ବାଇକ୍‌କୁ ଧକ୍କା ଦେଲା ବସ୍‌: ବୃଦ୍ଧା ମୃତ, ଝିଅଜ୍ୱାଇଁ ଆହତ

ରାଇରଙ୍ଗପୁର (ରାଜେଶ ଶର୍ମା): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର କଲେଜ ଛକରେ ଆଜି ସକାଳ ପ୍ରାୟ ୮ଟା ବେଳେ ଗୋଟିଏ ବସ୍‌ ଏକ ବାଇକ୍‌କୁ ସାମ୍ନା ପଟୁ ଧକ୍କା ଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଝିଅ ଓ ଜ୍ୱାଇଁ ଆହତ ହୋଇଛନ୍ତି। ମୃତକ ମହିଳା ଜଣଙ୍କ ହେଲେ ବାଚା ସୋରେନ୍‌। ଆହତ ଦମ୍ପତିଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ବସ୍‌ ଡ୍ରାଇଭର୍‌ ଫେରାର ହୋଇଯାଇଛି। ବସ୍‌ଟି କରଞ୍ଜିଆରୁ ଟାଟା ଯାଉଥିଲା ବେଳେ […]

road,,,,

road,,,,

Tapaswini Nayak
  • Published: Friday, 31 August 2018
  • Updated: 31 August 2018, 07:06 AM IST

Sports

Latest News

ରାଇରଙ୍ଗପୁର (ରାଜେଶ ଶର୍ମା): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର କଲେଜ ଛକରେ ଆଜି ସକାଳ ପ୍ରାୟ ୮ଟା ବେଳେ ଗୋଟିଏ ବସ୍‌ ଏକ ବାଇକ୍‌କୁ ସାମ୍ନା ପଟୁ ଧକ୍କା ଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଝିଅ ଓ ଜ୍ୱାଇଁ ଆହତ ହୋଇଛନ୍ତି। ମୃତକ ମହିଳା ଜଣଙ୍କ ହେଲେ ବାଚା ସୋରେନ୍‌।

ଆହତ ଦମ୍ପତିଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ପରେ ବସ୍‌ ଡ୍ରାଇଭର୍‌ ଫେରାର ହୋଇଯାଇଛି।

ବସ୍‌ଟି କରଞ୍ଜିଆରୁ ଟାଟା ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story