ବ୍ରିଜ୍‌ ଉପରୁ ହାତ ଗୋଡ଼ ବନ୍ଧା ଯୁବକ ଉଦ୍ଧାର

ଜଳେଶ୍ୱର(ଅଜିତ ଦାସ): ବ୍ରିଜ୍‌ ଉପରୁ ହାତ ଗୋଡ଼ ବନ୍ଧା ଯୁବକ ଉଦ୍ଧାର। ଯୁବକଙ୍କୁ ମୁମୂର୍ଷୁ ଅବସ୍ଥାରେ ପୁଲିସ୍‌ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଛି। ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ପରିଚୟ ମିଳିପାରିନି। ନିଶା ଇଞ୍ଜେକ୍‌ସନ୍‌ ଦିଆଯାଇ ଯୁବକଙ୍କୁ ଲୁଟ୍‌ କରାଯାଇଥିବା ପୁଲିସ ସନ୍ଦେହ କରୁଛି। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରେ ଘଟିଛି। ଜଳେଶ୍ୱର ଟାଉନ୍‌ ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥର ଶାନ୍ତିଆ ଓଭର ବ୍ରିଜ୍‌ ଉପରେ ହାତ ଓ ଗୋଡ଼ […]

Jaleswar

Jaleswar

Manoranjan Sial
  • Published: Sunday, 10 July 2022
  • Updated: 10 July 2022, 11:56 AM IST

Sports

Latest News

ଜଳେଶ୍ୱର(ଅଜିତ ଦାସ): ବ୍ରିଜ୍‌ ଉପରୁ ହାତ ଗୋଡ଼ ବନ୍ଧା ଯୁବକ ଉଦ୍ଧାର। ଯୁବକଙ୍କୁ ମୁମୂର୍ଷୁ ଅବସ୍ଥାରେ ପୁଲିସ୍‌ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଛି। ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ପରିଚୟ ମିଳିପାରିନି। ନିଶା ଇଞ୍ଜେକ୍‌ସନ୍‌ ଦିଆଯାଇ ଯୁବକଙ୍କୁ ଲୁଟ୍‌ କରାଯାଇଥିବା ପୁଲିସ ସନ୍ଦେହ କରୁଛି। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରେ ଘଟିଛି।

ଜଳେଶ୍ୱର ଟାଉନ୍‌ ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥର ଶାନ୍ତିଆ ଓଭର ବ୍ରିଜ୍‌ ଉପରେ ହାତ ଓ ଗୋଡ଼ ବନ୍ଧା ଜଣେ ଯୁବକ ପଡ଼ିଥିଲେ। ଆଜି ସକାଳେ ଏହା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୁମୂର୍ଷୁ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ଯୁବକଙ୍କୁ ଉଦ୍ଧାର କରି ଜଳେଶ୍ୱର ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ଜାତୀୟ ରାଜପଥରୁ ଉଦ୍ଧାର ହୋଇଥିବା ଯୁବକଙ୍କୁ ନିଶା ଇଞ୍ଜେକ୍‌ସନ୍‌ ଦିଆଯାଇ ଲୁଟ୍‌ କରାଯାଇଥିବା ପୁଲିସ୍‌ ସନ୍ଦେହ କରୁଛି। ବର୍ତ୍ତମାନ ସୁଦ୍ଧା ସେ କଥା ହୋଇପାରୁନଥିବାରୁ ତାଙ୍କ ପରିଚୟ ମିଳିପାରି ନାହିଁ। ପ୍ରାଥମିକ ତଦନ୍ତରୁ ତାଙ୍କ ଘର ମହାରାଷ୍ଟ୍ରରେ ହୋଇଥିବା ପୁଲିସ୍‌ ସନ୍ଦେହ କରୁଛି। ପୁଲିସ ତା’ଠାରୁ ଗୋଟିଏ ସୁଇଚ୍‌ ଅପ୍‌ ଥିବା ମୋବାଇଲ ଜବତ କରିଛି। ସେଥିରୁ କିଛି ସୁରାଗ ମିଳିବ ବୋଲି ପୁଲିସ୍‌ ଆଶା କରୁଛି। 

ସୂଚନାରୁ ପ୍ରକାଶ, ୧୬ ନମ୍ୱର ଜାତୀୟ ରାଜପଥରେ ଦିନକୁ ଦିନ ଲୁଟ୍‌ ଓ ଛିନ୍‌ତାଇ ବଢ଼ିଚାଲିଛି। କେତେବେଳେ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟୁଛନ୍ତି ତ ଆଉ କେତେବେଳେ ରାସ୍ତାରେ ଯାଉଥିବା ଲୋକଙ୍କ ହାତଗୋଡ ବାନ୍ଧି ଲୁଟୁଛନ୍ତି ଲୁଟେରା। ପୁଲିସର ଢ଼ିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ଏପରି ଘଟୁଥିବା ସାଧାରଣରେ ଆଲୋଚନା ହେଉଛି।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story