ସାବଧାନ ମା’: କୋଲା ପିଉଛନ୍ତି କି ? ଛୋଟ ଭୁଲ ପାଇଁ ଭୋଗିପାରେ ଆପଣଙ୍କ ଛୁଆ

ସାବଧାନ। ଅତ୍ୟଧିକ ସୁଗାରଯୁକ୍ତ ଫଳରସ ଆପଣଙ୍କ ଶିଶୁ ଲାଗି ଘାତକ ସାଜିପାରେ। କଥାଟି ବିଶ୍ୱାସ ହେଉ ନ ଥିଲେ ମଧ୍ୟ ସତ। ଆପଣଙ୍କ ଶରୀର ପାଇଁ ହିତକର ଫଳରସ ଶିଶୁଙ୍କ ପାଇଁ କ୍ଷତିକାରକ। ଏହା ଶିଶୁଙ୍କ ମଧ୍ୟରେ ମେଦ ବଢାଇବା ସହ ଶିଶୁକୁ ଟାଇପ୍‌-୨ ଡାଇବେଟିସ୍‌ରେ ଆକ୍ରାନ୍ତ କରିଥାଏ। ନିକଟରେ ହୋଇଥିବା ଏକ ସର୍ଭେ ଅନୁସାରେ ଖାଦ୍ୟଶସ୍ୟ, ମୃଦୁପାନୀୟ ଓ ବିଭିନ୍ନ ପ୍ରକାର ଖାଦ୍ୟ ଯେଉଁଥିରେ ମିଠାର ପରିମାଣ ଅଧିକ ଥାଏ ତାହା ଶିଶୁମାନଙ୍କ ପାଇଁ କ୍ଷତିକାରକ। […]

mother

mother

Rakesh Mallick
  • Published: Thursday, 27 April 2017
  • Updated: 27 April 2017, 10:02 PM IST

Sports

Latest News

ସାବଧାନ। ଅତ୍ୟଧିକ ସୁଗାରଯୁକ୍ତ ଫଳରସ ଆପଣଙ୍କ ଶିଶୁ ଲାଗି ଘାତକ ସାଜିପାରେ। କଥାଟି ବିଶ୍ୱାସ ହେଉ ନ ଥିଲେ ମଧ୍ୟ ସତ। ଆପଣଙ୍କ ଶରୀର ପାଇଁ ହିତକର ଫଳରସ ଶିଶୁଙ୍କ ପାଇଁ କ୍ଷତିକାରକ। ଏହା ଶିଶୁଙ୍କ ମଧ୍ୟରେ ମେଦ ବଢାଇବା ସହ ଶିଶୁକୁ ଟାଇପ୍‌-୨ ଡାଇବେଟିସ୍‌ରେ ଆକ୍ରାନ୍ତ କରିଥାଏ।

ନିକଟରେ ହୋଇଥିବା ଏକ ସର୍ଭେ ଅନୁସାରେ ଖାଦ୍ୟଶସ୍ୟ, ମୃଦୁପାନୀୟ ଓ ବିଭିନ୍ନ ପ୍ରକାର ଖାଦ୍ୟ ଯେଉଁଥିରେ ମିଠାର ପରିମାଣ ଅଧିକ ଥାଏ ତାହା ଶିଶୁମାନଙ୍କ ପାଇଁ କ୍ଷତିକାରକ। ଗର୍ଭାଧାରଣ ଓ ସ୍ତନ୍ୟପାନ ସମୟରେ ଏପରି କୋଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଶିଶୁଙ୍କ ଉପରେ ସିଧା ପ୍ରଭାବ ପଡିଥାଏ।

ଏକ ମାଈ ମୂଷା ଉପରେ ଏପରି ପରୀକ୍ଷା କରାଯାଇଛି। ପିଲା ଜନ୍ମ ଦେବା ପୂର୍ବରୁ ଓ ପରେ ମୂଷାକୁ ସୁଗାରଯୁକ୍ତ ୱାଟର ସପ୍ଲିମେଣ୍ଟ ଦିଆଯାଇଥିଲା। ମୂଷା ଜନ୍ମ ଦେଇଥିବା ଛୁଆଙ୍କ ମଧ୍ୟରେ ମେଦ ବହୁଳତା ଦେଖିବାକୁ ମିଳିଥିଲା ଓ ହୃଦୟରେ ଅତ୍ୟଧିକ ମାଂସ ଜମା ହେଉଥିବା ନଜରକୁ ଆସିଥିଲା।

ୟୁନିଭର୍ସିଟି ଅଫ୍‌ ଅଷ୍ଟ୍ରେଲିଆର ବରିଷ୍ଠ ଅଧ୍ୟାପକ ଡ. ସେରଡାନ ଜେନଟିଲିଙ୍କ କହିବା ଅନୁସାରେ ଶରୀରରେ ଗ୍ଲୁକୋଜ, ସର୍କରାର ଆବଶ୍ୟକତା ରହିଛି। ହେଲେ ଏହାର ଅତ୍ୟଧିକ ସେବନ ଶିଶୁଙ୍କ ଲାଗି କ୍ଷତିକାରକ। ତେଣୁ ଗର୍ଭଧାରଣ ସମୟରେ ଓ ଶିଶୁ ଜନ୍ମ ପରେ ମା’ର ଉପଯୁକ୍ତ ଯତ୍ନ ଓ ଖାଦ୍ୟ ଉପରେ ଧ୍ୟାନ ଦିଆଯିବା ଦରକାର। ବିଶେଷ କରି ଖାଦ୍ୟରେ ସର୍କରାର ପରିମାଣ କମ ରହିବା ନିହାତି ଜରୁରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story