ଜାଣିଛନ୍ତି କାହିଁକି ଗଲା ଦାମଙ୍କ ମନ୍ତ୍ରୀପଦ? ଗୁମର ଖୋଲିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ଓ ତୃତୀୟ ମହଲା କାର୍ଯ୍ୟକଳାପକୁ ତୀବ୍ର ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ପ୍ରସଙ୍ଗ ଉଠାଇ ସେ କହିଛନ୍ତି,“ମୃତ୍ତିକା ସଂରକ୍ଷଣ ବିଭାଗର ଦୁର୍ନୀତିର ଚେର ତୃତୀୟ ମହଲା ଯାଏଁ ଲମ୍ୱିଥିବା ପୂର୍ବରୁ ଦାମବାବୁ କହିଥିଲେ। ଏହି ଅଭିଯୋଗ ଆଣିବାରୁ ତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଲା। ମୁଖ୍ୟମନ୍ତ୍ରୀଙ୍କୁ ଏହାର ଉତ୍ତର ଦେବାକୁ ପଡ଼ିବ।” ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ ସେ କହିଛନ୍ତି-“ଆପଣଙ୍କ କର୍ମଚାରୀଙ୍କୁ ସିବିଆଇ ଜେରା […]

dharmendra pradhan

dharmendra pradhan

Rakesh Mallick
  • Published: Saturday, 20 January 2018
  • Updated: 20 January 2018, 09:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ଓ ତୃତୀୟ ମହଲା କାର୍ଯ୍ୟକଳାପକୁ ତୀବ୍ର ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ପ୍ରସଙ୍ଗ ଉଠାଇ ସେ କହିଛନ୍ତି,“ମୃତ୍ତିକା ସଂରକ୍ଷଣ ବିଭାଗର ଦୁର୍ନୀତିର ଚେର ତୃତୀୟ ମହଲା ଯାଏଁ ଲମ୍ୱିଥିବା ପୂର୍ବରୁ ଦାମବାବୁ କହିଥିଲେ। ଏହି ଅଭିଯୋଗ ଆଣିବାରୁ ତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଲା। ମୁଖ୍ୟମନ୍ତ୍ରୀଙ୍କୁ ଏହାର ଉତ୍ତର ଦେବାକୁ ପଡ଼ିବ।”

ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ ସେ କହିଛନ୍ତି-“ଆପଣଙ୍କ କର୍ମଚାରୀଙ୍କୁ ସିବିଆଇ ଜେରା କଲା। ତାର ଉତ୍ତର ଏପର୍ଯ୍ୟନ୍ତ ମିଳିନି। ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ କେବେ ଟଙ୍କା ପାଇବେ? ରାଜନୈତିକ ଦଳ ଭିତରେ ଅନ୍ତଃକନ୍ଦଳ ଆଭ୍ୟନ୍ତରୀଣ ବ୍ୟାପାରକୁ ନେଇ ମୁଖ୍ୟମନ୍ତ୍ରୀ କହିଲେ- କିଛି ଇସ୍ୟୁ ନଥିଲେ ମୋ’ ଦପ୍ତରକୁ ଟାର୍ଗେଟ କରାଯାଉଛି। ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପଚାରିବାକୁ ଚାହୁଁଛି ତୃତୀୟ ମହଲା ଆପଣଙ୍କ ଦଳର ଜାଗିର ନୁହେଁ। ସାଢେ ୪ କୋଟି ଓଡ଼ିଆ ଲୋକଙ୍କ ଆସ୍ଥାର କେନ୍ଦ୍ର ହେଉଛି ତୃତୀୟ ମହଲା।”

ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ। ସେ କହିଛନ୍ତି-“ଧର୍ମେନ୍ଦ୍ର ବାବୁ ସିଏମ୍‌ଓଙ୍କୁ କିଛି କହିବା ପୂର୍ବରୁ ପିଏମ୍‌ଓଙ୍କୁ ଦେଖନ୍ତୁ। ପିଏମ୍‌ଓ ବା ସିଏମ୍‌ଓ ଅଫିସରେ କାର୍ଯ୍ୟଶୈଳୀ ସ୍ୱତନ୍ତ୍ର। ସେଠି କାମ କରୁଥିବା ଅଫିସର ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାମ କରନ୍ତି। ଧର୍ମେନ୍ଦ୍ର ନିଜକୁ ବ୍ୟୁରୋକ୍ରାସି ସହ ତୁଳନା କରି ନ୍ୟୁନ କାହିଁକି କରୁଛନ୍ତି?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story