ଦ୍ୱିତୀୟ ବାହାହେଉଥିଲେ ସ୍ୱାମୀ, ଥାନା ଆଗରେ ଧାରଣା ଦେଲେ ସ୍ତ୍ରୀ

ପାଟଣାଗଡ (କରୁଣାକର ବୁଡ଼େକ): ପ୍ରଥମ ସ୍ତ୍ରୀ ଥାଉଁ ଥାଉଁ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ସ୍ୱାମୀ! ଯେତେ ମନା କଲେ ମଧ୍ୟ ସେ ଶୁଣୁନାହାନ୍ତି। ବରଂ ମିଳୁଛି ହତ୍ୟା ଧାମକ! ଏପରି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଅଞ୍ଚଳରୁ। ନ୍ୟାୟ ପାଇଁ ମହିଳା ଜଣକ ଏବେ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ୨୦୧୧  ଏପ୍ରିଲ୍‌ ୨୪ ତାରିଖରେ ଡାଙ୍ଗବାହାଲ ଗାଁର ରମେଶ ଅଦାବର ଲୋହିସିଂହା ଥାନା ବୁରୋମୁଣ୍ଡା ଗାଁର ସୁମିତ୍ରା ଅଦାବରଙ୍କୁ ବିବାହ କରିଥିଲେ। […]

Patnagarh

Patnagarh

Manoranjan Sial
  • Published: Thursday, 07 April 2022
  • Updated: 07 April 2022, 06:57 PM IST

Sports

Latest News

ପାଟଣାଗଡ (କରୁଣାକର ବୁଡ଼େକ): ପ୍ରଥମ ସ୍ତ୍ରୀ ଥାଉଁ ଥାଉଁ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ସ୍ୱାମୀ! ଯେତେ ମନା କଲେ ମଧ୍ୟ ସେ ଶୁଣୁନାହାନ୍ତି। ବରଂ ମିଳୁଛି ହତ୍ୟା ଧାମକ! ଏପରି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଅଞ୍ଚଳରୁ। ନ୍ୟାୟ ପାଇଁ ମହିଳା ଜଣକ ଏବେ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି।

୨୦୧୧  ଏପ୍ରିଲ୍‌ ୨୪ ତାରିଖରେ ଡାଙ୍ଗବାହାଲ ଗାଁର ରମେଶ ଅଦାବର ଲୋହିସିଂହା ଥାନା ବୁରୋମୁଣ୍ଡା ଗାଁର ସୁମିତ୍ରା ଅଦାବରଙ୍କୁ ବିବାହ କରିଥିଲେ। ବୈଦିକ ରୀତିନୀତିରେ ବିବାହ ହୋଇଥିଲା। ବାହାଘର ପରେ ଉଭୟଙ୍କ ସାଂସାରିକ ରଥ ଠିକ୍‌ଠାକ୍‌ ଚାଲିଥିଲା। ହେଲେ ବୈବାହିକ ଜୀବନର ଦୁଇ ବର୍ଷ ଭିତରେ ପିଲାପିଲି ହୋଇନଥିଲା। ଯେଉଁଥିପାଇଁ ଆରମ୍ଭ ହୋଇଥିଲା ପାରିବାରିକ କଳହ। ରମେଶ ଅଦାବର ମାଡ଼ ମାରୁଥିବା ନେଇ ସୁମିତ୍ରା ଅଭିଯୋଗ କରିଥିଲେ। ତେବେ ନିର୍ଯାତନା ଅସହ୍ୟ ହେବାରୁ ସୁମିତ୍ରା ବାପ ଘରକୁ ଚାଲି ଯାଇଥିଲେ।

ସ୍ତ୍ରୀ ଶାଶୁ ଘରକୁ ଚାଲିଯିବା ପରେ ରମେଶ ଅଦାବର ଅନ୍ୟତ୍ର ବାହା ହେବା ପାଇଁ ସ୍ଥିର କରିଥିଲେ। ଆଜି ହୋଇଥାଆନ୍ତା ବାହାଘର। ସେଥିପାଇଁ ଝିଅ ଘର ପକ୍ଷରୁ କୁଆଡ଼େ ନିମନ୍ତ୍ରଣକାର୍ଡ ବଣ୍ଟା ସରିଥିଲା। ଏପରିକି ସବୁ ପ୍ରକାର ପ୍ରସ୍ତୁତି ସରିଥିଲା। ଏ ସମ୍ପର୍କରେ ସୁମିତ୍ରା ଜାଣିପାରି ସ୍ୱାମୀଙ୍କ ସହିତ ଯୋଗାଯୋଗ କରିଥିଲେ। ବାହା ନହେବା ପାଇଁ ଅନୁରୋଧ କରିଥିଲେ। ମାତ୍ର ସେ କିଛି ଶୁଣିନଥିଲେ ବୋଲି ସୁମିତ୍ରା ଅଭିଯୋଗ କରିଛନ୍ତି।

ସ୍ୱାମୀ ଦ୍ୱିତୀୟ ଥର ବାହା ହେଉଥିବା ନେଇ ସୁମିତ୍ରା ଲରମ୍ଭା ଥାନା ଅଭିଯୋଗ କରିଥିଲେ। ମାତ୍ର ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଚୁପ୍‌ ବସିଥିଲା। ପୁଲିସ୍‌ର ଅସମ୍ଭବ ନୀରବତାକୁ ବିରୋଧ କରି ସୁମିତ୍ରା ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ଧାରଣାରେ ବସିବାର କିଛି ପରେ ପୁଲିସ ତାଙ୍କ ସହିତ ଆଲୋଚନା କରିଥିଲେ।

ଅଭିଯୋଗ ଅନୁସାରେ ପୁଲିସ ରମେଶ ଅଦାବରଙ୍କ ଘରକୁ ଯାଇଥିଲା। ମାତ୍ର ସେଠାରେ ବିବାହ ହେଉଥିବା ନେଇ କୌଣସି ଆୟୋଜନ ହୋଇଥିବା ଜଣାପଡ଼ିନାହିଁ। ଏହା ପରେ ପୁଲିସ ଦ୍ୱିତୀୟ ବିବାହ ହେବାକୁ ଥିବା ଝିଅ ଗାଁକୁ ଯାଉଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story