନ୍ମୋଚିତ କରାଯାଇଛି। ଏହି ଅବସରରେ ଧନୁଯାତ୍ରା ମହୋତ୍ସବର ସମ୍ପାଦକ ସୁରେଶ୍ୱର ଶତପଥୀ, ପ୍ରଚାର ପ୍ରସାର କମିଟିର ଆବାହକ ତଥା DIPRO କଲ୍ୟାଣୀ ଦାଶଙ୍କ ସମେତ କମିଟିର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

https://youtu.be/nG2PZLGxPhw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story