ହାତ ଟେକିଦେଲେ ପଡ଼ୋଶୀ, ଶବ ସତ୍କାର କଲା ସ୍ୱେଛାସେବୀ ସଂଗଠନ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଅନ୍ୟ ଜାତିର ହୋଇଥିବାରୁ ମହିଳାଙ୍କ ମୃତଦେହ କେହି ଛୁଇଁଲେନି। ଫଳରେ ସ୍ୱେଛାସେବୀ ସଂଗଠନ କଲା ଶବସତ୍କାର। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଶକ୍ତି ସୁଗାର୍ସ କମ୍ପାନୀ କ୍ଵାର୍ଟର୍ସରେ। କମ୍ପାନୀର ଜଣେ କର୍ମଚାରୀଙ୍କ ଭଉଣୀଙ୍କର ଆଜି ସକାଳେ ସ୍ଵାଭାବିକ ମୃତ୍ୟୁ ହୋଇଥିଲା। ମୃତ୍ୟୁ ହେବାର ୪ ଘଣ୍ଟାରୁ ଅଧିକ ସମୟ ଧରି ଶବ ପଡ଼ି ରହିଥିଲେ ବି ଜାତିପ୍ରଥା କାରଣରୁ ପଡ଼ୋଶୀ ମୃତଦେହ ଛୁଇଁନଥିବା କହିଛନ୍ତି ମୃତକଙ୍କ ଭାଇ […]

dkl

dkl

Ranjit Kumar Jena
  • Published: Wednesday, 13 January 2021
  • Updated: 13 January 2021, 01:35 PM IST

Sports

Latest News

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଅନ୍ୟ ଜାତିର ହୋଇଥିବାରୁ ମହିଳାଙ୍କ ମୃତଦେହ କେହି ଛୁଇଁଲେନି। ଫଳରେ ସ୍ୱେଛାସେବୀ ସଂଗଠନ କଲା ଶବସତ୍କାର। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଶକ୍ତି ସୁଗାର୍ସ କମ୍ପାନୀ କ୍ଵାର୍ଟର୍ସରେ। କମ୍ପାନୀର ଜଣେ କର୍ମଚାରୀଙ୍କ ଭଉଣୀଙ୍କର ଆଜି ସକାଳେ ସ୍ଵାଭାବିକ ମୃତ୍ୟୁ ହୋଇଥିଲା। ମୃତ୍ୟୁ ହେବାର ୪ ଘଣ୍ଟାରୁ ଅଧିକ ସମୟ ଧରି ଶବ ପଡ଼ି ରହିଥିଲେ ବି ଜାତିପ୍ରଥା କାରଣରୁ ପଡ଼ୋଶୀ ମୃତଦେହ ଛୁଇଁନଥିବା କହିଛନ୍ତି ମୃତକଙ୍କ ଭାଇ ପ୍ରକାଶ କୁମାର ଦତ୍ତ କହିଛନ୍ତି।

କେହି ଯେତେବେଳେ ଶବ ସତ୍କାର ପାଇଁ ଆଗକୁ ଆସିଲେନି, ଶେଷରେ ମୃତ ମହିଳାଙ୍କ ଭାଇଙ୍କୁ ସହଯୋଗର ହାତ ବଢ଼ାଇଥିଲା ସ୍ୱେଛାସେବୀ ସଂଗଠନ ହେଲପିଙ୍ଗ୍ ହ୍ୟାଣ୍ଡ। ସ୍ୱେଛାସେବୀ ସଂଗଠନର ସଦସ୍ୟମାନେ ମହିଳାଙ୍କ ମୃତଦେହକୁ ସତ୍କାର କରିଥିଲେ। ସେମାନେ ଶ୍ମଶାନକୁ ନେଇ ମହିଳାଙ୍କ ଶବହାଦ କରିଥିଲେ।

ସୂଚନାଯୋଗ୍ୟ, ମୃତ ମହିଳା ଜଣକ ହେଉଛନ୍ତି ବୀଣାପାଣି ଦତ୍ତ, ଯାହାଙ୍କର ବୟସ ପାଖାପାଖି ୭୦ ବର୍ଷ ହେବ। ସେ ନିଜ ଭାଇ ପ୍ରକାଶଙ୍କ ସହ କମ୍ପାନୀର କ୍ଵାର୍ଟରରେ ରହୁଥିଲେ। ଆଜି ସକାଳ ପ୍ରାୟ ସାଢ଼େ ୭ଟା ବେଳେ ତାଙ୍କର ଦେହାନ୍ତ ହୋଇଥିଲା। ହେଲେ କମ୍ପାନୀର କୌଣସି କର୍ମଚାରୀ କିମ୍ବା ପଡ଼ୋଶୀ ଜାତିପ୍ରଥା କାରଣରୁ ମହିଳାଙ୍କ ଶବକୁ ଛୁଇଁନଥିଲେ। ଯାହା ପରେ ପ୍ରକାଶ ନିଜ ବଡ଼ ଭାଇ ଏବଂ ସାଙ୍ଗମାନଙ୍କର ପରାମର୍ଶକ୍ରମେ ସ୍ୱେଛାସେବୀ ସଂଗଠନ ହେଲପିଙ୍ଗ୍ ହ୍ୟାଣ୍ଡକୁ ଯୋଗାଯୋଗ କରିଥିଲେ। ଏହି ସଂଗଠନର କିଛି ସଦସ୍ୟ ପହଞ୍ଚିବା ପରେ ଶବସତ୍କାର ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story