ହୁସିଆର! ଘରର ବଡ଼ ସନ୍ତାନ ହୋଇଥିଲେ ଆପଣ ବେଶୀ ଦୁର୍ଘଟଣାରେ ପଡ଼ିପାରନ୍ତି

ପ୍ରତିଦିନ ସଡ଼କ ଦୁର୍ଘଟଣାରେ ଶହ ଶହ ଲୋକଙ୍କ ଜୀବନ ଯାଉଛି। ଅନେକ ସଚେତନତା ସତ୍ତ୍ୱେ ଦୁର୍ଘଟଣାକୁ ରୋକା ଯାଇପାରୁ ନାହିଁ। ମୋବାଇଲ୍‌ ଫୋନ୍ ଏବେ ସଡ଼କ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି କୁହାଯାଉଛି। ରାସ୍ତାରେ ଗାଡ଼ି ଚଲାଇବା ସମୟରେ ମୋବାଇଲ୍‌ ଫୋନ୍ ବ୍ୟବହାର କରି ଅନେକ ଲୋକ ପ୍ରାଣ ହରାଉଛନ୍ତି। ଦ୍ରୁତ ଗତିରେ ଗାଡ଼ି ଚଲାଇବା ଆଜିର ଯୁବପିଢ଼ୀଙ୍କ ପାଇଁ ଏକ ଫ୍ୟାସନ ପାଲଟି ଯାଇଛି। ଦ୍ରୁତ ଗତିରେ ଗାଡ଼ି ଚଲାଇବା ଯୋଗୁଁ ଦୁର୍ଘଟଣା ଘଟୁଛି।  ଖାଲି […]

Driver

Driver

Rakesh Mallick
  • Published: Saturday, 12 August 2017
  • Updated: 12 August 2017, 01:24 PM IST

ପ୍ରତିଦିନ ସଡ଼କ ଦୁର୍ଘଟଣାରେ ଶହ ଶହ ଲୋକଙ୍କ ଜୀବନ ଯାଉଛି। ଅନେକ ସଚେତନତା ସତ୍ତ୍ୱେ ଦୁର୍ଘଟଣାକୁ ରୋକା ଯାଇପାରୁ ନାହିଁ। ମୋବାଇଲ୍‌ ଫୋନ୍ ଏବେ ସଡ଼କ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି କୁହାଯାଉଛି। ରାସ୍ତାରେ ଗାଡ଼ି ଚଲାଇବା ସମୟରେ ମୋବାଇଲ୍‌ ଫୋନ୍ ବ୍ୟବହାର କରି ଅନେକ ଲୋକ ପ୍ରାଣ ହରାଉଛନ୍ତି। ଦ୍ରୁତ ଗତିରେ ଗାଡ଼ି ଚଲାଇବା ଆଜିର ଯୁବପିଢ଼ୀଙ୍କ ପାଇଁ ଏକ ଫ୍ୟାସନ ପାଲଟି ଯାଇଛି। ଦ୍ରୁତ ଗତିରେ ଗାଡ଼ି ଚଲାଇବା ଯୋଗୁଁ ଦୁର୍ଘଟଣା ଘଟୁଛି।  ଖାଲି ସେତିକି ନୁହେଁ ନିଶା ଶକ୍ତ ଅବସ୍ଥାରେ ଗାଡ଼ି ଚଲାଇବା ଯୋଗୁଁ ମଧ୍ୟ ଦୁର୍ଘଟଣା ଘଟୁଛି। ସଡ଼କ ଦୁର୍ଘଟଣାର ଏହା ଅନ୍ୟ ଏକ ପ୍ରମୁଖ କାରଣ।

କିନ୍ତୁ ଜାଣିଛନ୍ତି, ଯଦି ଆପଣ ଘରର ବଡ଼ ସନ୍ତାନ ହୋଇଥାନ୍ତି, ତା’ହେଲେ ଦୁର୍ଘଟଣାରେ ସମ୍ମୁଖୀନ ହେବାର ସମ୍ଭାନବା ଅଧିକ ରହିଛି। ଆମେ ଏହି କଥା କହୁନାହୁଁ। ଏକ ଗବେଷଣାରୁ ଏହା ଜଣାପଡ଼ିଛି। ୟୁକେର ଏକ କାର ଇନ୍‌ସ୍ୟୁରାନ୍ସ ସଂସ୍ଥା ପକ୍ଷରୁ ଏହି ଗବେଷଣା କରାଯାଇଥିଲା। ଏଥିରେ ୧୯୩୫ ଜଣ କାର୍ ଚାଳକଙ୍କ ଡ୍ରାଇଭିଂ ଷ୍ଟାଇଲ୍‌ ଓ ଅନ୍ୟାନ୍ୟ ଅଭ୍ୟାସକୁ ପରଖା ଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ ପରିବାରର ସବୁଠାରୁ ଛୋଟ ସନ୍ତାନମାନେ ଭଲ ଗାଡ଼ି ଚଲାନ୍ତି।  ହେଲେ ପରିବାରର ବଡ଼ ସନ୍ତାନମାନେ ଦ୍ରୁତ ଗତିରେ ଗାଡ଼ି ଚଲାନ୍ତି।

ପ୍ରାୟ ୮୯ ପ୍ରତିଶତ ପରିବାରର ବଡ଼ ସନ୍ତାନମାନେ ଦ୍ରୁତ ଗତିରେ ଗାଡ଼ି ଚଲାନ୍ତି। ୪୭ ପ୍ରତିଶତ ଅନ୍ୟ ଡ୍ରାଇଭରଙ୍କୁ ହଇରାଣ କରିବା, ୪୬ ପ୍ରତିଶତ ରାସ୍ତା ମଝିରେ ଗାଡି ପାର୍କିଂ କରିବା ଓ ୩୫ ପ୍ରତିଶତ ଟ୍ରାଫିକ୍ ନିୟମ ନ ମାନିବାରୁ ଜୋରିମାନା ଦେଇଥାନ୍ତି। ଏହାସହିତ ୩୦ ପ୍ରତିଶତ ପରିବାରର ବଡ଼ ସନ୍ତାନମାନେ ଗାଡ଼ି ଚଲାଇବା ସମୟରେ ଫୋନ୍‌ରେ କଥା ହେବା ଓ ୧୭ ପ୍ରତିଶତ ମେକ୍‌ଅପ୍ ନେଉଥିବା ସ୍ୱୀକାର କରିଛନ୍ତି।

ଏହି ଗବେଷଣାରୁ ଆଉ ଏକ କଥା ମଧ୍ୟ ଜଣାପଡ଼ିଛି। ଯିଏ ପରିବାରର ଗୋଟିଏ ସନ୍ତାନ ସେ ଭଲ ଗାଡ଼ି ଚାଳକ ହୋଇଥାଆନ୍ତି ବୋଲି ରିପୋର୍ଟରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story