ମୁହଁ ଖୋଲିଲେ IAS ବିଜୟ କେତନଙ୍କ ପତ୍ନୀ: କହିଲେ ମୋ ସ୍ୱାମୀ କ’ଣ ଆତଙ୍କବାଦୀ ନା ଧର୍ଷଣକାରୀ ?

କଟକ(ଓଡ଼ିଶା ରିପୋର୍ଟର): ଲାଞ୍ଚ ମାମଲାରେ IAS ବିଜୟ କେତନଙ୍କ ଗିରଫକୁ ନେଇ ପ୍ରଶ୍ନ ଉଠାଇଲେ ତାଙ୍କ ପତ୍ନୀ ତୁଷିମା ମିଶ୍ର।ସେ କହିଛନ୍ତି ଯେ, ମୋ ସ୍ୱାମୀ ସଂପୂର୍ଣ୍ଣ ନିର୍ଦ୍ଦୋଷ। ତାଙ୍କୁ ଷଡ଼ଯନ୍ତ୍ର କରି ଫସାଯାଇଛି। ଏହାଛଡ଼ା ବିଜୟଙ୍କୁ ବେଲ୍ ଦେଲେ ଖରାପ ମେସେଜ୍ ଯିବ ବୋଲି କହିଥିବା ସରକାରୀ ଓକିଲଙ୍କୁ ସେ ଟାର୍ଗେଟ କରିଛନ୍ତି।  ବିଜୟ କ’ଣ ଆତଙ୍କବାଦୀ ନା ଧର୍ଷଣକାରୀ ବୋଲି ପ୍ରଶ୍ନ କରିଛନ୍ତି ତୁଷିମା।  ଆମଘରୁ କିଛି ଆପତ୍ତିଜନକ କାଗଜପତ୍ର ମିଳିଛି କି ବୋଲି […]

m-908

m-908

Tapas Behera
  • Published: Friday, 17 January 2020
  • Updated: 17 January 2020, 07:24 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଲାଞ୍ଚ ମାମଲାରେ IAS ବିଜୟ କେତନଙ୍କ ଗିରଫକୁ ନେଇ ପ୍ରଶ୍ନ ଉଠାଇଲେ ତାଙ୍କ ପତ୍ନୀ ତୁଷିମା ମିଶ୍ର।ସେ କହିଛନ୍ତି ଯେ, ମୋ ସ୍ୱାମୀ ସଂପୂର୍ଣ୍ଣ ନିର୍ଦ୍ଦୋଷ। ତାଙ୍କୁ ଷଡ଼ଯନ୍ତ୍ର କରି ଫସାଯାଇଛି। ଏହାଛଡ଼ା ବିଜୟଙ୍କୁ ବେଲ୍ ଦେଲେ ଖରାପ ମେସେଜ୍ ଯିବ ବୋଲି କହିଥିବା ସରକାରୀ ଓକିଲଙ୍କୁ ସେ ଟାର୍ଗେଟ କରିଛନ୍ତି।  ବିଜୟ କ’ଣ ଆତଙ୍କବାଦୀ ନା ଧର୍ଷଣକାରୀ ବୋଲି ପ୍ରଶ୍ନ କରିଛନ୍ତି ତୁଷିମା।  ଆମଘରୁ କିଛି ଆପତ୍ତିଜନକ କାଗଜପତ୍ର ମିଳିଛି କି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି।  ବିଜୟଙ୍କ ମାମଲାରେ ଭିଜିଲାନ୍ସ ଉପରେ ପ୍ରେସର ଥିବା କହିଛନ୍ତି ତୁଷିମା।

ବିଜୟକେତନ ଯେତେବେଳେ ତାଙ୍କ ଡିସି ମିଟିଂରେ ବସିଥିଲେ ସେତେବେଳେ ଭିଜିଲାନ୍ସ ଡିପାର୍ଟମେଣ୍ଟ ଆସି ତାଙ୍କୁ ଗିରଫ କରି ନେଇଥିଲା। ଯେତେବେଳେ ମୋ ସ୍ୱାମୀ ତାଙ୍କୁ ପଚାରିଥିଲେ ମୋତେ କାହିଁକି ଗିରଫ କରି ନେଉଛନ୍ତି ସେମାନେ କହିଥିଲେ ଆମେ ଜେରା ପାଇଁ ନେଉଛେ । ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ କରାଯାଉଛି। ଯେତେବେଳେ ସେ ପଚାରିଥିଲେ ସରକାରଙ୍କ ଅର୍ଡ଼ର କାଇଁ, ନୋଟିସ୍‌ କାଇଁ ସେମାନେ କହିଥିଲେ ଉପରୁ ପ୍ରେସର ଆସିଛି । ଆପଣଙ୍କୁ ଆମ ସଙ୍ଗେ ଯିବାକୁ ପଡ଼ିବ। ସର୍ଚ୍ଚ କରିବାକୁ ପଡ଼ିବ। ହେଲେ ସର୍ଚ୍ଚ ୱାରେଣ୍ଟ ମାଗିଥିଲେ ମଧ୍ୟ ଦେଖାଇ ପାରି ନଥିଲେ।

ସେପଟେ ସର୍ଚ୍ଚ ଚାଲୁଥିବା ବେଳେ ସରକାର ନିଲମ୍ବନ ଅର୍ଡ଼ର ବାହାର କରିଦେଥିଲେ। ତାଙ୍କୁ ରାତି ୧୨ଟା ବେଳେ ଜେରା ପାଇଁ ନିଆଗଲା ବୋଲି ସେ କହିଛନ୍ତି। ରାଜ୍ୟରେ IAS ଅଧିକାରୀ ୨ ଗୋଷ୍ଠୀରେ ବିଭକ୍ତ ହୋଇଛନ୍ତି।  ଅଣ ଓଡ଼ିଆ ଅଫିସରମାନେ ଭଲ ପଦପଦବୀରେ ଥିବା ବେଳେ ଓଡ଼ିଆ ଅଧିକାରୀଙ୍କୁ ଭଲ ପଦପଦବୀ ମିଳୁନି ବୋଲି ବିଜୟଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।  ତୁଷିମା କହିଛନ୍ତି, ମୁଁ ଏକ ସରକାରୀ ଡାକ୍ତରଖାନାରେ ଡାକ୍ତର ଅଛି।  ମୋତେ ମଧ୍ୟ ଷଡ଼ଯନ୍ତ୍ର କରି ଫସାଇ ଦିଆଯାଇପାରେ।  ମୋ ଚାକିରିକୁ ନେଇ ମୁଁ ମଧ୍ୟ ଭୟଭୀତ ଅଛି ବୋଲି ସେ କହିଛନ୍ତି । ତେବେ ତୁଷିମାଙ୍କ ଅଭିଯୋଗ ଉପରେ କୌଣସି ପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story