ସ୍ୱାମୀଙ୍କ ଉପରେ ରାଗି ନିଜକୁ ଜାଳିଦେଲେ! ୯ ମାସର ଝିଅ ବି ବାଦ ପଡ଼ିଲେନି

ସୋର (ଶଶିକାନ୍ତ ବେହେରା): ଘରୋଇ କଳିରୁ ଜଳିଗଲା ଘର! ଉଜୁଡ଼ିଗଲା ସାଂସାର। ୯ ମାସର ଝିଅକୁ ଧରି ନିଜ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇଦେଲେ ଜଣେ ମହିଳା। ଆଜି ମଧ୍ୟାହ୍ନରେ ଏପରି ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଘଟିଛି। ଗାଁ ମାର୍କୋଣା ଗ୍ରାମର ନାରାୟଣ ରାଉତଙ୍କୁ ବିବାହ କରିଥିଲେ ସଞ୍ଜୁଲତା। ବିବାହ ପରେ ସ୍ୱାମୀ-ସ୍ତ୍ରୀଙ୍କ ସଂସାର ଠିକ୍‌ ଭାବେ ଚାଲିଥିଲା। ପରେ ନାରାୟଣ ଅର୍ଥ ରୋଜଗାର ପାଇଁ ମୁମ୍ୱାଇ ଚାଲିଗଲେ। ଗତକାଲି […]

Women immolates herself and baby after fight husband

Rakesh Mallick
  • Published: Tuesday, 24 July 2018
  • Updated: 24 July 2018, 04:47 PM IST

Sports

Latest News

ସୋର (ଶଶିକାନ୍ତ ବେହେରା): ଘରୋଇ କଳିରୁ ଜଳିଗଲା ଘର! ଉଜୁଡ଼ିଗଲା ସାଂସାର। ୯ ମାସର ଝିଅକୁ ଧରି ନିଜ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇଦେଲେ ଜଣେ ମହିଳା। ଆଜି ମଧ୍ୟାହ୍ନରେ ଏପରି ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଘଟିଛି।

ଗାଁ ମାର୍କୋଣା ଗ୍ରାମର ନାରାୟଣ ରାଉତଙ୍କୁ ବିବାହ କରିଥିଲେ ସଞ୍ଜୁଲତା। ବିବାହ ପରେ ସ୍ୱାମୀ-ସ୍ତ୍ରୀଙ୍କ ସଂସାର ଠିକ୍‌ ଭାବେ ଚାଲିଥିଲା। ପରେ ନାରାୟଣ ଅର୍ଥ ରୋଜଗାର ପାଇଁ ମୁମ୍ୱାଇ ଚାଲିଗଲେ। ଗତକାଲି ସେ ଛୁଟିରେ ଘରକୁ ଆସିଥିଲେ। କ’ଣ ହେଲା କେଜାଣି ଆଜି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସଞ୍ଜୁଲତା ନିଜର ୯ ମାସର ଝିଅକୁ ଧରି ନିଜ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଘର ଭିତରେ ନିଆଁ ଜଳୁଥିବା ଦେଖି ପଡ଼ୋଶୀମାନେ ତାଙ୍କୁ ଉଦ୍ଧାର କରି କରିଥିଲେ। ମାତ୍ର ସେତେବେଳକୁ ମାଆ-ଝିଅଙ୍କର ମୃତ୍ୟୁ ହୋଇଯାଇଥିଲା। ଏ ସମ୍ପର୍କରେ ଖବର ପାଇ ପୁଲିସ୍‌ ମୃତଦେହ ଜବତ କରିବା ସଙ୍ଗେ ସଙ୍ଗେ ସ୍ୱାମୀ ନାରାୟଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story