ଆପଣଙ୍କ ପିଲା ମୋବାଇଲରେ ଖେଳିବାକୁ ଜିଦ୍ କରୁଛି କି ? ତେବେ ହୁସିଆର !

ମୋବାଇଲର ବ୍ୟବହାର ସମସ୍ତେ କରନ୍ତି । ଆଜିକାଲି ଛୋଟ ପିଲାମାନେ ମଧ୍ୟ ମୋବାଇଲର ବ୍ୟବହାର କରିବାରେ ପଛରେ ନାହାଁନ୍ତି । ମୋବାଇଲକୁ କିଛି ପିଲା ଇଣ୍ଟରନେଟ୍ ପାଇଁ ତ ଆଉକିଛି ଖେଳନା ହିସାବରେ ବ୍ୟବହାର କରୁଛନ୍ତି । କିନ୍ତୁ ମନୋରଞ୍ଜନ ପାଇଁ ମୋବାଇଲ ଉପରେ ନିର୍ଭର କରୁଥିବା ପିଲାମାନଙ୍କ ପାଇଁ ଏହା ଏବେ କାଳ ହେଇଛି । ମୋବାଇଲ ଫୋନ ପାଇଁ ଏତେ ଦୁର୍ବଳତା ଆସିଗଲାଣି ଯେ ଫୋନ୍ ନମିଳିଲେ ପିଲା ରାଗରେ ନିଜର କ୍ଷତି କରିବାକୁ […]

mobile phone

mobile phone

Rakesh Mallick
  • Published: Tuesday, 04 July 2017
  • Updated: 04 July 2017, 06:43 PM IST

Sports

Latest News

ମୋବାଇଲର ବ୍ୟବହାର ସମସ୍ତେ କରନ୍ତି । ଆଜିକାଲି ଛୋଟ ପିଲାମାନେ ମଧ୍ୟ ମୋବାଇଲର ବ୍ୟବହାର କରିବାରେ ପଛରେ ନାହାଁନ୍ତି । ମୋବାଇଲକୁ କିଛି ପିଲା ଇଣ୍ଟରନେଟ୍ ପାଇଁ ତ ଆଉକିଛି ଖେଳନା ହିସାବରେ ବ୍ୟବହାର କରୁଛନ୍ତି । କିନ୍ତୁ ମନୋରଞ୍ଜନ ପାଇଁ ମୋବାଇଲ ଉପରେ ନିର୍ଭର କରୁଥିବା ପିଲାମାନଙ୍କ ପାଇଁ ଏହା ଏବେ କାଳ ହେଇଛି । ମୋବାଇଲ ଫୋନ ପାଇଁ ଏତେ ଦୁର୍ବଳତା ଆସିଗଲାଣି ଯେ ଫୋନ୍ ନମିଳିଲେ ପିଲା ରାଗରେ ନିଜର କ୍ଷତି କରିବାକୁ ଉଦ୍ୟମ କରୁଛି । ନିକଟରେ ମୋବାଇଲଠୁ ଦୂରେଇ ଦେବାରୁ ଗୋଟେ ପିଲା ନିଜ ହାତ କାଟିଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ପିଲାଟିକୁ ମୋବାଇଲର ଅଭ୍ୟାସ ଛୋଟବେଳୁ ରହି ଆସିଥିଲା । ବାପା ମା ଦୁହେଁ ଚାକିରି କରନ୍ତି । ପିଲାର ସମୟ ବିତାଇବା ପାଇଁ ସେ ପିଲାକୁ ମୋବାଇଲ ଫୋନ ଖେଳିବା ପାଇଁ ଦେଇଥିଲେ । ମୋବାଇଲରେ ଖେଳୁ ଖେଳୁ ପିଲାଟିର ମୋବାଇଲ ପ୍ରେମ ଏତେ ବଢିଗଲାଯେ ଏବେ ଫୋନକୁ ତାପାଖରୁ ଅଲଗା କଲେ ସେ ଅଧୈଯ୍ୟ ହୋଇ ପଡୁଛି । ନିକଟରେ ତା ବାପା ମାଆ ତା ପାଖରୁ ଫୋନ ନେଇଯିବା ପରେ ସେ ରାଗରେ ତାର ହାତ କାଟି ଦେଇଥିଲା ।ଏହି ଘଟଣା ଘଟିବା ପରେ ତା ବାପା ମା ପିଲାର ମାନସିକ ଚିକାତ୍ସା ପାଇଁ ତାକୁ ହସ୍ପିଟାଲ ନେଇ ଯାଇଥିଲେ, ସେଠାରେ ମୋବାଇଲ ପ୍ରତି ଥିବା ଦୁର୍ବଳତା ପାଇଁ  ପିଲାଟି ଏମିତି କରିଥିବାର ଡାକ୍ତର କହିଥିଲେ । ପିଲାକୁ ଧୀରେ ଧୀରେ ମୋବାଇଲ ଠାରୁ ଦୂରେଇ ତାସହ ଅଧିକ ସମୟ କାଟିବାକୁ ବାପା ମାଆକୁ କହିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story