ରଣଭୂମିରେ ପତିଙ୍କ ପାଇଁ ପ୍ରଚାର କରୁଛନ୍ତି ପତ୍ନୀ

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ନିର୍ବାଚନ ମଇଦାନରେ ଛିଡ଼ା ହୋଇଛନ୍ତି ପତି। ଆଉ ପ୍ରଚାରରେ ଲାଗିଛନ୍ତି ତାଙ୍କ ପତ୍ନୀ। ଘର ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଏପରି ଚିତ୍ର ବଲାଙ୍ଗିରରେ ଦେଖିବାକୁ ମିଳିଛି। ବଲାଙ୍ଗିର ଲୋକସଭା ଆସନ ପାଇଁ ପାଟଣା ରାଜ ପରିବାରର କଳିକେଶ ନାରାୟଣ ସିଂହଦେଓ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ସାନ ଭାଇ ଅର୍କେଶ ନାରାୟଣ ସିଂହଦେଓ ବଲାଙ୍ଗିର ସଦର ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ଦୁଇ ଭାଇଙ୍କ ପାଇଁ […]

bjd

bjd

Manoranjan Sial
  • Published: Friday, 12 April 2019
  • Updated: 12 April 2019, 10:10 PM IST

Sports

Latest News

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ନିର୍ବାଚନ ମଇଦାନରେ ଛିଡ଼ା ହୋଇଛନ୍ତି ପତି। ଆଉ ପ୍ରଚାରରେ ଲାଗିଛନ୍ତି ତାଙ୍କ ପତ୍ନୀ। ଘର ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଏପରି ଚିତ୍ର ବଲାଙ୍ଗିରରେ ଦେଖିବାକୁ ମିଳିଛି।

ବଲାଙ୍ଗିର ଲୋକସଭା ଆସନ ପାଇଁ ପାଟଣା ରାଜ ପରିବାରର କଳିକେଶ ନାରାୟଣ ସିଂହଦେଓ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ସାନ ଭାଇ ଅର୍କେଶ ନାରାୟଣ ସିଂହଦେଓ ବଲାଙ୍ଗିର ସଦର ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ଦୁଇ ଭାଇଙ୍କ ପାଇଁ ପ୍ରଚାର ମଇଦାନକୁ ଆସିଛନ୍ତି ସେମାନଙ୍କ ପତ୍ନୀମାନେ। ବିଜେଡି ପ୍ରାର୍ଥୀ ଅର୍କେଶ ନାରାୟଣ ସିଂହଦେଓଙ୍କ ପାଇଁ ତାଙ୍କ ପତ୍ନୀ ଆଦ୍ରିଜା ମଞ୍ଜରୀ ଓ କଳିକେଶ ନାରାୟଣ ସିଂହଦେଓଙ୍କ ପାଇଁ ତାଙ୍କ ପତ୍ନୀ ମେଘନା ପ୍ରଚାର ମଙ୍ଗ ସମ୍ଭାଳୁଛନ୍ତି। ସେମାନେ ଘରକୁ ଘର ବୁଲି ନିଜ ସ୍ୱାମୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରୁଛନ୍ତି।

ସେହିପରି ପାଟଣା ରାଜ ପରିବାରର ଅନ୍ୟତମ ବୋହୂ ତଥା 'ରାଣୀ' ସଂଗୀତା ସିଂହଦେଓ ବଲାଙ୍ଗିର ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ହୋଇଛନ୍ତି। ସେ ଏବେ ମଇଦାନରେ। ଭୋଟରଙ୍କୁ ନିଜ ସପକ୍ଷରେ ନେବା ପାଇଁ ସେ ମାରାଥନ ପ୍ରଚାର ଚଳାଇଛନ୍ତି। ଲୋକଙ୍କୁ କେନ୍ଦ୍ର ସରକାରଙ୍କ ସଫଳତା ସମ୍ପର୍କରେ ଅବଗତ କରାଉଛନ୍ତି 'ପାଟଣା ରାଣୀ'।

ସେହି ବଲାଙ୍ଗିର ନିର୍ବାଚନମଣ୍ଡଳୀରୁ ବିଜେପିର ବିଧାନସଭା ପ୍ରାର୍ଥୀ ଅଛନ୍ତି ଅନନ୍ତ ଦାସ। ତାଙ୍କ ପାଇଁ କ୍ୟାମ୍ପେନିଂ କରୁଛନ୍ତି ତାଙ୍କ ଅଭିନେତ୍ରୀ ପତ୍ନୀ ବିଦୁସ୍ମିତା। ସେ ମହିଳା କର୍ମୀଙ୍କୁ ସାଥୀରେ ଧରି ସ୍କୁଟିରେ ବୁଲି ବୁଲି ଲୋକଙ୍କୁ ଅନନ୍ତଙ୍କୁ ଭୋଟ ଦେବାକୁ ନିବେଦନ କରୁଛନ୍ତି।

ସେହିପରି କଂଗ୍ରେସର ଭେଟେରାନ୍‌ ନେତା ନରସିଂହ ମିଶ୍ର ବଲାଙ୍ଗିର ବିଧାନସଭା ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର କଂଗ୍ରେସର ଲୋକସଭା ପ୍ରାର୍ଥୀ ହୋଇଛନ୍ତି। ଶ୍ୱଶୁର ନରସିଂହ ଓ ଦିଅର ସମରେନ୍ଦ୍ରଙ୍କ ପାଇଁ ପ୍ରଚାର କରୁଛନ୍ତି ରାଜଲକ୍ଷ୍ମୀ ମିଶ୍ର। ମହିଳା ସମର୍ଥକଙ୍କୁ ଧରି ସେ ମଧ୍ୟ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story