ଝିଅ ଘରକୁ ଯାଇଥିଲେ ମାଆ, ଦଂଶନ କଲା ସାପ

ତେଲକୋଇ(ଚିନ୍ମୟ କୁମାର ସାହୁ): ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ରାତିରେ ମାଆଙ୍କୁ ସାପ ଦଂଶନ କଲା। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ଏପରି ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି। ପୂରଯୋଡ଼ା ପଞ୍ଚାୟତ ବାଲିଯୋଡି ଗାଁର ବଙ୍କାନିଧି ନାୟକଙ୍କ ସ୍ତ୍ରୀ ଉଷା ନାୟକ ତାଙ୍କ ଝିଅ ତ୍ରିବେଣୀଙ୍କ ଘର ତେଲକୋଇ ଥାନା ଅନ୍ତର୍ଗତ ଆକୁଳ ପଞ୍ଚାୟତ ବାଲେଶ୍ୱର ଗାଁକୁ ଯାଇଥିଲେ। ମଙ୍ଗଳବାର ରାତିରେ ଖାଇପିଇ ଘରେ ଶୋଇଥିଲେ। ବିଳମ୍ୱିତ ରାତିରେ ତାଙ୍କୁ ସାପ ଦଂଶନ କରିଥିଲା। ଫଳରେ ସେ […]

deceased person

deceased person

Manoranjan Sial
  • Published: Wednesday, 04 August 2021
  • Updated: 04 August 2021, 03:56 PM IST

Sports

Latest News

ତେଲକୋଇ(ଚିନ୍ମୟ କୁମାର ସାହୁ): ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ରାତିରେ ମାଆଙ୍କୁ ସାପ ଦଂଶନ କଲା। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ଏପରି ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି।

ପୂରଯୋଡ଼ା ପଞ୍ଚାୟତ ବାଲିଯୋଡି ଗାଁର ବଙ୍କାନିଧି ନାୟକଙ୍କ ସ୍ତ୍ରୀ ଉଷା ନାୟକ ତାଙ୍କ ଝିଅ ତ୍ରିବେଣୀଙ୍କ ଘର ତେଲକୋଇ ଥାନା ଅନ୍ତର୍ଗତ ଆକୁଳ ପଞ୍ଚାୟତ ବାଲେଶ୍ୱର ଗାଁକୁ ଯାଇଥିଲେ। ମଙ୍ଗଳବାର ରାତିରେ ଖାଇପିଇ ଘରେ ଶୋଇଥିଲେ। ବିଳମ୍ୱିତ ରାତିରେ ତାଙ୍କୁ ସାପ ଦଂଶନ କରିଥିଲା। ଫଳରେ ସେ ଚେତା ହରାଇ ପଡ଼ିଥିଲେ। ଆଜି ସକାଳେ ଉଷା ଶୋଇବା ଘରୁ ଉଠିନଥିଲେ।

ଉଷା ଚେତା ହରାଇଥିବା ଦେଖି ତାଙ୍କ ଝିଅ ଓ ଜ୍ୱାଇଁ ତାଙ୍କୁ ସଙ୍ଗେ ସଙ୍ଗେ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଉଷାଙ୍କ ହାତରେ ସାପ ଚୋଟ ମାରିଥିବା ଚି଼ହ୍ନ ରହିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story