ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ବୈଦିକ ସ୍ମୃତି ଗବେଷଣାଗାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଖୋଲିବ ବିଶ୍ୱର ପ୍ରଥମ ବୈଦିକ ସ୍ମୃତି ଗବେଷଣାଗାର। ସ୍ମୃତିଶକ୍ତି, ମାନସିକ ଶାନ୍ତି ତଥା ଆହୁରି ଅନେକ ଅନ୍ତର୍ନିହିତ ଶକ୍ତିର ବିକାଶ ଦିଗରେ ଏହି ଗବେଷଣାଗାର କାର୍ଯ୍ୟ କରିବ। ସବୁ ବର୍ଗର ଲୋକଙ୍କୁ ଏଠାରେ ଶିକ୍ଷା ଦିଆଯିବ। ମଣିଷ ଭିତରେ ଥିବା ଅନ୍ତଃର୍ନିହିତ ଶକ୍ତିର ବିକାଶ ଓ ବିନିଯୋଗ ପାଇଁ ଲିମ୍‌କା ବୁକ୍ ଅଫ୍ ଓ୍ୱାର୍ଲଡ ରେକର୍ଡର ଅଧିକାରୀ ବୀରେନ୍ଦ୍ର ମେହେତା ଏହି ଗବେଷଣାଗାର ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ […]

bhubaneswar

bhubaneswar

Manoranjan Sial
  • Published: Saturday, 03 August 2019
  • Updated: 03 August 2019, 10:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଖୋଲିବ ବିଶ୍ୱର ପ୍ରଥମ ବୈଦିକ ସ୍ମୃତି ଗବେଷଣାଗାର। ସ୍ମୃତିଶକ୍ତି, ମାନସିକ ଶାନ୍ତି ତଥା ଆହୁରି ଅନେକ ଅନ୍ତର୍ନିହିତ ଶକ୍ତିର ବିକାଶ ଦିଗରେ ଏହି ଗବେଷଣାଗାର କାର୍ଯ୍ୟ କରିବ। ସବୁ ବର୍ଗର ଲୋକଙ୍କୁ ଏଠାରେ ଶିକ୍ଷା ଦିଆଯିବ। ମଣିଷ ଭିତରେ ଥିବା ଅନ୍ତଃର୍ନିହିତ ଶକ୍ତିର ବିକାଶ ଓ ବିନିଯୋଗ ପାଇଁ ଲିମ୍‌କା ବୁକ୍ ଅଫ୍ ଓ୍ୱାର୍ଲଡ ରେକର୍ଡର ଅଧିକାରୀ ବୀରେନ୍ଦ୍ର ମେହେତା ଏହି ଗବେଷଣାଗାର ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇ ବୀରେନ୍ଦ୍ର କହିଛନ୍ତି, “କେମିଷ୍ଟ୍ରି ଲ୍ୟାବୋରେଟୋରୀ ପରି ବୈଦିକ ସ୍ମୃତି ଗବେଷଣାଗାରେ ମଧ୍ୟ ଗବେଷଣା କରାଯାଇଥାଏ। ଏଠାରେ ପିଲାଙ୍କ ବ୍ରେନ୍‌, ମାଇଣ୍ଡ ପାୱାର ଓ ଖାଦ୍ୟପେୟ ଉପରେ ଗବେଷଣା କରାଯାଏ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story