ଦୁଇ ଝିଅଙ୍କୁ ଧରି ଟ୍ରେନ୍‌ ଆଗକୁ ଡେଇଁଲେ ମାଆ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ପାରିବାରିକ କଳହରୁ କରୁଣ ପରିଣତି। ଦୁଇ ଝିଅକୁ ଧରି ଟ୍ରେନ୍‌ ଆଗକୁ ଡେଇଁଲା ମାଆ। ଘଟଣାସ୍ଥଳରେ ମାଆର ମୃତ୍ୟୁ ଘଟିଥିବା ବେଳେ ଦୁଇ ଝିଅ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ହୃଦୟବିଦାରକ ଘଟଣା ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ଘଟିଛି। ପୁଲିସ ଦୁଇ ଛୁଆଙ୍କ ବାପାଙ୍କୁ ଅଟକ ରଖି ପଚରାଉଚରା କରୁଛି। ବଡ଼ଗଡ଼ ଥାନା ମଚ୍ଛାକୋଟ୍‌ ଗାଁର ଉଚ୍ଛବ ଭଞ୍ଜ ଓ ତାଙ୍କ ସ୍ତ୍ରୀ ରମାଙ୍କ ମଧ୍ୟରେ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା। ଏପରିକି […]

mother-suicid-in-train-line

mother-suicid-in-train-line

Manoranjan Sial
  • Published: Friday, 11 October 2019
  • Updated: 11 October 2019, 04:24 PM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ): ପାରିବାରିକ କଳହରୁ କରୁଣ ପରିଣତି। ଦୁଇ ଝିଅକୁ ଧରି ଟ୍ରେନ୍‌ ଆଗକୁ ଡେଇଁଲା ମାଆ। ଘଟଣାସ୍ଥଳରେ ମାଆର ମୃତ୍ୟୁ ଘଟିଥିବା ବେଳେ ଦୁଇ ଝିଅ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ହୃଦୟବିଦାରକ ଘଟଣା ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ଘଟିଛି। ପୁଲିସ ଦୁଇ ଛୁଆଙ୍କ ବାପାଙ୍କୁ ଅଟକ ରଖି ପଚରାଉଚରା କରୁଛି।

ବଡ଼ଗଡ଼ ଥାନା ମଚ୍ଛାକୋଟ୍‌ ଗାଁର ଉଚ୍ଛବ ଭଞ୍ଜ ଓ ତାଙ୍କ ସ୍ତ୍ରୀ ରମାଙ୍କ ମଧ୍ୟରେ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା। ଏପରିକି ରମାଙ୍କୁ ଉଚ୍ଛବ ମାଡ଼ ମାରୁଥିବା ଅଭିଯୋଗ ହୋଇଛି। ତେବେ ଗୁରୁବାର ସ୍ୱାମୀ-ସ୍ତ୍ରୀଙ୍କ ପାଟିତୁଣ୍ଡ ଉଗ୍ରରୂପ ଧାରଣ କରିଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରମା ତାଙ୍କର ଦୁଇ ଝିଅ ପ୍ରିୟା(୧୧) ଓ ରିଆ(୬)କୁ ଧରି ଆଜି ବସ୍‌ରେ ବ୍ରହ୍ମପୁର ପଳାଇ ଆସିଥିଲେ। ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ସେ କିଛି ସମୟ ରହିଥିଲେ। ପରେ ରମା ଦୁଇ ଛୁଆଙ୍କୁ ଧରି ଆତ୍ମହତ୍ୟା କରିବା ପାଇଁ ବ୍ରହ୍ମପୁରରୁ ଇଚ୍ଛାପୁର ଅଭିମୁଖେ ଯାଇଥିବା ଟ୍ରେନ୍‌ ଲାଇନ୍‌ରେ ଚାଲି ଚାଲି ଯାଇଥିଲେ।

ଷ୍ଟେସନ୍‌ଠାରୁ ୧୦୦ରୁ ୨୦୦ ମିଟର ଦୂରରେ ରମା ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ରମାଙ୍କର ମୃତ୍ୟୁ ଘଟିଥିଲା। ସୌଭାଗ୍ୟ ବଶତଃ ପ୍ରିୟା ଓ ରିଆଙ୍କ ଜୀବନ ବଞ୍ଚି ଯାଇଥିଲା। ହେଲେ ଦୁଇ ଭଉଣୀ ଗୁରୁତର ଆହତ ହୋଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦୁଇ ଭଉଣୀ କାନ୍ଦି କାନ୍ଦି ଟ୍ରାକ୍‌ରେ ଚାଲି ଚାଲି ଆସୁଥିବା ଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ରେଲୱେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଦୁଇ ଭଉଣୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ପଚରାଉଚରା ପୂରା ଘଟଣା ଜଣାପଡ଼ିଥିଲା।

ରିଆର ହାତ ପାପୁଲି କଟି ଯାଇଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ପ୍ରିୟାଙ୍କୁ ଏମ୍‌କେସିଜି ମେଡିକାଲ୍‌ରେ ଚିକିତ୍ସା କରାଯାଉଛି। ପୁଲିସ ଏକ ମାମଲା ରୁଜୁ କରି ଉଚ୍ଛବକୁ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story