ନିଷ୍ଠୁର ସ୍ୱାମୀର ବୀଭତ୍ସ କାଣ୍ଡ, ସ୍ତ୍ରୀକୁ ମାରି ପେଟ୍ରୋଲରେ ଜାଳିଦେଲା!

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଯାହାର ହାତ ଧରି ଶ୍ୱଶୁର ଘର ଆସିଥିଲେ ସିଏ ସାଜିଲା ହତ୍ୟାକାରୀ! ସାମାନ୍ୟ କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ। ଆଉ ଏଥିରେ ଉତ୍‌କ୍ଷିପ୍ତ ହୋଇ ସ୍ୱାମୀ ଚଣ୍ଡାଳ ରୂପ ଧାରଣ କରିଥିଲା। ରାତିର ଅନ୍ଧକାର ଭିତରେ ଅତିନିର୍ମମ ଭାବେ ସ୍ତ୍ରୀକୁ ହତ୍ୟାକରି ପେଟ୍ରୋଲ ଢ଼ାଳି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଜଗତସିଂହପୁର ସଦର ଥାନା ଅଞ୍ଚଳରୁ ଆସିଛି। ସାନତିହଡା ଗାଁର ରୁଦ୍ର ପ୍ରସନ୍ନ ରାଉତ ଓ ତାଙ୍କ […]

jagatsinghpur-murder

jagatsinghpur-murder

Manoranjan Sial
  • Published: Friday, 25 October 2019
  • Updated: 25 October 2019, 10:47 PM IST

Sports

Latest News

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଯାହାର ହାତ ଧରି ଶ୍ୱଶୁର ଘର ଆସିଥିଲେ ସିଏ ସାଜିଲା ହତ୍ୟାକାରୀ! ସାମାନ୍ୟ କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ। ଆଉ ଏଥିରେ ଉତ୍‌କ୍ଷିପ୍ତ ହୋଇ ସ୍ୱାମୀ ଚଣ୍ଡାଳ ରୂପ ଧାରଣ କରିଥିଲା। ରାତିର ଅନ୍ଧକାର ଭିତରେ ଅତିନିର୍ମମ ଭାବେ ସ୍ତ୍ରୀକୁ ହତ୍ୟାକରି ପେଟ୍ରୋଲ ଢ଼ାଳି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଜଗତସିଂହପୁର ସଦର ଥାନା ଅଞ୍ଚଳରୁ ଆସିଛି।

ସାନତିହଡା ଗାଁର ରୁଦ୍ର ପ୍ରସନ୍ନ ରାଉତ ଓ ତାଙ୍କ ସ୍ତ୍ରୀ ରଶ୍ମୀତା ରାଉତଙ୍କ ମଧ୍ୟରେ ଗତକାଲି ରାତିରେ କୌଣସି କାରଣରୁ ଝଗଡା ହୋଇଥିଲା। ଏଥିରେ ରୁଦ୍ର ଉତ୍ କ୍ଷିପ୍ତ ହୋଇ ଏକ ଲୁହା ହାମର୍‌ରେ ରଶ୍ମୀତାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ମୃତଦେହରେ ପେଟ୍ରୋଲ୍‌ ଢାଳି ରୁଦ୍ର ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।

ଆଜି ସକାଳେ ରୁଦ୍ର ଜଗତସଂହପୁର ସଦର ଥାନାରେ ଆତ୍ମସମର୍ପଣ କରିଥିଲା। ଏପରିକି ସେ ନିଜ ସ୍ତ୍ରୀକୁ ଆତ୍ମହତ୍ୟା କରିଥିବା ସ୍ୱୀକାର କରିଛି। ପରେ ପୁଲିସ୍‌ ତାକୁ ଅଟକ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅନ୍ୟପକ୍ଷରେ ରଶ୍ମୀତାଙ୍କ ପିତା ପ୍ରଶାନ୍ତ ଖଟୁଆଙ୍କ ଅଭିଯୋଗ କ୍ରମେ ସଦର ଥାନା ପୁଲିସ ଅର୍ଦ୍ଧ ଦଗ୍ଧ ମୃତଦେହ ଜବତ କରିଛି। ତେବେ ରଶ୍ମୀତାଙ୍କ ଶରୀର ପ୍ରାୟ ୯୦ ଭାଗ ଜଳି ଯାଇଥିବାରୁ କଟକ ଏଫ୍‌ଏମ୍‌ଟିକୁ ପଠାଯିବ ବୋଲି ଜଗତସଂହପୁର ଏସ୍‌ପି ଆର୍‌ ପ୍ରକାଶ କହିଛନ୍ତି।

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଏହି ହତ୍ୟାକାଣ୍ଡ ଘଟାଯାଇଥିବା ପୁଲିସ ସନ୍ଦେହ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story