ଡେଙ୍ଗୁରେ ମହିଳାଙ୍କ ମୃତ୍ୟୁ

ବାଲେଶ୍ୱର: ପୁଣି ଜଣଙ୍କ ମୁଣ୍ଡ ନେଲା ଡେଙ୍ଗୁ। ଗତକାଲି ରାତିରେ ବାଲେଶ୍ୱର ଡାକ୍ତରଖାନାରେ ଡେଙ୍ଗୁରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସଞ୍ଜୁଲତା ମହାପାତ୍ର। ତାଙ୍କ ଘର ସୋର ଅଞ୍ଚଳର ଅଠିଳାବାଗ ଗାଁରେ।

Rakesh Mallick
  • Published: Thursday, 12 October 2017
  • , Updated: 12 October 2017, 10:03 AM IST

Related story