‘ଥାନାରେ ଯେଉଁ ବେପାର ଚାଲେ-ଏସ୍‌ଆଇ ସାମଲ ମୋତେ ସବୁ କହିଛି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ନ୍ୟାୟ ପାଇଁ ପୁଣିଥରେ ମୁହଁ ଖୋଲିଲେ ଦୁଷ୍କର୍ମ ପୀଡ଼ିତା । ଧୋକା ଦେଇଥିବା ପୁଲିସ ଏସଆଇଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ ଆରିଛନ୍ତି ସମ୍ପୃକ୍ତ ଯୁବତୀ। ସେ କହିଛନ୍ତି ଯେ, ଏସଆଇ ରାକେଶ ସାମଲକୁ ଧରାଯାଇଛି। କିନ୍ତୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। ଯେହେତୁ ସେ ଜଣେ ପୁଲିସ ଅଫିସର ତାଙ୍କୁ ବିଭାଗ ତରଫରୁ ସୁରକ୍ଷା ଦିଆଯାଉଛି।  କାହିଁକି ନା ସେ ଅନେକ […]

n-6vb

n-6vb

Tapas Behera
  • Published: Thursday, 14 May 2020
  • Updated: 14 May 2020, 06:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ନ୍ୟାୟ ପାଇଁ ପୁଣିଥରେ ମୁହଁ ଖୋଲିଲେ ଦୁଷ୍କର୍ମ ପୀଡ଼ିତା । ଧୋକା ଦେଇଥିବା ପୁଲିସ ଏସଆଇଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ ଆରିଛନ୍ତି ସମ୍ପୃକ୍ତ ଯୁବତୀ। ସେ କହିଛନ୍ତି ଯେ, ଏସଆଇ ରାକେଶ ସାମଲକୁ ଧରାଯାଇଛି। କିନ୍ତୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। ଯେହେତୁ ସେ ଜଣେ ପୁଲିସ ଅଫିସର ତାଙ୍କୁ ବିଭାଗ ତରଫରୁ ସୁରକ୍ଷା ଦିଆଯାଉଛି।  କାହିଁକି ନା ସେ ଅନେକ ଅନୈତିକ କାର୍ଯ୍ୟରେ ଲିପ୍ତ ଅଛନ୍ତି। ଚୋରାଗାଡ଼ି ବେପାରଠାରୁ ଆରମ୍ଭ କରି ନିର୍ଦ୍ଦୋଶୀଙ୍କୁ ଦୋଷୀ ସଜେଇବାରେ ସେମାନେ ସାଥୀ ହୋଇ କାମ କରୁଛନ୍ତି।

ଏଥିରେ ଆଇଆଇସିଙ୍କର ମଧ୍ୟ ହାତ ରହିଛି। ମୋ ଜୀବନ ପ୍ରତି ଏବେ ବିପଦ ରହିଛି। କାରଣ ରାକେଶ ସାମଲ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ତାଙ୍କ ମୁଣ୍ଡରେ ଆଇଆଇସିଙ୍କ ହାତ ଥିବାରୁ ସେ ଏତେ ବାଟ ଆଗେଇ ପାରିଛନ୍ତି ବୋଲି ଯୁବତୀ ଜଣକ ଅଭିଯୋଗ ଆଣିଛନ୍ତି। ପୁଲିସ ଏପର୍ଯ୍ୟନ୍ତ ମୋତେ କୌଣସି ସୁରକ୍ଷା ଦେଇ ନାହିଁ। କାଲି ସକାଳେ ଯଦି ମୋର କିଛି ହୋଇ ଯାଏ ତେବେ ଏଥିପାଇଁ ପୁଲିସ ବିଭା ଦାୟୀ ରହିବ। ଯୁବତୀ ଜଣକ ଆହୁରୀ ସାଂଘାତିକ ଅଭିଯୋଗ ଆଣିଛନ୍ତି। କହିଛନ୍ତି ଚୋରାଗାଡ଼ି ବାହାରୁ ଆସି ଥାନାରେ ବେପାର ହୁଏ ବୋଲି ରାକେଶ ସାମଲ ତାଙ୍କୁ କହିଥିବା ସେ କହିଛନ୍ତି।

ସୂଚନା ଅନୁଯାୟୀ, ସମ୍ପୃକ୍ତ ଏସଆଇ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କୁ ଧୋକା ଦେଇଥିବା ଅଭିଯୋଗ ଆଣିଥିଲେ । ରାକେଶ ବିବାହର ପ୍ରଲୋଭନ ଦେଖାଇ ଏସଆଇ ଜଣକ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବା ସହ ଲକ୍ଷାଧିକ ଟଙ୍କା ହଡ଼ପ କରିଛନ୍ତି। କେବଳ ସେତିକି ନୁହଁ ଯୁବତୀ ଜଣକ ଗର୍ଭବତୀ ହେବା ପରେ ତାଙ୍କୁ ଏସଆଇ ଜଣକ ତାଙ୍କୁ ବଳପୂର୍ବକ ଗର୍ଭପାତ କରିଥିବା ସେ ଅଭିଯୋଗ ଆଣିଥିଲେ।  ୨୦୧୯ ଅଗଷ୍ଟ ମାସରେ କ୍ୟାପିଟାଲ ଥାନାର ଏସଆଇ ରାକେଶଙ୍କ ସହ ସୋଶାଲ ମିଡିଆରେ ସମ୍ପର୍କ ହୋଇଥିଲା। ଉଭୟଙ୍କ ନିର୍ବନ୍ଧ ମଧ୍ୟ ହୋଇଥିଲା। ମାତ୍ର ଏସଆଇ ରାକେଶ ତାଙ୍କ ସହ ଶାରିରୀକ ସମ୍ପର୍କ ବିବାହ ନକରି ଧୋକା ଦେଇଛନ୍ତି ବୋଲି ଯୁବତୀ ଜଣକ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ଆସିବା ପରେ ଏସ୍ଆଇ ରାକେଶ ସାମଲଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story