ରାଜଧାନୀରେ ଯୁବକଙ୍କୁ ମର୍ଡ଼ର !

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ନୟାପଲ୍ଲୀ ହାଇସ୍କୁଲ୍ ପଛ ପଡ଼ିଆରୁ ଏକ ମୃତଦେହ ଉଦ୍ଧାର ହୋଇଛି ।  ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଛି କମିଶନରେଟ ପୋଲିସ। ଯୁବକଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଛି। ସମ୍ପୃକ୍ତ ଯୁବକଙ୍କୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି । ନୟାପଲ୍ଲୀ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତ ଯୁବକଙ୍କ ନା ପୂର୍ଣ୍ଣ ନାୟକ। ସେ ସାଲିଆ ସାହିରେ ରହୁଥିବା ଜଣାପଡିଛି।  ତେବେ କେଉଁ […]

gggg

gggg

Tapas Behera
  • Published: Tuesday, 21 August 2018
  • Updated: 21 August 2018, 01:15 PM IST

Sports

Latest News

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ନୟାପଲ୍ଲୀ ହାଇସ୍କୁଲ୍ ପଛ ପଡ଼ିଆରୁ ଏକ ମୃତଦେହ ଉଦ୍ଧାର ହୋଇଛି ।  ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଛି କମିଶନରେଟ ପୋଲିସ। ଯୁବକଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଛି। ସମ୍ପୃକ୍ତ ଯୁବକଙ୍କୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି ।

ନୟାପଲ୍ଲୀ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତ ଯୁବକଙ୍କ ନା ପୂର୍ଣ୍ଣ ନାୟକ। ସେ ସାଲିଆ ସାହିରେ ରହୁଥିବା ଜଣାପଡିଛି।  ତେବେ କେଉଁ ପରିସ୍ଥିତିରେ ସେ ସେଠାକୁ ଗଲେ? କାହା ସହ ସେ ଯାଇଥିଲେ  ଓ ହତ୍ୟାକାରୀ କିଏ ଏସବୁକୁ ନେଇ ତଦନ୍ତ କରୁଛି ନୟାପଲ୍ଲୀ ପୁଲିସ।

ଘଟଣାସ୍ଥଳକୁ ସାଇନଟିଫିକ ଟିମ୍, ଡଗ ସ୍କ୍ୱାର୍ଡ଼ ଟିମ୍‌ ଯାଇ ତଦନ୍ତ କରିଛି। ଯୁବକଙ୍କ ଫୋନ କଲ୍‌ ତଥା ଶେଷ ଥରପାଇଁ ସେ କାହାସହ କଥା ହୋଇଥିଲେ, କେଉଁ କାରଣ ପାଇଁ ତାଙ୍କୁ ହତ୍ୟା କରାଯାଇଛି ତା’ର ତଦନ୍ତ କରୁଛି ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story