ଟ୍ରେନ୍‌ ଆଗକୁ ଡେଇଁଲେ ମହିଳା, କଟିଲା ଦୁଇ ହାତ

ସୋର (ନିରଞ୍ଜନ ବେହେରା): ଟ୍ରେନ୍‌ରେ କଟିଲା ମହିଳାଙ୍କ ଦୁଇ ହାତ। ବାଲେଶ୍ୱର ଜିଲ୍ଲା ସୋର ଷ୍ଟେସନ ନିକଟରେ ଘଟିଛି ଏପରି ଘଟଣା। ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ପଶ୍ଚିମବଙ୍ଗରୁ ଆସୁଥିବା ଜନଶତାବ୍ଦୀ ଏକ୍ସପ୍ରେସ୍‌ ସୋର ଷ୍ଟେସନ୍‌ରେ ଅଟକିଥିଲା। ତା’ପରେ ନିର୍ଦ୍ଧାରିତ ଗତିପଥରେ ଯାତ୍ରା ଆରମ୍ଭ କରିଥିଲା। ତେବେ ମାଟିଆପଲ୍ଲା ଗାଁର ସୁକାନ୍ତି ନାୟକ ଆତ୍ମହତ୍ୟା କରିବା ପାଇଁ ଜନଶତାବ୍ଦୀ ଟ୍ରେନ୍‌ ଆଗକୁ ଡେଇଁଥିଲେ। ହେଲେ ଟ୍ରେନ୍‌ଟି ଟ୍ରାକ୍‌ ପରିବର୍ତ୍ତନ କରିଥିବାରୁ ମହିଳାଙ୍କ […]

Soro

Soro

Manoranjan Sial
  • Published: Friday, 15 April 2022
  • Updated: 15 April 2022, 09:25 PM IST

Sports

Latest News

ସୋର (ନିରଞ୍ଜନ ବେହେରା): ଟ୍ରେନ୍‌ରେ କଟିଲା ମହିଳାଙ୍କ ଦୁଇ ହାତ। ବାଲେଶ୍ୱର ଜିଲ୍ଲା ସୋର ଷ୍ଟେସନ ନିକଟରେ ଘଟିଛି ଏପରି ଘଟଣା। ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

ପଶ୍ଚିମବଙ୍ଗରୁ ଆସୁଥିବା ଜନଶତାବ୍ଦୀ ଏକ୍ସପ୍ରେସ୍‌ ସୋର ଷ୍ଟେସନ୍‌ରେ ଅଟକିଥିଲା। ତା’ପରେ ନିର୍ଦ୍ଧାରିତ ଗତିପଥରେ ଯାତ୍ରା ଆରମ୍ଭ କରିଥିଲା। ତେବେ ମାଟିଆପଲ୍ଲା ଗାଁର ସୁକାନ୍ତି ନାୟକ ଆତ୍ମହତ୍ୟା କରିବା ପାଇଁ ଜନଶତାବ୍ଦୀ ଟ୍ରେନ୍‌ ଆଗକୁ ଡେଇଁଥିଲେ। ହେଲେ ଟ୍ରେନ୍‌ଟି ଟ୍ରାକ୍‌ ପରିବର୍ତ୍ତନ କରିଥିବାରୁ ମହିଳାଙ୍କ ଦୁଇ ହାତ ଦୁଇଟି କଟି ଯାଇଥିଲା। ମହିଳାଙ୍କ ଶରୀର ସମ୍ପୂର୍ଣ୍ଣ ଅକ୍ଷୁର୍ଣ୍ଣ ରହିଛି।

ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋର ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ତେବେ କେଉଁ କାରଣରୁ ମହିଳା ଜଣକ ଟ୍ରେନ୍‌ ଆଗକୁ ଡେଇଁଥିଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story