ବିଜେଡିରେ ଦୁର୍ଯ୍ୟୋଧନ କିଏ ?

ବିଜେଡିକୁ ନେଇ ମହାଭାରତର ଉପାଖ୍ୟାନ ଦେଇଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ବିଜେପି ନେତା ବଳଭଦ୍ର ମାଝୀ।

Manoj Swain
  • Published: Sunday, 02 July 2023
  • Updated: 02 July 2023, 11:32 AM IST

Sports

Latest News

ବିଜେଡିକୁ ନେଇ ମହାଭାରତର ଉପାଖ୍ୟାନ ଦେଇଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ବିଜେପି ନେତା ବଳଭଦ୍ର ମାଝୀ। ରାଜ୍ୟରେ ୫-ଟି ଶାସନ ବ୍ୟବସ୍ଥା ନେଇ ପ୍ରଶ୍ନ କରିଛନ୍ତି ବଳଭଦ୍ର ମାଝୀ । ରାଜ୍ୟରେ ୫-ଟି ସଚିବଙ୍କୁ ଦୁର୍ଯ୍ୟୋଧନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧ୍ରୁତରାଷ୍ଟ୍ରର ଆକ୍ଷା ଦେଇ ତାତ୍ସଲ୍ୟ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos