ରାଜଧାନୀରେ ଝୁଲି ପଡ଼ିଲେ ପୁଣି ଜଣେ ଯୁବତୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ଯୁବତୀଙ୍କ ଆତ୍ମହତ୍ୟା। ଯୁବତୀ ଜଣକ ନୂଆପଲ୍ଲୀ ଅଞ୍ଚଳରେ ଏକ ଭଡ଼ା ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି। ମୃତ ଯୁବତୀଙ୍କ ନାଁ ରଂଜିତା ସାହୁ। ତାଙ୍କ ଘର କଟକ ଗୁରୁଡ଼ିଝାଟିଆ ଅଞ୍ଚଳରେ ବୋଲି ଜଣାପଡ଼ିଛି। ମାତ୍ର ସେ କେଉଁ କାରଣରୁ ଆତ୍ମହତ୍ୟାର କରିଛନ୍ତି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। କମିଶନରେଟ୍‌ ପୁଲିସ ଓ ସାଇଣ୍ଟିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ସ୍ଥାନୀୟ […]

Cuttack

Cuttack

Manoranjan Sial
  • Published: Wednesday, 03 August 2022
  • Updated: 03 August 2022, 08:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ଯୁବତୀଙ୍କ ଆତ୍ମହତ୍ୟା। ଯୁବତୀ ଜଣକ ନୂଆପଲ୍ଲୀ ଅଞ୍ଚଳରେ ଏକ ଭଡ଼ା ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି। ମୃତ ଯୁବତୀଙ୍କ ନାଁ ରଂଜିତା ସାହୁ। ତାଙ୍କ ଘର କଟକ ଗୁରୁଡ଼ିଝାଟିଆ ଅଞ୍ଚଳରେ ବୋଲି ଜଣାପଡ଼ିଛି। ମାତ୍ର ସେ କେଉଁ କାରଣରୁ ଆତ୍ମହତ୍ୟାର କରିଛନ୍ତି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। କମିଶନରେଟ୍‌ ପୁଲିସ ଓ ସାଇଣ୍ଟିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କ କହିବା ଅନୁସାରେ ରଞ୍ଜିତା ଏଠାରେ ୫ ମାସ ଧରି ରହୁଥିଲେ। ସେ ଗତ ମାସର ଘର ଭଡ଼ା ଦେଇନଥିଲେ। ଘର ଭଡ଼ା ମାଗିବାରୁ ଛାଡ଼ିଦେବ ବୋଲି କହିଥିଲେ। ଏଠି ଜଣେ ଯୁବକ ଆସି ହଇରାଣ କରୁଥିବା କହିଥିଲେ। ମାତ୍ର ସେହି ଯୁବକ ଜଣକ କିଏ ସେ ବିଷୟରେ କହିନଥିବା ମହିଳା ଜଣକ କହିଛନ୍ତି।

ସୂଚନାରୁ ପ୍ରକାଶ, ଦୁଇ ମାସ ତଳେ ଜୟଦେବ ବିହାର ଅଞ୍ଚଳରେ ଜଣେ ଏମ୍‌ସିଏ ଛାତ୍ରୀ ଆତ୍ମହତ୍ୟା କରିଥିଲେ। ସେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଘର ମାଲିକଙ୍କଠାରୁ ଖବର ପାଇ କମିଶନରେଟ୍‌ ପୁଲିସ୍‌ ମୃତଦେହ ଜବତ କରିଥିଲା। ମୃତଦେହ ପାଖରୁ ପୁଲିସ ଗୋଟିଏ ସୁଇସାଇଡ୍‌ ନୋଟ୍‌ ଜବତ କରିଥିଲା।  ପ୍ରେମିକଙ୍କ ନିର୍ଯାତନା ଓ ଦୁର୍ବ୍ୟବହାରରେ ଅତିଷ୍ଠ ହୋଇ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ସୁଇସାଇଡ୍‌ ନୋଟ୍‌ରେ ଲେଖିଥିଲା। ଏହା ପୁଲିସ ପ୍ରେମିକ ପ୍ରବରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story