ଲୋକଲଜ୍ଜା ଭୟରେ ଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା!

ଭଦ୍ରକ (ତପନ ସ୍ୱାଇଁ): ଲୋକଲଜ୍ଜା ଭୟରେ ଜଣେ ଦୁଷ୍କର୍ମ ପୀଡ଼ିତା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଦୁଃଖଦ ଘଟଣା ଭଦ୍ରକ ଜିଲ୍ଲାରେ ଘଟିଛି। ଆତ୍ମହତ୍ୟା ପୂର୍ବରୁ ସେ ଲେଖିଛନ୍ତି ଏକ ସୁଇସାଇଡ୍‌ ନୋଟ୍‌, ଯେଉଁଥିରେ ଲେଖା ଅଛି ଆତ୍ମହତ୍ୟାର କାରଣ। ପୁଲିସ ସୁଇସାଇଡ୍‌ ନୋଟ୍‌ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗରୁ ପ୍ରକାଶ, ଗତ ଗୁରୁବାର ରାତିରେ ଗାଁରେ ବିବାହ ଶୋଭାଯାତ୍ରା ଚାଲିଥିଲା। ବାଣ ରୋଷଣୀରେ କମ୍ପୁଥିଲା ସମଗ୍ର ଗାଁ। ଏହି ସମୟରେ […]

rape

rape

Manoranjan Sial
  • Published: Friday, 14 June 2019
  • Updated: 14 June 2019, 04:05 PM IST

Sports

Latest News

ଭଦ୍ରକ (ତପନ ସ୍ୱାଇଁ): ଲୋକଲଜ୍ଜା ଭୟରେ ଜଣେ ଦୁଷ୍କର୍ମ ପୀଡ଼ିତା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଦୁଃଖଦ ଘଟଣା ଭଦ୍ରକ ଜିଲ୍ଲାରେ ଘଟିଛି। ଆତ୍ମହତ୍ୟା ପୂର୍ବରୁ ସେ ଲେଖିଛନ୍ତି ଏକ ସୁଇସାଇଡ୍‌ ନୋଟ୍‌, ଯେଉଁଥିରେ ଲେଖା ଅଛି ଆତ୍ମହତ୍ୟାର କାରଣ। ପୁଲିସ ସୁଇସାଇଡ୍‌ ନୋଟ୍‌ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଭିଯୋଗରୁ ପ୍ରକାଶ, ଗତ ଗୁରୁବାର ରାତିରେ ଗାଁରେ ବିବାହ ଶୋଭାଯାତ୍ରା ଚାଲିଥିଲା। ବାଣ ରୋଷଣୀରେ କମ୍ପୁଥିଲା ସମଗ୍ର ଗାଁ। ଏହି ସମୟରେ ଯୁବତୀ ଜଣକ ଘରେ ଏକା ଥିଲେ। ଏହାର ସୁଯୋଗ ନେଇ ଜଣେ ଯୁବକ ଘରେ ପଶି ତାଙ୍କୁ ଦୁଷ୍କର୍ମ କରିଥିଲେ। ଏଥିଯୋଗୁ ଯୁବତୀ ଜଣକ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ପରେ ଲୋକଲଜ୍ଜା ଭୟରେ ସେ ଗତକାଲି ରାତିରେ ଫ୍ୟାନ୍‌ରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆତ୍ମହତ୍ୟା ପୂର୍ବରୁ ସେ କଣ ପାଇଁ ଆତ୍ମହତ୍ୟା କରିଛନ୍ତି, ସେକଥା ଏକ ସୁଇସାଇଡ୍‌ ନୋଟ୍‌ରେ ଲେଖି ଛାଡ଼ିଯାଇଛନ୍ତି।

ଆଜି ସକାଳେ ଯୁବତୀଙ୍କ ମାଆ ଝିଅର ଝୁଲନ୍ତା ମୃତଦେହ ଦେଖିଥିଲେ ଓ ସାହି ପଡ଼ିଶାଙ୍କୁ ଡାକିଥିଲେ। ପରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡିକାଲ୍‌କୁ ପଠାଇ ଦେଇଛି। ଅନ୍ୟପକ୍ଷରେ ସୁଇସାଇଡ୍‌ ନୋଟ୍‌କୁ ଜବତ କରି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story