ଧରାପଡ଼ିଲେ ଭଦ୍ରକରେ ବ୍ରାଉନ୍‌ସୁଗର ବିକୁଥିବା ମହିଳା

ଭଦ୍ରକ (ପାର୍ଥ ସାରଥୀ ନାୟକ):  ଭଦ୍ରକରୁ ଧରାପଡ଼ିଛନ୍ତି ଜଣେ ମହିଳା ବ୍ରାଉନ ସୁଗର ବେପାରୀ। ଭଦ୍ରକର ବଉଳ ପୋଖରୀ ଅଞ୍ଚଳରୁ କେନ୍ଦ୍ରାଞ୍ଚଳ ଗୋଇନ୍ଦା ଅଵକାରୀ ବିଭାଗ ତାଙ୍କୁ ଗିରଫ କରିଛି। ତାଙ୍କ ପାଖରୁ ୨୪ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ତାଙ୍କ ନାଁ କଲ୍ୟାଣୀ ମଲ୍ଲିକ। ଜବତ ବ୍ରାଉନ ସୁଗରର ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କା ହେବ। କଲ୍ୟାଣୀ ଦୀର୍ଘ ଦିନ ହେବ  ବ୍ରାଉନସୁଗାର ଵେପାର କରି ଆସୁଥିଲେ। କେନ୍ଦ୍ରାଞ୍ଚଳ ଗୋଇନ୍ଦା ଅଵକାରୀ ବିଭାଗ ଏନେଇ କୌଣସି […]

bhadrakooo

bhadrakooo

Tapaswini Nayak
  • Published: Thursday, 20 February 2020
  • Updated: 20 February 2020, 05:57 PM IST

Sports

Latest News

ଭଦ୍ରକ (ପାର୍ଥ ସାରଥୀ ନାୟକ):  ଭଦ୍ରକରୁ ଧରାପଡ଼ିଛନ୍ତି ଜଣେ ମହିଳା ବ୍ରାଉନ ସୁଗର ବେପାରୀ। ଭଦ୍ରକର ବଉଳ ପୋଖରୀ ଅଞ୍ଚଳରୁ କେନ୍ଦ୍ରାଞ୍ଚଳ ଗୋଇନ୍ଦା ଅଵକାରୀ ବିଭାଗ ତାଙ୍କୁ ଗିରଫ କରିଛି। ତାଙ୍କ ପାଖରୁ ୨୪ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ତାଙ୍କ ନାଁ କଲ୍ୟାଣୀ ମଲ୍ଲିକ। ଜବତ ବ୍ରାଉନ ସୁଗରର ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କା ହେବ।

କଲ୍ୟାଣୀ ଦୀର୍ଘ ଦିନ ହେବ  ବ୍ରାଉନସୁଗାର ଵେପାର କରି ଆସୁଥିଲେ। କେନ୍ଦ୍ରାଞ୍ଚଳ ଗୋଇନ୍ଦା ଅଵକାରୀ ବିଭାଗ ଏନେଇ କୌଣସି ସୂତ୍ରରୁ ଖବର ପାଇଥିଲା। ବଉଳ ପୋଖରୀ ଅଞ୍ଚଳରେ ଚଢ଼ଉ କରି ବ୍ରାଉନ ସୁଗର ଜବତ କରିଥିଲା ଓ ଉକ୍ତ ମହିଳାଙ୍କୁ ଗିରଫ କରିଥିଲା।

କେନ୍ଦ୍ରାଞ୍ଚଳ ଅବକାରୀ ନିରୀକ୍ଷକ ଜଗଦୀଶ ଚନ୍ଦ୍ର ସାମଲ କହିଛନ୍ତି,“ କଲ୍ୟାଣୀ ମଲ୍ଲିକ ବଉଳ ପୋଖରୀ ଅଞ୍ଚଳରେ ବ୍ରାଉନ ସୁଗର ବେପାର କରୁଥିବା ଖବର ପାଇଥିଲୁ। ଆଜି ଚଢ଼ଉ କରି ଉକ୍ତ ମହିଳାଙ୍କ ପାଖରୁ ୨୪ ଗ୍ରାମ ବ୍ରାଉନ ସୁଗର ଜବତ କରିଛୁ। ମହିଳାଙ୍କ ସ୍ୱାମୀ ମଧ୍ୟ ବ୍ରାଉନ ସୁଗର ବେପାର କରୁଥିଲେ। ଚାରିବର୍ଷ ତଳେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story