ବିଦ୍ୟୁତ୍‌ ଫାଶରେ ଫସିଗଲେ ଯୁବକ

ବ୍ରହ୍ମଗିରି(ଓଡ଼ିଶା ରିପୋର୍ଟର) : ବାରହା ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ଫାଶରେ ଲାଗି ଆଖି ବୁଜିଲେ ଜଣେ ଯୁବକ । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ବେତଗୋରଡ଼ି ନିକଟ ଜଙ୍ଗଲରେ ଘଟିଛି ଏପରି ଦୁଃଖଦ ଘଟଣା। ମୃତକ ହେଲେ ସ୍ଥାନୀୟ ସାନ ବନ୍ଧକେରା ଗାଁର ରବୀନ୍ଦ୍ର ନାୟକ। ରବୀନ୍ଦ୍ରଙ୍କର ବେତଗୋରଡ଼ି ନିକଟ ଜଙ୍ଗଲରେ ଏକ ବଗିଚା ରହିଛି। ବଗିଚାରେ ଗାଈ ଚରାଇବାକୁ ଯାଇ ରବୀନ୍ଦ୍ର ଏପରି ଅଘଟଣର ସମ୍ମୁଖିନ ହୋଇଛନ୍ତି। ବିଶେଷ କରି ଶିକାରୀମାନେ ବିଳମ୍ବିତ ରାତିରେ […]

elctrict

elctrict

Niharika Rout
  • Published: Tuesday, 08 December 2020
  • Updated: 08 December 2020, 01:30 PM IST

Sports

Latest News

ବ୍ରହ୍ମଗିରି(ଓଡ଼ିଶା ରିପୋର୍ଟର) : ବାରହା ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ଫାଶରେ ଲାଗି ଆଖି ବୁଜିଲେ ଜଣେ ଯୁବକ । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ବେତଗୋରଡ଼ି ନିକଟ ଜଙ୍ଗଲରେ ଘଟିଛି ଏପରି ଦୁଃଖଦ ଘଟଣା। ମୃତକ ହେଲେ ସ୍ଥାନୀୟ ସାନ ବନ୍ଧକେରା ଗାଁର ରବୀନ୍ଦ୍ର ନାୟକ।

ରବୀନ୍ଦ୍ରଙ୍କର ବେତଗୋରଡ଼ି ନିକଟ ଜଙ୍ଗଲରେ ଏକ ବଗିଚା ରହିଛି। ବଗିଚାରେ ଗାଈ ଚରାଇବାକୁ ଯାଇ ରବୀନ୍ଦ୍ର ଏପରି ଅଘଟଣର ସମ୍ମୁଖିନ ହୋଇଛନ୍ତି।

ବିଶେଷ କରି ଶିକାରୀମାନେ ବିଳମ୍ବିତ ରାତିରେ ୧୧ କେଭି ବିଦ୍ୟୁତ୍‌ ତାରରେ ଜିଆଇ  ହୁକ ପକାଇ ଜଙ୍ଗଲି ଜନ୍ତୁ ଶିକାର ପାଇଁ ଏପରି କାଣ୍ଡ ଘଟାଉଛନ୍ତି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଅନୁସନ୍ଧାନ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story