ଯୁବକଙ୍କୁ ହତ୍ୟା କରି ରାସ୍ତାରେ ଫିଙ୍ଗି ଦେଲେ!

ମୋହନା (ମିହି ଯତି): ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ପରିମଳ ଗାଁ ନିକଟସ୍ଥ ରାସ୍ତା ପାର୍ଶ୍ୱରେ ଜଣେ ଯୁବକର ମୃତଦେହ ଉଦ୍ଧାର କରୁଛି ପୁଲିସ। ମୃତ ବ୍ୟକ୍ତି ହେଲେ ଏନ.ଝାଲରସିଂ ଗାଁର ବସୁଦେବ ସାହୁ। ଗତକାଲି ସନ୍ଧ୍ୟରେ ସେ ପରିମଳ ଗାଁକୁ ଯାଇ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ସକାଳେ ଯୁବକର ମୃତଦେହ ଗାଁ ନିକଟସ୍ତ ରାସ୍ତା ପାର୍ଶ୍ୱରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାଇକ ସହ ପଡ଼ିଥିବା ଦେଖି ଥାନାକୁ ଖବର ଦେଇଥିଲେ। ଆର.ଉଦୟଗିରି […]

young-man-murder-in-gajapati

young-man-murder-in-gajapati

Manoranjan Sial
  • Published: Tuesday, 22 October 2019
  • Updated: 22 October 2019, 03:44 PM IST

Sports

Latest News

ମୋହନା (ମିହି ଯତି): ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ପରିମଳ ଗାଁ ନିକଟସ୍ଥ ରାସ୍ତା ପାର୍ଶ୍ୱରେ ଜଣେ ଯୁବକର ମୃତଦେହ ଉଦ୍ଧାର କରୁଛି ପୁଲିସ। ମୃତ ବ୍ୟକ୍ତି ହେଲେ ଏନ.ଝାଲରସିଂ ଗାଁର ବସୁଦେବ ସାହୁ। ଗତକାଲି ସନ୍ଧ୍ୟରେ ସେ ପରିମଳ ଗାଁକୁ ଯାଇ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ସକାଳେ ଯୁବକର ମୃତଦେହ ଗାଁ ନିକଟସ୍ତ ରାସ୍ତା ପାର୍ଶ୍ୱରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାଇକ ସହ ପଡ଼ିଥିବା ଦେଖି ଥାନାକୁ ଖବର ଦେଇଥିଲେ।

ଆର.ଉଦୟଗିରି ଏସ୍‌ଡିପିଓ ଅଶୋକ କୁମାର ମହାନ୍ତିଙ୍କ ନେତୃତ୍ୱରେ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ତଦନ୍ତରୁ ହତ୍ୟା ପରେ ଏହାକୁ ଦୁର୍ଘଟଣାର ରୂପ ଦିଆ ଯାଇଥିବା ଅନୁମାନ କରାଯାଉଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ଉପରୁ ପର୍ଦ୍ଦା ହଟିବ ବୋଲି ଏସ୍‌ଡିପିଓ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story