ଏକାଏକା ନବୀନ!

ଅର୍ଦ୍ଧେନ୍ଦୁ ଶେଖର ନବୀନ ରାଜ୍ୟର ଏକ ନମ୍ୱର ମୁଖ୍ୟମନ୍ତ୍ରୀ। କଥା କମ କାମ ବେଶୀ ବୋଲି ସବୁବେଳେ କୁହନ୍ତି। ତାଙ୍କ ଅସ୍ଥିମଜ୍ଜାରେ ଧର୍ମ ନିରପେକ୍ଷତାର ରକ୍ତ ପ୍ରବାହିତ ହେଉଛି ବୋଲି ଅନେକ ବାର ଗଣମାଧ୍ୟମ ଆଗରେ ବୟାନ ଦଇଛନ୍ତି। ମାତ୍ର କେତେବେଳେ ସେ କେନ୍ଦ୍ରର ବିଜେପି ସରକାରଙ୍କୁ ସମର୍ଥନ କରୁଛନ୍ତି ତ ଆଉ କେତେବେଳେ ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସର ସାଥ ଦେଉଛନ୍ତି। ନିକଟରେ ୧୨ଟି ବିରୋଧୀ ଦଳ ମିଳିତ ଭାବରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। କରୋନା କାଳରେ […]

Naveen-Patnaik

Naveen-Patnaik

Debendra Prusty
  • Published: Friday, 14 May 2021
  • Updated: 14 May 2021, 03:17 PM IST

Sports

Latest News

ଅର୍ଦ୍ଧେନ୍ଦୁ ଶେଖର

ନବୀନ ରାଜ୍ୟର ଏକ ନମ୍ୱର ମୁଖ୍ୟମନ୍ତ୍ରୀ। କଥା କମ କାମ ବେଶୀ ବୋଲି ସବୁବେଳେ କୁହନ୍ତି। ତାଙ୍କ ଅସ୍ଥିମଜ୍ଜାରେ ଧର୍ମ ନିରପେକ୍ଷତାର ରକ୍ତ ପ୍ରବାହିତ ହେଉଛି ବୋଲି ଅନେକ ବାର ଗଣମାଧ୍ୟମ ଆଗରେ ବୟାନ ଦଇଛନ୍ତି। ମାତ୍ର କେତେବେଳେ ସେ କେନ୍ଦ୍ରର ବିଜେପି ସରକାରଙ୍କୁ ସମର୍ଥନ କରୁଛନ୍ତି ତ ଆଉ କେତେବେଳେ ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସର ସାଥ ଦେଉଛନ୍ତି।

ନିକଟରେ ୧୨ଟି ବିରୋଧୀ ଦଳ ମିଳିତ ଭାବରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। କରୋନା କାଳରେ କାର୍ଯ୍ୟକାରୀ କରିବାକୁ ଏମାନେ ପ୍ରଧାନମନ୍ତ୍ରୀଙ୍କୁ ୯ଟି ପ୍ରସ୍ତବ ଦେଇଛନ୍ତି। ଏହି ଚିଠିରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି, ଜେଡିଏସ୍‌ ପ୍ରତିଷ୍ଠାତା ଏଚ୍‌ଡି ଦେବଗୌଡ଼ା, ଏନସିପିର ଶରଦ ପାୱାର, ଶିବସେନାର ଉଦ୍ଧବ ଠାକରେ, ଟିଏମସିର ମମତା ବାନାର୍ଜୀ, ଡିଏମକେର ଏମକେ ଷ୍ଟାଲିନ, ଜେଏମଏମର ହେମନ୍ତ ସୋରେନ, ଜେକେପିଏର ଫାରୁକ ଅବଦୁଲ୍ଲା, ସମାଜବାଦୀ ପାର୍ଟିର ଅଖିଲେଶ ଯାଦବ, ଆରଜେଡିର ତେଜସ୍ୱୀ ଯାଦବ, ସିପିଆଇର ଡି ରାଜା ଓ ସିପିଆଇ-ଏମର ସୀତାରାମ ୟେଚୁରୀଙ୍କ ନାଁ ରହିଛି। କିନ୍ତୁ ଏଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନାହିଁ।

ମିଳିଥିବା ସୂଚନା ଅନୁସାରେ ବିରୋଧୀଙ୍କ ଏହି ମିଳିତ ଅଭିଯାନରେ ସାମିଲ ହେବା ପାଇଁ ସୀତାରାମ ୟେଟୁରୀ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରିଥିଲେ। ମାତ୍ର ନବୀନ ତାଙ୍କୁ କ’ଣ କହିଲେ କେଜାଣି ଚିଠିରେ କିନ୍ତୁ ତାଙ୍କ ନାଁ ରହିଲା ନାହିଁ। ଅବଶ୍ୟ ଏହି ଚିଠିରେ ବିଏସ୍‌ପି ନେତ୍ରୀ ମାୟାବତୀ ଓ ଆମ ଆଦମୀର ଅରବିନ୍ଦ କେଜ୍ରିୱାଲଙ୍କ ନାଁ ମଧ୍ୟ ନାହିଁ।

ତେବେ ସେ ଯାହା ବି ହେଉନା କାହିଁକି ନବୀନ ଅନେକ ବିଧେୟକରେ ସଂସଦରେ ବିଜେପିକୁ ସହାୟତା କରିଛନ୍ତି। ଲୋକସଭାରେ ସେ କୃଷି ବିଲ ହେଉ କି କେନ୍ଦ୍ରର ସିଟିଜେନ୍ ଆମେଣ୍ଡମେଣ୍ଟ ବିଲ୍, ଅନେକ କଥାରେ ନବୀନ ମୋଦିଙ୍କ ସାଥ୍ ଦେଇଛନ୍ତି।

ସେପଟେ ପିଏ ସାଙ୍ଗମାଙ୍କୁ କଂଗ୍ରେସ ରାଷ୍ଟ୍ରପତି ପ୍ରାର୍ଥୀ କଲାବେଳେ ନବୀନ ନିଜେ ନୋମିନେସନ ଭରିବା ବେଳେ ପାର୍ଲ୍ୟାମେଣ୍ଟରେ ଉପସ୍ଥିତ ଥିଲେ। କେବଳ ବିଜେପି ବା କଂଗ୍ରେସ ନୁହେଁ ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କ ଉପରେ ଲେଖାଯାଇଥିବା ବହି ‘ଟଲ୍ ମ୍ୟାନ’ର ଉନ୍ମୋଚନ ବେଳେ ବାମପନ୍ଥୀ ନେତା ସୀତାରାମ ୟେଚୁରୀଙ୍କୁ ବି ଭୁବନେଶ୍ୱର ଡାକିଥିଲେ। ନିକଟରେ ଅକ୍ସିଜେନ ସଙ୍କଟ ବେଳେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀୱାଲ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟେଲିଫୋନ୍ କରିଥିଲେ।

ମୋଟାମୋଟି ଭାବରେ କହିବାକୁ ଗଲ ନବୀନଙ୍କ ସୁସମ୍ପର୍କ ସମସ୍ତଙ୍କ ସହିତ ରହିଛି। ତା’ହେଲେ ଦରକାର ବେଳେ ବିଜେଡି ମୁଖ୍ୟ ସେହି ଦଳମାନଙ୍କ ସାଥିରେ ଯାଉନାହାନ୍ତି କାହିଁକି?

ବୋଧହୁଏ ତାଙ୍କର କିଛି ଅଲଗା ଲକ୍ଷ୍ୟ ଥାଇପାରେ। କାହିଁକି ନା ତୃତୀୟ ଥର ପଶ୍ଚିମବଙ୍ଗ ଜିତିବା ପରେ ମମତା ବାନାର୍ଜୀଙ୍କୁ ମୋଦିଙ୍କ ବିକଳ୍ପ ବୋଲି ଲୋକେ କୁହାକୁହି ହେଲେଣି। ଆଉ ନବୀନ ତ ଓଡ଼ିଶାକୁ ପାଞ୍ଚପାଞ୍ଚ ଥର ଜିତି ସାରିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story