କରୋନା ଟିକା ନେବେନି କହିଲେ, ତାଗିଦ କରିବାରୁ ଝୁଲି ପଡ଼ିଲେ!

ତେଲକୋଇ (ଚିନ୍ମୟ କୁମାର ସାହୁ): କରୋନା ଟିକା ନେବାକୁ ମନା କରିବାରୁ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ହୋଇଥିଲା କଳି। ଆଉ ତା’ପରେ ଟିକା ନେବା ପାଇଁ ସ୍ୱାମୀ ତାଗିଦ୍‌ କରିବାରୁ ଘର ଭିତରେ ଝୁଲି ପଡ଼ିଲେ ସ୍ତ୍ରୀ। ଆଜି ଏପରି ହୃଦୟ ବିଦାରକ ଘଟଣା କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଘଟିଛି। ସରୁଆଳି ଗାଁର କିଶୋର ଖିଲାରଙ୍କ ସ୍ତ୍ରୀ କୁମୁଦିନୀ ଖିଲାରଙ୍କର ଆଜି ଥିଲା କରୋନା ଟିକାର୍‌ ଦ୍ୱିତୀୟ ଡୋଜ ବାରି। ଗାଁରେ ଟିକା ଦିଆଯାଉଥିବାରୁ ଟିକା […]

Telkoi

Telkoi

Manoranjan Sial
  • Published: Friday, 01 October 2021
  • Updated: 01 October 2021, 09:26 PM IST

Sports

Latest News

ତେଲକୋଇ (ଚିନ୍ମୟ କୁମାର ସାହୁ): କରୋନା ଟିକା ନେବାକୁ ମନା କରିବାରୁ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ହୋଇଥିଲା କଳି। ଆଉ ତା’ପରେ ଟିକା ନେବା ପାଇଁ ସ୍ୱାମୀ ତାଗିଦ୍‌ କରିବାରୁ ଘର ଭିତରେ ଝୁଲି ପଡ଼ିଲେ ସ୍ତ୍ରୀ। ଆଜି ଏପରି ହୃଦୟ ବିଦାରକ ଘଟଣା କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଘଟିଛି।

ସରୁଆଳି ଗାଁର କିଶୋର ଖିଲାରଙ୍କ ସ୍ତ୍ରୀ କୁମୁଦିନୀ ଖିଲାରଙ୍କର ଆଜି ଥିଲା କରୋନା ଟିକାର୍‌ ଦ୍ୱିତୀୟ ଡୋଜ ବାରି। ଗାଁରେ ଟିକା ଦିଆଯାଉଥିବାରୁ ଟିକା ନେବା ପାଇଁ ଯିବାକୁ କୁମୁଦିନୀଙ୍କୁ କହିଥିଲେ କିଶୋର। ମାତ୍ର ସେ ଯାଇନଥିଲେ। କାରଣ ପ୍ରଥମ ଡୋଜ ଟିକା ନେବା ପରେ କୁମୁଦିନୀଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା। ଏହି ଭୟରେ ସେ ଟିକା ନେବା ପାଇଁ ଯାଉନଥିଲେ। ଏହି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ପାଣିତୁଣ୍ଡ ପରେ କିଶୋର ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବାକୁ ଯିବା ପୂର୍ବରୁ କିଶୋର ତାଙ୍କ ପତ୍ନୀଙ୍କୁ କହିଯାଇଥିଲେ, ପ୍ରସ୍ତୁତ ହୋଇ ଥାଅ ଟିକା ନେବା ପାଇଁ ଗାଁ ମଣ୍ଡପକୁ ଯିବା। ଟିକା କଥା ଶୁଣି ଭୟଭୀତ ହୋଇଯାଇଥିଲେ କୁମୁଦିନୀ। କଣ କରିବେ କିଛି ଭାବି ପାରୁନଥିଲେ। ପରେ ସେ ରୋଷେଇ ଘରେ ଭିତରେ ପଶି ନିଜ ଶାଢ଼ୀରେ ଝୁଲିଥିବା ଅଭିଯୋଗ ହୋଇଛି। ବୋହୂ ଝୁଲି ପଡ଼ୁଥିବା ଦେଖି ଶ୍ୱଶୁର ସୁବାସ ଖିଲାର ବିଚଳିତ ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଓହ୍ଲାଇ ଗୁରୁତର ଅବସ୍ଥାରେ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ ମେଡିକାଲ୍‌ରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story