ପଥରରେ ଛେଚି ବୃଦ୍ଧାଙ୍କୁ ହତ୍ୟା

କରଞ୍ଜିଆ (ଦୀପକ ମହାନ୍ତ): ମଣିଷ ଚନ୍ଦ୍ରପୃଷ୍ଠରେ ପହଞ୍ଚି ସାରିଲାଣି। ହେଲେ ଆଜି ମଧ୍ୟ ଗ୍ରାମାଞ୍ଚଳର କେତେକ ଲୋକ ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରୁ ବାହାରି ପାରିନାହାନ୍ତି। ରକ୍ତରେ ଖେଳୁଛନ୍ତି ହୋଲି! ଡାହାଣୀ ସନ୍ଦେହରେ ହତ୍ୟା କରାଯାଉଛି। ଏପରି ହୃଦୟବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଯଶିପୁର ଥାନା ପୋଡ଼ାଗଡ଼ ଗାଁର ଚମ୍ପା ହେମ୍ୱ୍ରମ(୭୫) ଘରେ ଏକାକୀ ଥିଲେ। ପରିବାର ଲୋକ କୌଣସି କାର୍ଯ୍ୟରେ ବାହାରକୁ ଯାଇଥିଲେ। ଗୁରୁବାର ରାତିରେ ଚମ୍ପା ହେମ୍ୱ୍ରମ ଖାଇପିଇ ଘର ପିଣ୍ଡାରେ ଶୋଇଥିଲେ। ବିଳମ୍ୱିତ […]

murder

murder

Manoranjan Sial
  • Published: Friday, 17 June 2022
  • Updated: 17 June 2022, 03:52 PM IST

କରଞ୍ଜିଆ (ଦୀପକ ମହାନ୍ତ): ମଣିଷ ଚନ୍ଦ୍ରପୃଷ୍ଠରେ ପହଞ୍ଚି ସାରିଲାଣି। ହେଲେ ଆଜି ମଧ୍ୟ ଗ୍ରାମାଞ୍ଚଳର କେତେକ ଲୋକ ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରୁ ବାହାରି ପାରିନାହାନ୍ତି। ରକ୍ତରେ ଖେଳୁଛନ୍ତି ହୋଲି! ଡାହାଣୀ ସନ୍ଦେହରେ ହତ୍ୟା କରାଯାଉଛି। ଏପରି ହୃଦୟବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି।

ଯଶିପୁର ଥାନା ପୋଡ଼ାଗଡ଼ ଗାଁର ଚମ୍ପା ହେମ୍ୱ୍ରମ(୭୫) ଘରେ ଏକାକୀ ଥିଲେ। ପରିବାର ଲୋକ କୌଣସି କାର୍ଯ୍ୟରେ ବାହାରକୁ ଯାଇଥିଲେ। ଗୁରୁବାର ରାତିରେ ଚମ୍ପା ହେମ୍ୱ୍ରମ ଖାଇପିଇ ଘର ପିଣ୍ଡାରେ ଶୋଇଥିଲେ। ବିଳମ୍ୱିତ ରାତିରେ ତାଙ୍କୁ ପଥରରେ ଛେଚି ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା।

ଆଜି ପରିବାର ଲୋକେ ଘରକୁ ଆସିଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ କରଞ୍ଜିଆ ଏସ୍‌ଡିପିଓ ସୁଦର୍ଶନ ଗାଙ୍ଗୋଇ, ଯଶିପୁର ଆଇଆଇସି କ୍ଷେମାସାଗର ପଣ୍ଡା ଓ ସାଇଣ୍ଟିଫିକ୍‌ ଟିମ୍‌ ଗାଁରେ ପହଞ୍ଚି ତଦନ୍ତ କରୁଛନ୍ତି।

ଗାଁରେ ଚମ୍ପାଙ୍କ ପରିବାର ସହିତ କାହାର କିଛି ଶତ୍ରୁନଥିଲା ବୋଲି ତାଙ୍କ ପୁଅ କହିଛନ୍ତି। ଏହା ସତ୍ତ୍ୱେ ତାଙ୍କୁ କିଏ ଓ କାହିଁକି ହତ୍ୟା କଲା? ପୁଲିସ  ବିଭିନ୍ନ ଦିଗରୁ ତଦନ୍ତ କରୁଛି। ଅନ୍ୟପକ୍ଷରେ ଗାଁ ଲୋକଙ୍କ ଅଭିଯୋଗ, ଡାହାଣୀ ସନ୍ଦେହରେ ଚମ୍ପାଙ୍କୁ ହତ୍ୟା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story