ରିଚାର୍ଜ କରି ଫସିଗଲେ ଯୁବତୀ, ନକଲି paytm ଲୁଟିନେଲା ଲକ୍ଷେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନଲାଇନରେ ଠକେଇ ନେଇ ଅନେକ ଅଭିଯୋଗ ଆସୁଛି। ଏବେ ଏମିତି ଏକ ଠକେଇ ଅଭିଯୋଗ ଆସିଛି, ଯାହା ସମସ୍ତଙ୍କର ହୋଶ୍ ଉଠାଇ ଦେଇଛି। ଡିଜିଟାଲ୍ ପେମେଣ୍ଟ ଆପ୍ paytmରେ ଜଣେ ଟିଭି ରିଚାର୍ଜ କରୁଥିଲେ। କିନ୍ତୁ କିଛି କ୍ଷଣିକ ଭିତରେ ଆକାଉଣ୍ଟରୁ ଚୁଟକୀରେ କଟିଗଲା ଲକ୍ଷେ ଟଙ୍କା। ଏମିତି ଏକ ଚାଞ୍ଚଲ୍ୟକର ଠକେଇ ଅଭିଯୋଗ ଆଣିଛନ୍ତି ରାଜଧାନୀ ଭୁବନେଶ୍ୱର ଡମଣା ଅଞ୍ଚଳର ଜଣେ ସଫ୍ଟୱେର୍ ଇଞ୍ଜିନିୟର। ଯୁବତୀ ଜଣକ paytmରେ ୨୮୦ ଟଙ୍କାର […]

loot

loot

Ranjit Kumar Jena
  • Published: Monday, 21 December 2020
  • Updated: 21 December 2020, 08:44 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନଲାଇନରେ ଠକେଇ ନେଇ ଅନେକ ଅଭିଯୋଗ ଆସୁଛି। ଏବେ ଏମିତି ଏକ ଠକେଇ ଅଭିଯୋଗ ଆସିଛି, ଯାହା ସମସ୍ତଙ୍କର ହୋଶ୍ ଉଠାଇ ଦେଇଛି। ଡିଜିଟାଲ୍ ପେମେଣ୍ଟ ଆପ୍ paytmରେ ଜଣେ ଟିଭି ରିଚାର୍ଜ କରୁଥିଲେ। କିନ୍ତୁ କିଛି କ୍ଷଣିକ ଭିତରେ ଆକାଉଣ୍ଟରୁ ଚୁଟକୀରେ କଟିଗଲା ଲକ୍ଷେ ଟଙ୍କା। ଏମିତି ଏକ ଚାଞ୍ଚଲ୍ୟକର ଠକେଇ ଅଭିଯୋଗ ଆଣିଛନ୍ତି ରାଜଧାନୀ ଭୁବନେଶ୍ୱର ଡମଣା ଅଞ୍ଚଳର ଜଣେ ସଫ୍ଟୱେର୍ ଇଞ୍ଜିନିୟର।

ଯୁବତୀ ଜଣକ paytmରେ ୨୮୦ ଟଙ୍କାର ଏୟାରଟେଲ୍ ଡିଟିଏଚ୍ ରିଚାର୍ଜ କରୁଥିଲେ। ଆକାଉଣ୍ଟରୁ ମଧ୍ୟ ଏହି ପରିମାଣର ଟଙ୍କାର କଟିଲା। ଏହାସହ ୨୦ ଟଙ୍କାର କ୍ୟାସବ୍ୟାକ୍ ଅଫର ମଧ୍ୟ ଆସିଲା। କିନ୍ତୁ ସେ ଯେଉଁ ଟିଭି ରିଚାର୍ଜ କରିଥିଲେ, ତାହା ହୋଇନଥିଲା। ଯାହା ପରେ ଗୁଗଲରେ paytm କଷ୍ଟମର କେୟାର୍ ନମ୍ବର ଖୋଜି ବାହାର କରିଥିଲେ। କିନ୍ତୁ ସେ ଯେଉଁ ନମ୍ବର ଖୋଜି ବାହାର କରିଥିଲେ, ତାହା ଏକ ଫ୍ରଡ୍ ନମ୍ବର ଥିଲା ବୋଲି ଯୁବତୀ ଜଣକ ଜାଣିପାରିନଥିଲେ।

ସେହି ଫ୍ରଡ୍ ନମ୍ବରରୁ ଯୁବତୀଙ୍କ ପାଖକୁ ଏକ ଲିଙ୍କ୍ ଆସିଲା, ଯେଉଁଥିରେ ସେ ତାଙ୍କ ଆକାଉଣ୍ଟ ନମ୍ବର, IFSC କୋଡ୍ ଓ ଶେଷରେ UPI ନମ୍ବର ମଧ୍ୟ ଭୁଲରେ ଦେଇଥିଲେ। ବାସ୍ ତା' ପରେ ଯାହା ହେଲା, ତାହା ଯୁବତୀଙ୍କ ପାଦ ତଳୁ ମାଟି ଖସାଇ ଦେଇଥିଲେ। ଯୁବତୀଙ୍କ ଆକାଉଣ୍ଟରୁ ପ୍ରଥମେ ୭୮ହଜାର ଏବଂ ପରେ ୨୧ହଜାର ଟଙ୍କା କିସ୍ତି ଆକାରରେ ଆକାଉଣ୍ଟରୁ କଟି ଯାଇଥିଲା। ଏହାସହ ପ୍ରାୟ ଲକ୍ଷେ ଟଙ୍କା ଯୁବତୀଙ୍କ ଆକାଉଣ୍ଟରୁ ଆଖି ପିଛୁଳାକେ ଗାୟବ ହୋଇଗଲା। ଏ ନେଇ ଯୁବତୀ ଜଣକ ଚନ୍ଦ୍ରଶେଖରପୁର ଥାନା ଓ ପରେ ସାଇବର୍ ଥାନାରେ ଏତଲା ଦେଇଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଚନ୍ଦ୍ରଶେଖରପୁର ଥାନା ଓ ସାଇବର୍ ଥାନା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇନଥିବା ଯୁବତୀର ବାପା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story