ସରକାରୀ ବିଜ୍ଞାନ କଲେଜରେ ମାତ୍ର ୭ ପିଲା

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ହେବ ଶିକ୍ଷାର ବିକାଶ । ଏଇ ଲକ୍ଷ୍ୟରେ ୨୦୦୫-୨୦୦୬ରେ ମୟୂରଭଞ୍ଜ ଜିଲ୍ଲା ସୀମା ତିରିଂରେ ଖୋଲିଥିଲା ସରକାରୀ ଜୁନିୟର ବିଜ୍ଞାନ କଲେଜ । ହେଲେ ଆନ୍ତରିକତା ଅଭାବରୁ ଅସ୍ତିତ୍ୱ ହରାଇବାକୁ ବସିଲାଣି ଏହି ଶିକ୍ଷାନୁଷ୍ଠାନ। କଲେଜ ଖୋଲିବାର ୧୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲେ ବି ଏଯାଏ ବିଦ୍ୟୁତ୍‌ ସଂଯୋଗ ହୋଇପାରିନି। ପାଣି ଟୋପେ  ମଧ୍ୟ ଏଠାରେ ମିଳୁନି। ହଷ୍ଟେଲ ଅବସ୍ଥା ଆହୁରି ଶୋଚନୀୟ। କଲେଜର ଏ […]

college-1-1

college-1-1

Niharika Rout
  • Published: Thursday, 26 December 2019
  • Updated: 27 December 2019, 08:26 AM IST

Sports

Latest News

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ହେବ ଶିକ୍ଷାର ବିକାଶ । ଏଇ ଲକ୍ଷ୍ୟରେ ୨୦୦୫-୨୦୦୬ରେ ମୟୂରଭଞ୍ଜ ଜିଲ୍ଲା ସୀମା ତିରିଂରେ ଖୋଲିଥିଲା ସରକାରୀ ଜୁନିୟର ବିଜ୍ଞାନ କଲେଜ । ହେଲେ ଆନ୍ତରିକତା ଅଭାବରୁ ଅସ୍ତିତ୍ୱ ହରାଇବାକୁ ବସିଲାଣି ଏହି ଶିକ୍ଷାନୁଷ୍ଠାନ। କଲେଜ ଖୋଲିବାର ୧୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲେ ବି ଏଯାଏ ବିଦ୍ୟୁତ୍‌ ସଂଯୋଗ ହୋଇପାରିନି। ପାଣି ଟୋପେ  ମଧ୍ୟ ଏଠାରେ ମିଳୁନି। ହଷ୍ଟେଲ ଅବସ୍ଥା ଆହୁରି ଶୋଚନୀୟ। କଲେଜର ଏ ଅବସ୍ଥା ଦେଖି ପିଲା ସଂଖ୍ୟା ମଧ୍ୟ ଏଠାରେ ଖୁବ୍‌ ନଗଣ୍ୟ।

ତିରିଂ ସରକାରୀ ଜୁନିୟର ସାଇନ୍ସ କଲେଜ୍‌ରେ ସିଟ୍‌ ସଂଖ୍ୟା ୧୨୮। କିନ୍ତୁ  ପିଲା ସଂଖ୍ୟା ୭ । ଯୁକ୍ତ ଦୁଇ ପ୍ରଥମ ବର୍ଷରେ ୫ ଜଣ ଓ ଦ୍ୱିତୀୟ ବର୍ଷରେ ୨ ଜଣ  ଛାତ୍ର। ଆଉ ଅଧ୍ୟାପକ ସଂଖ୍ୟା ୬। ଅର୍ଥାତ ୭ ଛାତ୍ରଙ୍କୁ ୬ ଅଧ୍ୟାପକ। ସେମାନେ ପୁଣି ନିଜ ଇଚ୍ଛା ମୁତାବକ କଲେଜ୍ ଆସୁଛନ୍ତି, ଯାଉଛନ୍ତି।

ଏ ସମ୍ପର୍କରେ ସ୍କୁଲରେ ପଢ଼ୁଥିବା ସୁନ୍ଦର ମୋହନ ଗାଗରାଇ ନାମକ ଛାତ୍ର କୁହନ୍ତି, ଏହି କଲେଜକୁ ମାତ୍ର ହାତଗଣତି କିଛି ପିଲା ଆସୁଥିବା ବେଳେ ବହୁ ସିଟ୍‌ ଖାଲି ପଡ଼ୁଛି। ତେଣୁ ପାଠ ପଢ଼ିବାକୁ ଆଗ୍ରହ ସୃଷ୍ଟି ହେଉ ନାହିଁ। ପ୍ରତିଯୋଗିତାମୂଳକ ଭାବନା ମଧ୍ୟ ରହୁ ନାହିଁ।  ଦିନକୁ ମାତ୍ର ୪ ପିଲା ଆସୁଛନ୍ତି। ଖରା ଦିନେ ଏଠାରେ ବସିବା କାଠିକର ପାଠ ହୋଇପଡ଼ୁଛି। ଫ୍ୟାନ୍‌ ନାହିଁ, ପାଣି ନାହିଁ।  ମୌଳିକ ସୁବିଧା ବିନା ପିଲା ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି।

ମଣ୍ଟୁ ନାମତା ନାମକ ଛାତ୍ର କହିଛନ୍ତି, ଅଧିକ ଛାତ୍ର ନ ଥିବାରୁ ପଢ଼ିବାକୁ ଭଲ ଲାଗୁ ନାହିଁ। ସାର୍‌ ବି ସବୁ ଦିନ ଆସୁ ନାହାନ୍ତି। ସୁଇପର ନ ଥିବାରୁ କଲେଜ ସଫାସୁତରା ହେଉ ନାହିଁ। ପାଣି, ଫ୍ୟାନ୍‌ରେ ଅସୁବିଧା ହେଉଛି।

ସେହିପରି ଲାବରୋଟୋରିରେ ଥିବା ସବୁ ସରଞ୍ଜାମ ଖତ ହୋଇଗଲାଣି। ଦୂରଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀ ଏଠାରେ ରହିବା ଉଦ୍ଦେଶ୍ୟରେ ଶହେ ଶଯ୍ୟା ବିଶିଷ୍ଟ ହଷ୍ଟେଲ୍ ୨୦୧୧-୧୨ରୁ ନିର୍ମାଣ ହୋଇଛି। ହେଲେ ଏଯାଏ କଲେଜକୁ ହସ୍ତାନ୍ତର ହୋଇନି ।  ରକ୍ଷଣବେକ୍ଷଣ ଅଭାବରୁ ତାହା ଏବେ ଭୂତକୋଠିରେ ପରିଣତ ହେଲାଣି ।

ଲକ୍ଷାଧିକ ଟଙ୍କା ବିନିଯୋଗରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ନିର୍ମିତ ଏହି କଲେଜକୁ କାହିଁକି ଛାତ୍ରଛାତ୍ରୀ ଆସୁ ନାହାନ୍ତି ତାହା ଜଣା ପଡ଼ୁ ନାହିଁ। ଏହାର ଜବାବରେ କଲେଜ କର୍ତ୍ତୃପକ୍ଷ ବାଢ଼ିଛନ୍ତି ଅଜବ ଯୁକ୍ତି। କହିଛନ୍ତି, ବିଜ୍ଞାନ ପ୍ରତି ପିଲାଙ୍କର ଆଗ୍ରହ ନ ଥିବାରୁ ସେମାନେ ଏଠାକୁ ଆସୁ ନାହାନ୍ତି।

ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା କୁମ୍ଭ ମହାନ୍ତ କହିଛନ୍ତି, କଲେଜକୁ ବିଦ୍ୟୁତ୍‌ ସଂଯୋଗ ହୋଇନି, ପାଣି ନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ଏହା ଭୁଶୁଡ଼ି ପଡ଼ିବା ସ୍ଥିତିରେ ପହଞ୍ଚିଛି।  ସରକାର ବହୁ ଟଙ୍କା ଖର୍ଚ୍ଚ କରି କଲେଜ ଖୋଲିଥିଲେ ମଧ୍ୟ ତାହା ପିଲାଙ୍କ କାମରେ ଆସୁନି।

ତିରିଂ ସରକାରୀ ଜୁନିୟର ବିଜ୍ଞାନ କଲେଜ ଅଧ୍ୟକ୍ଷ ମୁରଲୀଧର ପାତ୍ର କହିଛନ୍ତି, ଏହା ଏକ କନିଷ୍ଠ ବିଜ୍ଞାନ କଲେଜ । ମାତ୍ର ଏଠାକାର ସ୍ଥାନୀୟ ପିଲା କଷ୍ଟକର ବିଜ୍ଞାନ ପାଠ ପଢ଼ିବାକୁ ରାଜି ହେଉ ନାହାନ୍ତି। ବହୁ ପଦ ଖାଲି ପଡ଼ିଛି। ପିଅନ, ସୁଇପର ନ ଥିବାରୁ କଲେଜ ରକ୍ଷଣାବେକ୍ଷଣ ହୋଇ ପାରୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story