କିଏ ହେବେ ବିରୋଧୀ ଦଳ ନେତା ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିରୋଧୀ ଦଳ ନେତା ଚୟନ ପାଇଁ ଆଜି ଅପରାହ୍ନରେ ବସୁଛି ବିଜେପି ବିଧାୟକ ଦଳ ବୈଠକ। ଏଥିରେ ପର୍ଯ୍ୟବେକ୍ଷକ ଭାବେ ବିଜେପି କେନ୍ଦ୍ରୀୟ ସାଧାରଣ ସଂପାଦକ ସରୋଜ ପାଣ୍ଡେ ଯୋଗଦେବେ।  ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିରୋଧୀ ଦଳ ନେତାଙ୍କ ନାଁରେ ସହମତି ପ୍ରକାଶ ପାଇବ। ରେସ୍‌ରେ ଆଗରେ ଅଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ । ବୈଠକରେ ମୁଖ୍ୟ ସଚେତକ […]

570

570

Tapas Behera
  • Published: Sunday, 23 June 2019
  • Updated: 23 June 2019, 05:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିରୋଧୀ ଦଳ ନେତା ଚୟନ ପାଇଁ ଆଜି ଅପରାହ୍ନରେ ବସୁଛି ବିଜେପି ବିଧାୟକ ଦଳ ବୈଠକ। ଏଥିରେ ପର୍ଯ୍ୟବେକ୍ଷକ ଭାବେ ବିଜେପି କେନ୍ଦ୍ରୀୟ ସାଧାରଣ ସଂପାଦକ ସରୋଜ ପାଣ୍ଡେ ଯୋଗଦେବେ।  ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିରୋଧୀ ଦଳ ନେତାଙ୍କ ନାଁରେ ସହମତି ପ୍ରକାଶ ପାଇବ।

ରେସ୍‌ରେ ଆଗରେ ଅଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ । ବୈଠକରେ ମୁଖ୍ୟ ସଚେତକ ଓ ଉପମୁଖ୍ୟସଚେତକ ମଧ୍ୟ ଚୟନ ହେବ। ତା’ପୂର୍ବରୁ ସଦସ୍ୟ ସଂଗ୍ରହ ଅଭିଯାନ ନେଇ ଦଳର ଏକ ବୈଠକ ହୋଇଛି। ଏଥିରେ ଯୋଗ ଦେଇଛନ୍ତି ୩୬ଟି ସାଂଗଠନିକ ଜିଲ୍ଲାର ପ୍ରଭାରୀ ଓ ସଭାପତି।

ଏବେ ଦଳର ସଭ୍ୟ ସଂଖ୍ୟା ୩୬ ଲକ୍ଷ ଥିବା ବେଳେ ଆସନ୍ତା ୩ ମାସ ମଧ୍ୟରେ ଏହାକୁ ୪୫ ଲକ୍ଷକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ଜୁଲାଇ ୬ ରୁ ସଦସ୍ୟ ସଂଗ୍ରହ ଅଭିଯାନ ହେବ। ଏହି ସମୟରେ ଜିଲ୍ଲା ସ୍ତରୀୟ ସଂଗଠନର ମଧ୍ୟ ପୁନର୍ବିନ୍ୟାସ ହୋଇପାରେ। ସେହି କ୍ରମରେ ରାଜ୍ୟ ସଭାପତି ମଧ୍ୟ ଚୟନ ହେବାର ସମ୍ଭାବନା ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story