ଥାନା ପରିସରରେ ବିଷ ପିଇଥିବା ଯୁବକଙ୍କ ମୃତ୍ୟୁ

ନିଆଳି (ବିନୟ ମିଶ୍ର): ଥାନା ପରିସରରେ ବିଷ ପିଇଦେଇଥିବା ଯୁବକଙ୍କର ଆଜି କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି। ପୁଲିସର କାର୍ଯ୍ୟାନୁଷ୍ଠାନ ପାଇଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ନିଆଳି ଥାନା ପୁଲିସ ଅଶୋକ ଦାସଙ୍କ ଧାନକଳ ଉପରେ ଚଢ଼ଉ କରି ୭ ପେଟି ମଦ ଜବତ କରିଥିଲା। ଏହି ଘଟଣାରେ ଅଶୋକଙ୍କୁ ପୁଲିସ ଗିରଫ କରିଥିଲା। ୧୨ ଦିନ ଜେଲ୍‌ରେ […]

niali

niali

Manoranjan Sial
  • Published: Tuesday, 23 June 2020
  • Updated: 23 June 2020, 06:24 PM IST

Sports

Latest News

ନିଆଳି (ବିନୟ ମିଶ୍ର): ଥାନା ପରିସରରେ ବିଷ ପିଇଦେଇଥିବା ଯୁବକଙ୍କର ଆଜି କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି। ପୁଲିସର କାର୍ଯ୍ୟାନୁଷ୍ଠାନ ପାଇଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ନିଆଳି ଥାନା ପୁଲିସ ଅଶୋକ ଦାସଙ୍କ ଧାନକଳ ଉପରେ ଚଢ଼ଉ କରି ୭ ପେଟି ମଦ ଜବତ କରିଥିଲା। ଏହି ଘଟଣାରେ ଅଶୋକଙ୍କୁ ପୁଲିସ ଗିରଫ କରିଥିଲା। ୧୨ ଦିନ ଜେଲ୍‌ରେ ରହିବା ପରେ ବେଲ୍‌ରେ ବାହାରି ଥିଲେ ଅଶୋକ। ଯାହାକୁ ନେଇ ସେ ମାନସିକ ଚାପରେ ଥିଲେ।

ଗତ ରବିବାର ଦିନ ଅଶୋକ ଥାନା ସମ୍ମୁଖକୁ ଯାଇ ବିଷ ପିଇଦେଇଥିଲେ। ସ୍ଥାନୀୟ ଲୋକେ ଓ ପୁଲିସ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ପୁଲିସ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story