ସ୍ୱାସ୍ଥ୍ୟମନ୍ତ୍ରୀ, ହେମନ୍ତ ଶର୍ମାଙ୍କ ଗିରଫ ଓ ସିବିଆଇ ତଦନ୍ତ ଦାବିରେ ଯୁବ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାସ୍କ ଓ ପିପିଇ କିଟ୍ ଦୁର୍ନୀତିରେ ଲିପ୍ତ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଓ ଆଇଏଏସ ହେମନ୍ତ ଶର୍ମାଙ୍କୁ ବରଖାସ୍ତ ଓ ଗିରଫ ଦାବିରେ ଯୁବକଂଗ୍ରେସ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାସହିତ ସିବିଆଇ ତଦନ୍ତ ଦାବିରେ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ଓଡ଼ିଶା ପ୍ରଦେଶ ଯୁବକଂଗ୍ରେସ ସଭାପତି ଲୋକନାଥ ମହାରଥିଙ୍କ ନେତୃତ୍ୱରେ ଯୁବକଂଗ୍ରେସ କର୍ମୀମାନେ ଆଜି ମାଷ୍ଟରକ୍ୟାଣ୍ଟିନ ଛକଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ୱାସ୍ଥ୍ୟମନ୍ତ୍ରୀ […]

congress

congress

Manoranjan Sial
  • Published: Tuesday, 09 June 2020
  • Updated: 09 June 2020, 08:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାସ୍କ ଓ ପିପିଇ କିଟ୍ ଦୁର୍ନୀତିରେ ଲିପ୍ତ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଓ ଆଇଏଏସ ହେମନ୍ତ ଶର୍ମାଙ୍କୁ ବରଖାସ୍ତ ଓ ଗିରଫ ଦାବିରେ ଯୁବକଂଗ୍ରେସ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାସହିତ ସିବିଆଇ ତଦନ୍ତ ଦାବିରେ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି

ଓଡ଼ିଶା ପ୍ରଦେଶ ଯୁବକଂଗ୍ରେସ ସଭାପତି ଲୋକନାଥ ମହାରଥିଙ୍କ ନେତୃତ୍ୱରେ ଯୁବକଂଗ୍ରେସ କର୍ମୀମାନେ ଆଜି ମାଷ୍ଟରକ୍ୟାଣ୍ଟିନ ଛକଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ଆଇଏଏସ ହେମନ୍ତ ଶର୍ମାଙ୍କ କୁଶ ପୁତ୍ତଳିକା ଦାହ କରିବା ସହ କରୋନା ସାମଗ୍ରୀ କିଣା ଦୁର୍ନୀତିର ତଦନ୍ତ ଦାବି କରିଛନ୍ତି। ଶ୍ରୀ ମହାରଥି କହିଛନ୍ତି ଯେ, ମାସ୍କ ଏବଂ ପିପିଇ କିଟ୍ ଦୁର୍ନୀତିରେ ଲିପ୍ତ ଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ ଏବଂ ଶିଳ୍ପ ସଚିବ ଶ୍ରୀ ଶର୍ମାଙ୍କୁ ବରଖାସ୍ତ ଓ ତୁରନ୍ତ ଗିରଫ କରିବାକୁ ଦଳ ଦାବି କରୁଛି। ଉଭୟ ମନ୍ତ୍ରୀ ଏବଂ ସଚିବଙ୍କୁ ରାଜ୍ୟ ସରକାର ଘଂଟ ଘୋଡ଼ାଉଥିବାରୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ। ଏହି ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ସାରା ରାଜ୍ୟରେ ଯୁବ କଂଗ୍ରେସ ବିକ୍ଷୋଭ କରିବ ବୋଲି ଶ୍ରୀ ମହାରଥି ଚେତାବନୀ ଦେଇଛନ୍ତି।

ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସଙ୍କୁନା କହଁର, ଦେବାଶିଷ ମହାପାତ୍ର, ପ୍ରତାପ ପ୍ରଧାନ, ବିଶ୍ୱରଂଜନ ଦାସ, ଶୁଭ୍ରକାନ୍ତ ଜେନା, ଦେବାଶିଷ ରାଉଳ, ନଳିନୀକାନ୍ତ ନାୟକ, ମନୋରଞ୍ଜନ ଦାଶ, ଦୀପକ ମହାପାତ୍ର, ଦେବାଶିଷ ରାଉତ, ରାଜକିଶୋର ବାରିକ, ସୁମିତ୍ ପୁଜାରୀ, ଶିବଶଙ୍କର ବେହେରା, ଯୁଗଳ ନାୟକ, ଆଲୋକ କୁମାର, ରୋଶନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story