କାଲି ପାଳିଥାନ୍ତେ ଜନ୍ମଦିନ, ତା' ପୂର୍ବରୁ ହୋଇଗଲେ ପାଉଁଶ

ପାରଳାଖେମୁଣ୍ଡି (ଆଦର୍ଶ ଦାଶ): ଆସନ୍ତାକାଲି ଅର୍ଥାତ୍ ଡିସେମ୍ବର ୧୮ ତାରିଖରେ ପାଳିଥାନ୍ତେ ଜନ୍ମଦିନ। କିନ୍ତୁ ତା’ ପୂର୍ବରୁ ଘଟିଲା ବଡ଼ ଅଘଟଣ। ବୁଧବାର ସାଙ୍ଗମାନଙ୍କ ସହ ଦୀର୍ଘଦିନ ଧରି ଛିଡ଼ା ହୋଇ ରହିଥିବା ଟ୍ରେନ୍ ନିକଟକୁ ଫଟୋ ଉଠାଇବାକୁ ଚାଲିଗଲେ। ଟ୍ରେନ ଛାତ ଉପରେ ଚଢ଼ି ଫଟୋ ଉଠାଇବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ। ବୁଧବାର ଏମିତି ଏକ ଦୁଃଖଦ ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି। ପାରଳାଖେମୁଣ୍ଡିର ଗୌରଚନ୍ଦ୍ର ସାହିରେ ରହୁଥିବା ସିଏଚ୍ ଭୀଷ୍ମଙ୍କ […]

surya

surya

Ranjit Kumar Jena
  • Published: Thursday, 17 December 2020
  • Updated: 19 December 2020, 12:46 PM IST

ପାରଳାଖେମୁଣ୍ଡି (ଆଦର୍ଶ ଦାଶ): ଆସନ୍ତାକାଲି ଅର୍ଥାତ୍ ଡିସେମ୍ବର ୧୮ ତାରିଖରେ ପାଳିଥାନ୍ତେ ଜନ୍ମଦିନ। କିନ୍ତୁ ତା' ପୂର୍ବରୁ ଘଟିଲା ବଡ଼ ଅଘଟଣ। ବୁଧବାର ସାଙ୍ଗମାନଙ୍କ ସହ ଦୀର୍ଘଦିନ ଧରି ଛିଡ଼ା ହୋଇ ରହିଥିବା ଟ୍ରେନ୍ ନିକଟକୁ ଫଟୋ ଉଠାଇବାକୁ ଚାଲିଗଲେ। ଟ୍ରେନ ଛାତ ଉପରେ ଚଢ଼ି ଫଟୋ ଉଠାଇବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ। ବୁଧବାର ଏମିତି ଏକ ଦୁଃଖଦ ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି। ପାରଳାଖେମୁଣ୍ଡିର ଗୌରଚନ୍ଦ୍ର ସାହିରେ ରହୁଥିବା ସିଏଚ୍ ଭୀଷ୍ମଙ୍କ ପୁଅ ସୂର୍ଯ୍ୟକୁମାରଙ୍କ ସହ ଘଟିଛି ଏଭଳି ଅଘଟଣ।

ଶୁକ୍ରବାର ସୂର୍ଯ୍ୟକୁମାର ନିଜର ୧୫ତମ ଜନ୍ମଦିନ ପାଳିଥାନ୍ତେ। ଏହା ପୂର୍ବରୁ ବୁଧବାର ଅପରାହ୍ନରେ ସାଙ୍ଗମାନଙ୍କ ସହ ଷ୍ଟେସନ୍ ଆଡ଼େ ବୁଲିବାକୁ ଯାଇଥିଲେ ନବମ ଶ୍ରେଣୀରେ ପଢ଼ୁଥିବା ସୂର୍ଯ୍ୟକୁମାର। ସେଠାରେ ବହୁ ଦିନରୁ ଛିଡା ହୋଇଥିବା ଏକ ଟ୍ରେନ୍ ଉପରେ ଚଢି ଫଟୋ ଉଠାଇବାକୁ ସୂର୍ଯ୍ୟକୁମାର ଇଛା କଲେ। ସାଙ୍ଗମାନେ ବାରମ୍ବାର ମନା କରିବା ସତ୍ତ୍ୱେ ମଧ୍ୟ ସେ ଶୁଣିନଥିଲା।

ପରେ ଟ୍ରେନ୍ ଛାତ ଉପରେ ଚଢ଼ିଗଲା ସୂର୍ଯ୍ୟ। ତା'ପରେ ଯାହା ଘଟିଲା, ତାହା ସମସ୍ତଙ୍କୁ ସ୍ତବ୍ଧ କରିଦେଲା। ଟ୍ରେନ୍ ଛାତ ଉପରେ ଚଢ଼ିବା କ୍ଷଣି ହାଇ ଭୋଲଟେଜ୍ ବିଦ୍ୟୁତ ତାର ସୂର୍ଯ୍ୟଙ୍କୁ ଟାଣି ନେଇଥିଲା। ଆଖି ପିଛୁଳାକେ ପୂରା ଜଳିଯାଇଥିଲା ସୂର୍ଯ୍ୟ। ସାଙ୍ଗମାନେ ସୂର୍ଯ୍ୟଙ୍କୁ ବଞ୍ଚାଇବା ପାଇଁ ଅନ୍ୟକୁ ଡାକିଥିଲେ ମଧ୍ୟ ସେତେବେଳକୁ ସବୁ କିଛି ଶେଷ ହୋଇଯାଇଥିଲା।

ଦୁର୍ଘଟଣାରେ ଟ୍ରେନ୍ ବଗିଟିର ଛାତ ମଧ୍ୟ ଜଳି ଯାଇଛି ପରେ ଦମକଳ ପହଞ୍ଚି ନିଆ ଲିଭାଇଥିଲା। ତେବେ ବିଦ୍ୟୁତ ସରବରାହ ଜାରି ରହିଥିବାରୁ ମୃତଦେହକୁ ଉଦ୍ଧାର କରିବା ସମ୍ଭବ ହୋଇନଥିଲା। ତେଣୁ ଦମକଳ ବିଭାଗକୁ ରାତିତମାମ ଅପେକ୍ଷା କରିବାକୁ ପଡ଼ିଥିଲା। ଗୁରୁବାର ସକାଳେ ବ୍ରହ୍ମପୁର ରେଲୱେ ପୁଲିସ୍ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଏକ ଟିମ୍ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ଅଧିକ ପଢ଼ନ୍ତୁ : ରାତାରାତି ଜାଳିଦେଲେ OTPCL କ୍ୟାମ୍ପ୍ ଅଫିସ୍‌ ପରିସରରେ ଥିବା ୬ଟି ଜେସିବି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story