ଲଭ୍‌, ସେକ୍ସ, ଧୋକା ; ସରପଞ୍ଚ ଗିରଫ

ଭୁବନେଶ୍ୱର/ବୌଦ୍ଧ (ଓଡ଼ିଶା ରିପୋର୍ଟର): ପ୍ରେମ ଜାଲରେ ଫସାଇଲେ, ମିଥ୍ୟା ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଲେ। ଏହାପରେ ମନ୍ଦିରରେ ବିବାହ କରି ୭ ବର୍ଷ ହେବ ଏକାଠି  ରହିଲେ। ସଂସାର ଗାଡ଼ି ଠିକ୍‌ଠାକ ଚାଲିଥିବା ବେଳେ ୬ ମାସ ପୂର୍ବେ ପ୍ରଥମ ପତ୍ନୀଙ୍କ ଅଗୋଚରରେ କଲେ ଦ୍ୱିତୀୟ ବିବାହ। ଏ  ସମ୍ପର୍କରେ ପ୍ରଥମ ପତ୍ନୀ ଅବଗତ ହେବା ପରେ ସ୍ୱାମୀ ଏବେ ଜେଲ୍‌ରେ। ଏପରି ଅଭିଯୋଗରେ ବୌଦ୍ଧ ଜିଲ୍ଲା ମୁଣ୍ଡିପଦର ସରପଞ୍ଚ ଅନ୍ତର୍ଯାମୀ ସାହୁ ଗିରଫ ହୋଇଛନ୍ତି। […]

boudha-1-1

boudha-1-1

Niharika Rout
  • Published: Monday, 30 December 2019
  • Updated: 30 December 2019, 01:55 PM IST

Sports

Latest News

ଭୁବନେଶ୍ୱର/ବୌଦ୍ଧ (ଓଡ଼ିଶା ରିପୋର୍ଟର): ପ୍ରେମ ଜାଲରେ ଫସାଇଲେ, ମିଥ୍ୟା ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଲେ। ଏହାପରେ ମନ୍ଦିରରେ ବିବାହ କରି ୭ ବର୍ଷ ହେବ ଏକାଠି  ରହିଲେ। ସଂସାର ଗାଡ଼ି ଠିକ୍‌ଠାକ ଚାଲିଥିବା ବେଳେ ୬ ମାସ ପୂର୍ବେ ପ୍ରଥମ ପତ୍ନୀଙ୍କ ଅଗୋଚରରେ କଲେ ଦ୍ୱିତୀୟ ବିବାହ।

ଏ  ସମ୍ପର୍କରେ ପ୍ରଥମ ପତ୍ନୀ ଅବଗତ ହେବା ପରେ ସ୍ୱାମୀ ଏବେ ଜେଲ୍‌ରେ। ଏପରି ଅଭିଯୋଗରେ ବୌଦ୍ଧ ଜିଲ୍ଲା ମୁଣ୍ଡିପଦର ସରପଞ୍ଚ ଅନ୍ତର୍ଯାମୀ ସାହୁ ଗିରଫ ହୋଇଛନ୍ତି। ତାଙ୍କୁ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ପୁଲିସ୍ ଗତ ରାତିରେ ଗିରଫ କରିଛି ।

ଅଭିଯୋଗ ଅନୁସାରେ, ଜଣେ ସମ୍ପର୍କୀୟଙ୍କ ମାଧ୍ୟମରେ ଅନ୍ତର୍ଯ୍ୟାମୀଙ୍କର ଭୁବନେଶ୍ୱର ଡମଣା ଅଞ୍ଚଳର ଜଣେ ଯୁବତୀଙ୍କ ସହ ସାକ୍ଷାତ ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଆହୁରି ନିବିଡ଼ ହୋଇଥିଲା। ଏହାପରେ ଉଭୟ ମନ୍ଦିରରେ ବାହା ହୋଇଥିଲେ। ଦୀର୍ଘ ୭ ବର୍ଷ ଧରି ଉଭୟ ଏକାଠି ମଧ୍ୟ ରହିଥିଲେ। ହେଲେ ସରପଞ୍ଚ ତାଙ୍କ ପ୍ରଥମ ପତ୍ନୀଙ୍କୁ ଧୋକା ଦେଇଥିବା ଅଭିଯୋଗ ହୋଇଛି।

ତାଙ୍କ ଅଜାଣତରେ ଅନ୍ତର୍ଯ୍ୟାମୀ ୬ ମାସ ପୂର୍ବେ ଦ୍ୱିତୀୟ ବିବାହ କରିଛନ୍ତି ବୋଲି  ତାଙ୍କ ପ୍ରଥମ ପତ୍ନୀ ଅଭିଯୋଗ ଆଣିଛନ୍ତି। ଅନ୍ତର୍ଯ୍ୟାମୀଙ୍କ ଦ୍ୱିତୀୟ ସ୍ତ୍ରୀ ଗାଁରେ ଥିବା ସୂଚନା ମିଳିଛି। । ଏ ସମ୍ପର୍କରେ ପ୍ରଥମ ପତ୍ନୀ ଜାଣିବା ପରେ ୨ ଦିନ ପୂର୍ବେ ଥାନା ଦ୍ୱାରସ୍ତ ହୋଇଥିଲେ।  ଏହି ଘଟଣାରେ ପୁଲିସ୍‌  ଅନ୍ତର୍ଯ୍ୟାମୀଙ୍କୁ ଗିରଫ କରି ପଚରାଉଚରା କରୁଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story