ଅସହ୍ୟ ହେଲା ଲୋକଲଜ୍ଜ୍ୟା, ଜୀବନ ହାରିଲେ ମହିଳା

ଖଲ୍ଲିକୋଟ୍‌ (ଶିଲୁ ବିଶ୍ୱାଳ): ଅସହ୍ୟ ହେଲା ଲୋକ ଲଜ୍ଜ୍ୟା! ସହିପାରିଲେନି ଗାଁ ଲୋକଙ୍କ ଟାହି ଟାପରା। ଶେଷରେ ବିଷ ପିଇ ଜୀବନ ହାରିଲେ ମହିଳା। ଏପରି ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ଖଲ୍ଲିକୋଟ ଥାନା ତେନ୍ତୁଳିଆପଲ୍ଲୀ ପଞ୍ଚାୟତ ବାଗଲପୁର ଗାଁର ସୁଶାନ୍ତ ସ୍ୱାଇଁ କୁଆଡେ ମହିଳାଙ୍କ ସହିତ ଦୀର୍ଘ ଦିନ ଧରି ଅନୈତିକ ସମ୍ପର୍କ ରଖିଥିଲେ। ବାରମ୍ୱାର ତାଙ୍କ ଘରକୁ ଯାଉଥିଲେ। ଗୁରୁବାର ମଧ୍ୟ ରାତିରେ ମହିଳାଙ୍କ ଘରକୁ ସୁଶାନ୍ତ ଯାଇଥିଲେ। ଏହା ଦେଖି ସାହି ପଡ଼ିଶା […]

Ganjam

Ganjam

Manoranjan Sial
  • Published: Friday, 08 July 2022
  • Updated: 08 July 2022, 04:28 PM IST

Sports

Latest News

ଖଲ୍ଲିକୋଟ୍‌ (ଶିଲୁ ବିଶ୍ୱାଳ): ଅସହ୍ୟ ହେଲା ଲୋକ ଲଜ୍ଜ୍ୟା! ସହିପାରିଲେନି ଗାଁ ଲୋକଙ୍କ ଟାହି ଟାପରା। ଶେଷରେ ବିଷ ପିଇ ଜୀବନ ହାରିଲେ ମହିଳା। ଏପରି ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି।

ଖଲ୍ଲିକୋଟ ଥାନା ତେନ୍ତୁଳିଆପଲ୍ଲୀ ପଞ୍ଚାୟତ ବାଗଲପୁର ଗାଁର ସୁଶାନ୍ତ ସ୍ୱାଇଁ କୁଆଡେ ମହିଳାଙ୍କ ସହିତ ଦୀର୍ଘ ଦିନ ଧରି ଅନୈତିକ ସମ୍ପର୍କ ରଖିଥିଲେ। ବାରମ୍ୱାର ତାଙ୍କ ଘରକୁ ଯାଉଥିଲେ। ଗୁରୁବାର ମଧ୍ୟ ରାତିରେ ମହିଳାଙ୍କ ଘରକୁ ସୁଶାନ୍ତ ଯାଇଥିଲେ। ଏହା ଦେଖି ସାହି ପଡ଼ିଶା ତାଙ୍କୁ କାବୁ କରିନେଇ ଥିଲେ। ଏହା ପରେ ଗାଁରେ କଙ୍ଗାରୁ କୋର୍ଟ ବସି ଥିଲା।

କଙ୍ଗାରୁ କୋର୍ଟର ନିଷ୍ପତ୍ତି ମୁତାବକ ସୁଶାନ୍ତଙ୍କୁ ଗାଁ ଲୋକେ ଲଣ୍ଡା କରି ତା’ ମୁଣ୍ଡ ଓ ମୁହଁରେ ଚୁନ କଳା ବୋଳି ଥିଲେ। ବେକରେ ଚପଲ ମାଳ ପକାଇ ଥିଲେ। ତା’ପରେ ତାଙ୍କୁ ଗାଁ ସାରା ବୁଲାଇ ଥିଲେ। ଖବର ପାଇଁ ଗାଁରେ ପହଞ୍ଚିଥିଲା ପୁଲିସ୍‌। ଗାଁ ଲୋକଙ୍କ କବଳରୁ ଯୁବକଙ୍କୁ ଉଦ୍ଧାର କରିବା ଥାନାକୁ ନେଇଥିଲା ଖଲ୍ଲିକୋଟ ଥାନା ପୁଲିସ।

ଏହି ଖବର ପ୍ରଚାରିତ ହେବା ପରେ ଲୋକ ଲଜ୍ଜ୍ୟା ସହି ନ ପାରି ମହିଳା ଜଣଙ୍କ ବିଷ ପିଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story