ସ୍ୱର୍ଣ୍ଣ ଦେଲେ ଶତାୟୁ :୧୦୧ବର୍ଷ ବୟସରେ ବିଶ୍ୱକୁ ପକାଇଲେ ପଛରେ

ଦୃଢ଼ ଇଚ୍ଛାଶକ୍ତି ଆଗରେ ବୟସ ମଧ୍ୟ ହାର ମାନିଥାଏ। ବୟସ ୧୦୧ କିନ୍ତୁ ପାଦ ଟ୍ରାକ ଉପରେ। ଏହିଭଳି କିଛି କରି ଦେଖାଇଛନ୍ତି ପଞ୍ଜାବର ଶତାୟୁ ଆଥଲେଟ୍ ମନ୍ କୌର । ଯେଉଁ ବୟସରେ ବିଛଣାରେ ଆରାମ କରିବା କଥା ସେ ବୟସରେ ସେ କରି ଦେଖାଇଛନ୍ତି ଚତ୍ମକାରିତା। ନ୍ୟୁଜଲ୍ୟାଣ୍ଡର ଅକଲାଣ୍ଡରେ ଆୟୋଜିତ ୱାଲ୍ଡ ମାଷ୍ଟର୍ସ ପ୍ରତିଯୋଗିତାରେ ୧୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ଜିତି ଦେଶକୁ ଗର୍ବିତ କରିଛନ୍ତି କୌର । ୨୫୦୦୦ ପ୍ରତିଯୋଗୀଙ୍କୁ ପଛରେ ପକାଇ […]

NZL

NZL

Rakesh Mallick
  • Published: Monday, 24 April 2017
  • Updated: 24 April 2017, 07:36 PM IST

Sports

Latest News

ଦୃଢ଼ ଇଚ୍ଛାଶକ୍ତି ଆଗରେ ବୟସ ମଧ୍ୟ ହାର ମାନିଥାଏ। ବୟସ ୧୦୧ କିନ୍ତୁ ପାଦ ଟ୍ରାକ ଉପରେ। ଏହିଭଳି କିଛି କରି ଦେଖାଇଛନ୍ତି ପଞ୍ଜାବର ଶତାୟୁ ଆଥଲେଟ୍ ମନ୍ କୌର । ଯେଉଁ ବୟସରେ ବିଛଣାରେ ଆରାମ କରିବା କଥା ସେ ବୟସରେ ସେ କରି ଦେଖାଇଛନ୍ତି ଚତ୍ମକାରିତା। ନ୍ୟୁଜଲ୍ୟାଣ୍ଡର ଅକଲାଣ୍ଡରେ ଆୟୋଜିତ ୱାଲ୍ଡ ମାଷ୍ଟର୍ସ ପ୍ରତିଯୋଗିତାରେ ୧୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ଜିତି ଦେଶକୁ ଗର୍ବିତ କରିଛନ୍ତି କୌର । ୨୫୦୦୦ ପ୍ରତିଯୋଗୀଙ୍କୁ ପଛରେ ପକାଇ କୌର ଜିତିଛନ୍ତି ଏହି ସମ୍ମାନଜନକ ମେଡାଲ୍‌।

୧୦୦ ମିଟର ରେସ୍‌କୁ ଜିତିବା ପାଇଁ ୧ ମିନିଟ୍ ୧୪ ସେକେଣ୍ଡ ନେଇଥିଲେ କୌର। ୯୩ ବର୍ଷ ବୟସରେ ପୁଅଙ୍କ କଥାରେ ଆଥଲେଟିକ୍ ଜୀବନ ଆରମ୍ଭ କରିଥିବା କୌର ବିଭିନ୍ନ ଜାତୀୟ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇଛନ୍ତି। ମାଇକେଲ ଫେଲ୍‌ସଙ୍କ ରେକର୍ଡ ସହ ସମକକ୍ଷ ହେବା ଏହି ଶତାୟୁଙ୍କର ଲକ୍ଷ୍ୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story