ସ୍ୱାମୀକୁ ମାରିବାକୁ ସୁପାରି ଦେଇଥିଲା ସ୍ତ୍ରୀ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲାରେ ଚାଞ୍ଚଲ୍ୟ। ସୁପାରି ଦେଇ ସ୍ୱାମୀକୁ ହତ୍ୟା କରାଇଛି ସ୍ତ୍ରୀ। ଘଟଣା ଘଟିଛି ସହଦେବ ଖୁଣ୍ଟା ଥାନା ଅଞ୍ଚଳରେ। ପୋଲିସ ମୁଖ୍ୟ ଅଭିଯୁକ୍ତ ବାସନ୍ତୀ ବେହେରା ଓ ଅନ୍ୟ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ ଗଣେଶ୍ୱରପୁରର ମାଧବ ବେହେରା ସବୁବେଳେ ନିଶା ଖାଇ ସ୍ତ୍ରୀ ବାସନ୍ତୀକୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ଏଥିରେ ଅତିଷ୍ଠ ହୋଇ ସ୍ୱାମୀକୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଷଡ଼ଯନ୍ତ୍ର କରିଥିଲେ ପତ୍ନୀ ବାସନ୍ତୀ।  ଏଥିରେ ସାମିଲ ହୋଇଥିଲେ ବାସନ୍ତୀର ଭିଣୋଇ ଭାଗିରଥୀ ଦାସ, ଆକାଶ ଦାସ ଓ ବାଞ୍ଛାନିଧି ଚଣ୍ଡ। ଏଥିପାଇଁ ୫୦ ହଜାର ଟଙ୍କାର ସୁପାରି ଦେଇଥିଲା ବାସନ୍ତୀ।

ଗତ ୧୭ ତାରିଖରେ ଆକାଶ ଓ ବାଞ୍ଛାନିଧି ପ୍ରଥମେ ମାଧବକୁ ଡାକି ନେଇ ମାତ୍ରାଧିକ ମଦ ପିଆଇଥିଲେ। ତା’ ପରେ ପଥରରେ ଛେଚି ହତ୍ୟା କରିଥିଲେ।  ତଦନ୍ତରୁ ପୋଲିସ  ଜାଣିପାରିଥିଲା, ଏସବୁ ପଛରେ ବାସନ୍ତୀର ହିଁ ହାତ ଥିଲା।  ସୁପାରି ଟଙ୍କାରେ କିଣା ଯାଇଥିବା ଏଲଇଡି ଟିଭି ମଧ୍ୟ ଜବତ ହୋଇଛି।

Ordigital Desk
• Published: Saturday, 30 December 2017
• Updated: 30 December 2017, 02:13 PM IST

Sports

Latest News

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲାରେ ଚାଞ୍ଚଲ୍ୟ। ସୁପାରି ଦେଇ ସ୍ୱାମୀକୁ ହତ୍ୟା କରାଇଛି ସ୍ତ୍ରୀ। ଘଟଣା ଘଟିଛି ସହଦେବ ଖୁଣ୍ଟା ଥାନା ଅଞ୍ଚଳରେ। ପୋଲିସ ମୁଖ୍ୟ ଅଭିଯୁକ୍ତ ବାସନ୍ତୀ ବେହେରା ଓ ଅନ୍ୟ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ ଗଣେଶ୍ୱରପୁରର ମାଧବ ବେହେରା ସବୁବେଳେ ନିଶା ଖାଇ ସ୍ତ୍ରୀ ବାସନ୍ତୀକୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ଏଥିରେ ଅତିଷ୍ଠ ହୋଇ ସ୍ୱାମୀକୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଷଡ଼ଯନ୍ତ୍ର କରିଥିଲେ ପତ୍ନୀ ବାସନ୍ତୀ।  ଏଥିରେ ସାମିଲ ହୋଇଥିଲେ ବାସନ୍ତୀର ଭିଣୋଇ ଭାଗିରଥୀ ଦାସ, ଆକାଶ ଦାସ ଓ ବାଞ୍ଛାନିଧି ଚଣ୍ଡ। ଏଥିପାଇଁ ୫୦ ହଜାର ଟଙ୍କାର ସୁପାରି ଦେଇଥିଲା ବାସନ୍ତୀ।

ଗତ ୧୭ ତାରିଖରେ ଆକାଶ ଓ ବାଞ୍ଛାନିଧି ପ୍ରଥମେ ମାଧବକୁ ଡାକି ନେଇ ମାତ୍ରାଧିକ ମଦ ପିଆଇଥିଲେ। ତା’ ପରେ ପଥରରେ ଛେଚି ହତ୍ୟା କରିଥିଲେ।  ତଦନ୍ତରୁ ପୋଲିସ  ଜାଣିପାରିଥିଲା, ଏସବୁ ପଛରେ ବାସନ୍ତୀର ହିଁ ହାତ ଥିଲା।  ସୁପାରି ଟଙ୍କାରେ କିଣା ଯାଇଥିବା ଏଲଇଡି ଟିଭି ମଧ୍ୟ ଜବତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos