କାଲିଠାରୁ ରାହା ଧରି କାନ୍ଦୁଛି କୁନି ଝିଅ, ଆଜି ପହଞ୍ଚି କହିଲେ ମୁଁ ତାର ମା’  

ଜଗତସିଂହପୁର (ଓଡ଼ିଶା ରିପୋର୍ଟର):ଘଣ୍ଟାଏ କି ଦୁଇ ଘଣ୍ଟା ନୁହଁ। ଦିନ ଯାଇ ରାତି ବିତିଲା। ଆଉ ମା’କୁ ନପାଇ କେତେ ବେଳେ କଅଁଳ ପିଲାଟି କାଁ କାଁ ହୋଇ କାନ୍ଦୁଥିଲା ତ’ ପୁଣି କେତେବେଳେ ତୁନି ହୋଇ ଯାଉଥିଲା। ଏମିତି ୨୪ ଘଣ୍ଟା ପରେ ନିଜ ପିଲା ପାଖରେ କେହି ଜଣେ ମହିଳା ପହଞ୍ଚି ଛୁଆର ମା’ ବୋଲି ଦାବି କରିଛନ୍ତି। ଆଉ କହିଛନ୍ତି ଇଏ ହେଉଛି ମୋ ଝିଅ। ମୁଁ ତାକୁ ନେଇ ଯିବାକୁ ଆସିଛି। […]

n-900

n-900

Tapas Behera
  • Published: Thursday, 16 January 2020
  • Updated: 16 January 2020, 10:04 PM IST

Sports

Latest News

ଜଗତସିଂହପୁର (ଓଡ଼ିଶା ରିପୋର୍ଟର):ଘଣ୍ଟାଏ କି ଦୁଇ ଘଣ୍ଟା ନୁହଁ। ଦିନ ଯାଇ ରାତି ବିତିଲା। ଆଉ ମା’କୁ ନପାଇ କେତେ ବେଳେ କଅଁଳ ପିଲାଟି କାଁ କାଁ ହୋଇ କାନ୍ଦୁଥିଲା ତ’ ପୁଣି କେତେବେଳେ ତୁନି ହୋଇ ଯାଉଥିଲା। ଏମିତି ୨୪ ଘଣ୍ଟା ପରେ ନିଜ ପିଲା ପାଖରେ କେହି ଜଣେ ମହିଳା ପହଞ୍ଚି ଛୁଆର ମା’ ବୋଲି ଦାବି କରିଛନ୍ତି। ଆଉ କହିଛନ୍ତି ଇଏ ହେଉଛି ମୋ ଝିଅ। ମୁଁ ତାକୁ ନେଇ ଯିବାକୁ ଆସିଛି। ଗତକାଲି  ଦୁଇବର୍ଷର କୁନି ଝିଅକୁ ଛାଡ଼ିଚାଲି ଯିବା ପରେ  ଆଜି ଜଣେ ମହିଳା ପହଞ୍ଚି ଏମିତି ଦାବି କରିବା ଚର୍ଚ୍ଚା ଜୋର ଧରିଛି। ଶିଶୁକନ୍ୟାକୁ ନିଜ ଝିଅ ଦାବି କରି CWCରେ ଆଜି ମହିଳା ଜଣକ ପହଞ୍ଚିଥିଲେ।

ସୂଚନା ଅନୁଯାୟୀ, ଗତକାଲି  ଅପରାହ୍ନ ୪ଟାରୁ ସାଢ଼େ ୪ଟା ବେଳେ ଜଗତସିଂହପୁର ଗୋରେଖନାଥଙ୍କ ପୀଠରେ ଭିକ୍ଷାବୃତ୍ତି କରୁଥିବା ଜଣେ ବୃଦ୍ଧାଙ୍କ ପାଖରେ ଜଣେ ମହିଳା ନିଜର ଦୁଇ ବର୍ଷର ଛୁଆକୁ ଛାଡ଼ି ଥିଲେ। ଆଉ କହିଥିଲେ, ମାଉସୀ ମୋ ସ୍ୱାମୀଙ୍କୁ ଖୋଜିବା ପାଇଁ ଯାଉଛି, ଝିଅକୁ ଟିକେ ଲକ୍ଷ୍ୟ କରିଥିବ। ଏହା ପରେ ମହିଳା ଜଣକ ଗୋରେଖନାଥ ପୀଠ ଭିତରକୁ ଯାଇଥିଲେ। ହେଲେ ଫେରିଲେ ନାହିଁ। ଦୀର୍ଘ ସମୟ ଧରି ମହିଳା ଜଣକ ନଫେରିବାରୁ ଛୁଆଟି ରାହା ଧରି କାନ୍ଦିଥିଲା। ବୃଦ୍ଧା ଜଣକ ଛୁଆଟିକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଝିଅଟି ମାଆକୁ ନପାଇ ରାହା ଧରି କାନ୍ଦିବା ଆରମ୍ଭ କରିଥିଲେ।

ଶେଷରେ ବୃଦ୍ଧା ଜଣକ ସ୍ଥାନୀୟ ଲୋକଙ୍କୁ ପୂରା ଘଟଣା କହିଥିଲେ। ଏହା ପରେ ସ୍ଥାନୀୟ ଲୋକ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥରେ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରି CWC କୁ ହସ୍ତାନ୍ତର କରିଥିଲେ।

ତେବେ ଆଜି ଶିଶୁକନ୍ୟାକୁ ନିଜ ଝିଅ ଦାବି କରି CWCରେ ପହଞ୍ଚି ଥିଲେ  ଉକ୍ତ  ମହିଳା। ମହିଳାଙ୍କ ଘର କନ୍ଦରପୁର ଥାନା ଦାମୋଦରପୁର ସୂଚନା ମିଳିଛି। ମହିଳା ଜଣଙ୍କ ନିଜର ଝିଅ ବୋଲି ପ୍ରମାଣପତ୍ର ଦେଖାଇଥିବା ସୂଚନା ମିଳିଛି। ତେବେ ପ୍ରମାଣପତ୍ର ସଠିକ୍ ଜଣାପଡ଼ିଲେ ଝିଅକୁ ହସ୍ତାନ୍ତର କରାଯିବ CWC ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story