ଡେନିସ‌୍‍ଙ୍କ ଜୟଜଗତ ପଦଯାତ୍ରା, ଚାଲିବେ ୧୦ ହଜାର କି.ମି

ପୁରୀ(ଓଡ଼ିଶା ରିପୋର୍ଟର): ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଭାରତ ବର୍ଷରେ ଯେତିକି ଗୁରୁତ୍ୱ ଦିଆଯାଇଥାଏ, ସମଗ୍ର ବିଶ୍ୱରେ ମଧ୍ୟ ସେତିକି ଗୁରୁତ୍ୱ ଦିଆଯାଇଥାଏ। ତାଙ୍କର ୧୫୦ତମ ଜନ୍ମ ଜୟନ୍ତୀକୁ ଅଧିକ ସ୍ମରଣୀୟ କରିବାକୁ ଜୟ ଜଗତ ପଦ ଯାତ୍ରା କରୁଛନ୍ତି ସୁଇଜରଲ୍ୟାଣ୍ଡର ନାଗରିକ ଡେନିସ‌୍‍ ଚେନେୟୁ। ୧୦ଟି ଦେଶର ପ୍ରାୟ ୧୦ ହଜାର କିଲୋମିଟର ଯାଏ ପାଦରେ ଚାଲି ଚାଲି ଗାନ୍ଧୀଙ୍କ ସତ୍ୟ, ଅହିଂସା, ନ୍ୟାୟ ଏବଂ ଶାନ୍ତିର ବାର୍ତ୍ତା ଦେବାକୁ ସେ ବାହାରିଛନ୍ତି। ଡେନିସ‌୍‍ ୨୦୧୯ […]

puri-1--1--1

puri-1--1--1

Niharika Rout
  • Published: Saturday, 15 February 2020
  • Updated: 15 February 2020, 02:59 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଭାରତ ବର୍ଷରେ ଯେତିକି ଗୁରୁତ୍ୱ ଦିଆଯାଇଥାଏ, ସମଗ୍ର ବିଶ୍ୱରେ ମଧ୍ୟ ସେତିକି ଗୁରୁତ୍ୱ ଦିଆଯାଇଥାଏ। ତାଙ୍କର ୧୫୦ତମ ଜନ୍ମ ଜୟନ୍ତୀକୁ ଅଧିକ ସ୍ମରଣୀୟ କରିବାକୁ ଜୟ ଜଗତ ପଦ ଯାତ୍ରା କରୁଛନ୍ତି ସୁଇଜରଲ୍ୟାଣ୍ଡର ନାଗରିକ ଡେନିସ‌୍‍ ଚେନେୟୁ। ୧୦ଟି ଦେଶର ପ୍ରାୟ ୧୦ ହଜାର କିଲୋମିଟର ଯାଏ ପାଦରେ ଚାଲି ଚାଲି ଗାନ୍ଧୀଙ୍କ ସତ୍ୟ, ଅହିଂସା, ନ୍ୟାୟ ଏବଂ ଶାନ୍ତିର ବାର୍ତ୍ତା ଦେବାକୁ ସେ ବାହାରିଛନ୍ତି।

ଡେନିସ‌୍‍ ୨୦୧୯ ଅକ୍ଟୋବର ୨ରୁ ନୂଆଦିଲ୍ଲୀରୁ ଏହି ପଦଯାତ୍ରା ଆରମ୍ଭ କରିଥିଲେ। ଡେନିସ୍‌ ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସାରା ବିଶ୍ୱରେ କିପରି ଗାନ୍ଧୀଙ୍କ ଆଦର୍ଶର ପ୍ରଚାର ହେବ ସେ ନେଇ ସେ ପଦଯାତ୍ରା ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ବେଲଜିୟମ୍‌, ଦକ୍ଷିଣ ଆଫ୍ରିକା, ପ୍ୟାରିସ ଭଳି ଅନେକ ଦେଶରେ ଗାନ୍ଧୀ ଆଦର୍ଶର ପ୍ରଚାର କରିସାରିଛନ୍ତି।

ଡେନିସ୍‌‍ଙ୍କ ଏହି ପଦଯାତ୍ରାର ଲକ୍ଷ୍ୟ ହେଉଛି ଗାନ୍ଧୀଙ୍କ ବିଷୟରେ ସାରା ବିଶ୍ୱରେ ପ୍ରଚାର କରିବା। କେବଳ ଡେନିସ ନୁହନ୍ତି ତାଙ୍କ ସହ ଅନେକ ବ୍ୟକ୍ତିବିଶେଷ ମଧ୍ୟ ସାରା ଭାରତବର୍ଷରେ ଗାନ୍ଧୀଙ୍କ ପ୍ରଚାର ଓ ପ୍ରସାର କରିବା ପାଇଁ ବାହରିଛନ୍ତି। ଆହୁରି ମଧ୍ୟ ଡେନିସ‌ ଫ୍ରେଞ୍ଚରେ ଲିଖିତ ଭାଗବତ ଗୀତା ଅଧ୍ୟୟନ କରିଥାନ୍ତି। ଏହି ଗୀତାକୁ ଡେନିସ୍‌ ପ୍ରତ୍ୟେକ ଦିନ ଅଧ୍ୟୟନ କରିଥାନ୍ତି। ଗୀତାକୁ ଅଧ୍ୟୟନ କରିବା ଦ୍ୱାରା ତାଙ୍କୁ ଶାନ୍ତି ଅନୁଭବ ହୁଏ। କେବଳ ଗୀତା ନୁହେଁ ବାଇବେଲ‌ ମଧ୍ୟ ସେ ଅଧ୍ୟୟନ କରନ୍ତି।

ଡେନିସ‌ ନୂଆଦିଲ୍ଲୀରୁ ଆରମ୍ଭ କରିଥିବା ଜୟ ଜଗତ ପଦଯାତ୍ରା ସେପ୍ଟେମ୍ୱର ୨୦୨୦ରେ ଜେନେଭା ଠାରେ ସମସ୍ତ ଗାନ୍ଧୀପ୍ରେମୀ ଏକତ୍ରିତ ହେବେ। ଡେନିସ‌୍‍ ତାଙ୍କ ପଦଯାତ୍ରା କାଳରେ ମଧ୍ୟ ପ୍ରଦେଶରୁ ପୁରୀରେ ଆସି ପହଞ୍ଚିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story