‘କ୍ୱାରେଣ୍ଟାଇନ’ ସହ କ’ଣ ରହିଛି କାଳିଆର ଅଣସର ସମ୍ପର୍କ, ବୁଝାଇଲେ ସୁବ୍ରତୋ ବାଗଚୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ଏକ ପ୍ରଭାବଶାଳୀ ପଦକ୍ଷେପ ହେଉଛି ନିଜକୁ ହୋମ୍ କ୍ୱାରେଣ୍ଟାଇନ ରଖିବା । ବିଦେଶରୁ ଆସିଥିବା ଲୋକଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଉନଥିଲେ ମଧ୍ୟ, ସେମାନେ ନିଜକୁ ଘରେ ପୃଥକ ରଖିବାକୁ କହୁଛନ୍ତି ସରକାର।  ତେବେ କଣ ଏହି ହୋମ୍ କ୍ୱାରେଣ୍ଟାଇନ୍? ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଉଦାହରଣ ଦେଇ ଏହାକୁ ବେଶ୍ ସୁନ୍ଦର ଭାବେ ବୁଝାଇଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ। ସେ […]

n-7vb

n-7vb

Tapas Behera
  • Published: Wednesday, 18 March 2020
  • Updated: 18 March 2020, 08:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ଏକ ପ୍ରଭାବଶାଳୀ ପଦକ୍ଷେପ ହେଉଛି ନିଜକୁ ହୋମ୍ କ୍ୱାରେଣ୍ଟାଇନ ରଖିବା । ବିଦେଶରୁ ଆସିଥିବା ଲୋକଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଉନଥିଲେ ମଧ୍ୟ, ସେମାନେ ନିଜକୁ ଘରେ ପୃଥକ ରଖିବାକୁ କହୁଛନ୍ତି ସରକାର।  ତେବେ କଣ ଏହି ହୋମ୍ କ୍ୱାରେଣ୍ଟାଇନ୍? ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଉଦାହରଣ ଦେଇ ଏହାକୁ ବେଶ୍ ସୁନ୍ଦର ଭାବେ ବୁଝାଇଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ। ସେ କହିଛନ୍ତି ଯେ,  କିଛି ନୂଆ କଥା ନୁହେଁ ହୋମ୍ କ୍ୱାରେଣ୍ଟାଇନ୍। (quarantine)ଏହି ସଂଗରୋଧ ପଦ୍ଧତିକୁ ନେଇ କିଛି ଡରିବାର ନାହିଁ। ପ୍ରତି ବର୍ଷ ହୋମ୍ କ୍ୱାରେଣ୍ଟାଇନ୍‌ରେ ରୁହନ୍ତି ନିଜେ କାଳିଆ ଠାକୁର। ଆପଣ ଦେଖିଥିବେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ସମୟର ଦୃଶ୍ୟ।

୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ ବେଳେ ଅନେକଙ୍କ ସଂସ୍ପର୍ଶରେ ଆସନ୍ତି ମହାପ୍ରଭୁ। ତା’ ପରେ ଜ୍ୱରରେ ପଡ଼ନ୍ତି । ଠିକ୍ ସେଇ ୧୪ ଦିନ  ହଜାର ହଜାର ଭକ୍ତଙ୍କ ଗହଳି ଛାଡ଼ି ଅଣସର ଘରେ ଏକା ଏକା ବିତାନ୍ତି ମହାପ୍ରଭୁ ଜଗନ୍ନାଥ। ଏକଦମ ନିସଙ୍ଗ ଜୀବନ। ତା’ରି ଭିତରେ ଚାଲେ ସ୍ୱତନ୍ତ୍ର ଚିକିତ୍ସା।  ସେବାନୀତି ପରେ ସୁସ୍ଥ ହୁଅନ୍ତି ଜଗତ ଠାକୁର। ତେଣୁ ଅଣସର ଘରେ ମହାପ୍ରଭୁଙ୍କ ୧୪ ଦିନ ରହଣି  ହୋମ୍ କ୍ୱାରେଣ୍ଟାଇନ୍ ନୁହେଁ କି ? ଆଜି ଏଭଳି ଉଦାହରଣ ଦେଇ କ୍ୱାରେଣ୍ଟାଇନ ସଂପର୍କରେ ବୁଝାଇଛନ୍ତି କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ। ତେଣୁ ନିର୍ଭୟରେ ନିଜକୁ ୧୪ ଦିନ ପୃଥକ କରି ରଖିବାକୁ ସେ ବିଦେଶରୁ ଆସିଥିବା ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

ଖାଲି ମହାପ୍ରଭୁ କାହିଁକି, ହାଡ଼ଫୁଟି ହେଲେ ବି ସଂପୃକ୍ତ ବ୍ୟକ୍ତିକୁ ୧୪ ଦିନ ପଇଁ ପରିବାରରୁ  ପୃଥକ କରି ରଖାଯାଏ । ତେଣୁ କରୋନା ମୁକାବିଲା ପାଇଁ  ହୋମ୍ କ୍ୱାରେଣ୍ଟାଇନ ରହିବା କିଛି ବଡ଼ ବ୍ୟତିକ୍ରମ ନୁହେଁ । ପୁରୀ ଗଜପତି ମହାରାଜ ବିଦେଶ ଗସ୍ତରୁ ଆସିଥିବାରୁ ନିଜକୁ ସପରିବାର ହୋମ୍ କ୍ୱାରେଣ୍ଟାଇନରେ ରଖିଛନ୍ତି । ତେବେ ହୋମ୍ କ୍ୟାରେଣ୍ଟାଇନ ବେଳେ କଣ କରିବାକୁ ପଡିବ।

ଏହି ସମୟରେ ୧୪ ଦିନ ପାଇଁ ବ୍ୟକ୍ତି ଜଣଙ୍କ ନିଜକୁ ଏକ ନିର୍ଦ୍ଦିଷ୍ଟ କୋଠରୀରରେ ଆବଦ୍ଧ କରି ରଖିବେ । ସ୍ୱତନ୍ତ୍ର ବାଥରୁମ୍ ବ୍ୟବହାର କରିବେ । ଏସି ଚଲାଇବେ ନାହିଁ, କୋଠରୀର ଝରକା ଖୋଲା ରଖିବେ । ନିଜେ ପରିଷ୍କାର ରହିବେ। କୋଠରୀକୁ ବି ପରିଷ୍କାର ରଖିବେ। ବ୍ୟବହାର କରୁଥିବା ଚାଦର, ଗାମୁଛାକୁ ନିୟମିତ ସଫା କରିବେ।  ସେ ବ୍ୟବହାର କରୁଥିବା ମାସ୍କ ଅନ୍ୟ ସାମଗ୍ରୀକୁ ମୁହଁବନ୍ଦ ଡଷ୍ଟବିନ୍‌ରେ ରଖି ପୋଡ଼ି ନଷ୍ଟ କରିଦେବେ। ତେବେ ଜାଣନ୍ତୁ କଣ ଏହି କ୍ୱାରେଣ୍ଟିନାର ଶବ୍ଦର ଅର୍ଥ। ଏହା ଇଟାଲୀୟ ଶଦ୍ଦ କ୍ୱାରେଣ୍ଟିନାରୁ ଆସିଛି । ଏହାର ଅର୍ଥ ୪୦ ଦିନ ତ୍ରୟୋଦଶ ଶତାବ୍ଦୀରେ ଭୟଙ୍କର ପ୍ଲେଗ୍ ରୋଗରୁ ରକ୍ଷା ପାଇବା ପାଇଁ କ୍ରୋଏସିଆ ସମେତ କିଛି ଦେଶରେ ରୋଗୀଙ୍କୁ ୪୦ ଦିନ ପୃଥକ କରି ରଖାଯାଉଥିଲା । ତେବେ ଆବଶ୍ୟକତା ଅନୁସାରେ କରୋନା ସଂକ୍ରମିତଙ୍କୁ ୧୪ ଦିନ ଅଲଗା ରଖାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story