ଡାକ୍ତରଙ୍କ ସଙ୍ଗୀତ ନିଶା

ବାଲେଶ୍ୱର (ରଶ୍ମୀ ରଞ୍ଜନ ଦାସ): ଅନେକ ଲୋକଙ୍କର ପେସା ଯାହା ହେଉନା କାହିଁକି, କିନ୍ତୁ ନିଶା ଟିକେ ଅଲଗା ଥାଏ। ସେମିତି ଜଣେ ଯୁବ ଡାକ୍ତର ହେଉଛନ୍ତି ବାଲେଶ୍ୱର ସରକାରୀ ମେଡିକାଲ କଲେଜର ସମ୍ବିତ କୁମାର ଦାସ। ସେ ଭେଷଜ ବିଜ୍ଞାନ ଡାକ୍ତର ଅଟନ୍ତି। ତାଙ୍କର ପେସା ରୋଗୀ ସେବା ହୋଇଥିବା ବେଳେ ନିଶା ହେଉଛି ଗୀତ ଗାଇବା। ପ୍ରତିଦିନ ସମ୍ବିତ ଡାକ୍ତରଖାନା ଯାଇ ରୋଗୀ ଦେଖିଥାନ୍ତି। ସେଠାରୁ ‍ଫେରି ସନ୍ଧ୍ୟା ସମୟରେ ନିଜ ଷ୍ଟୁଡିଅରେ ଗୀତ […]

doctor-f877

doctor-f877

Tapaswini Nayak
  • Published: Thursday, 30 January 2020
  • Updated: 30 January 2020, 02:16 PM IST

Sports

Latest News

ବାଲେଶ୍ୱର (ରଶ୍ମୀ ରଞ୍ଜନ ଦାସ): ଅନେକ ଲୋକଙ୍କର ପେସା ଯାହା ହେଉନା କାହିଁକି, କିନ୍ତୁ ନିଶା ଟିକେ ଅଲଗା ଥାଏ। ସେମିତି ଜଣେ ଯୁବ ଡାକ୍ତର ହେଉଛନ୍ତି ବାଲେଶ୍ୱର ସରକାରୀ ମେଡିକାଲ କଲେଜର ସମ୍ବିତ କୁମାର ଦାସ। ସେ ଭେଷଜ ବିଜ୍ଞାନ ଡାକ୍ତର ଅଟନ୍ତି। ତାଙ୍କର ପେସା ରୋଗୀ ସେବା ହୋଇଥିବା ବେଳେ ନିଶା ହେଉଛି ଗୀତ ଗାଇବା।

ପ୍ରତିଦିନ ସମ୍ବିତ ଡାକ୍ତରଖାନା ଯାଇ ରୋଗୀ ଦେଖିଥାନ୍ତି। ସେଠାରୁ ‍ଫେରି ସନ୍ଧ୍ୟା ସମୟରେ ନିଜ ଷ୍ଟୁଡିଅରେ ଗୀତ ଗାଇବା ସହ ଗୀତ ଲେଖିବା, ନିର୍ଦ୍ଦେଶନା ଦେବା ଓ ମ୍ୟୁଜିକ୍ କଂପୋଜ୍ କରିଥାନ୍ତି। ସମ୍ବିତ ୨୦୦ରୁ ଅଧିକ ଗୀତ ଗାଇ ସାରିଥିବା ବେଳେ ୩୦ରୁ ଅଧିକ କ୍ୟାସେଟ କରି ସାରିଛନ୍ତି। ଏହା ସହ ବର୍ତ୍ତମାନର ଯୁବପିଢିଙ୍କ ମନ ଛୁଇଁଲା ଭଳି ଅନେକ ସଙ୍ଗୀତରେ ନିର୍ଦ୍ଦେଶନା ଦେବା ସହ ନିଜେ ମ୍ୟୁଜିକ୍ କଂପୋଜ୍ କରିଛନ୍ତି।

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଏକ ଦେଶାତ୍ମକ ଗୀତ ‘ ଜନମ ଭୂମି ତୁହି ମା’ ରିଲିଜ୍ ହୋଇଛି। ଗୀତିକାର ସାଗରିକା ପତିଙ୍କ ସହ ସମ୍ବିତ ଏହି ଗୀତ ଗାଇଛନ୍ତି। ଯାହା ବେଶ୍‌ ଲୋକପ୍ରିୟ ହୋଇପାରିଛି।

ବାଲେଶ୍ୱରର ନିଜ ଘରେ ସମ୍ବିତ ଏକ ଷ୍ଟୁଡିଓ କରିଛନ୍ତି। ଏହି ଷ୍ଟୁଡିଓରେ ସେ ଗୀତ ଲେଖିବା ସହ ଗାଇବା, ନିର୍ଦ୍ଦେଶନା ଦେବା ଓ କଂପୋଜ୍ କରିଥାନ୍ତି। ବାଲେଶ୍ୱର ବ୍ୟତିତ କଟକରେ ଥିବା କେତେକ ଷ୍ଟୁଡିଓରେ ସମ୍ଭିତ ମ୍ୟୁଜିକ୍ କଂପୋଜ କରିଛନ୍ତି । ରୋଗୀଙ୍କ ସେବାକୁ ଯେମିତି ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି ସେମିତି ସେ ସଂଗୀତକୁ ମଧ୍ୟ ଭଲ ପାଆନ୍ତି ବୋଲି ସମ୍ବିତ କହିଛନ୍ତି।

ସେ ଆହୁରି କହିଛନ୍ତି, “ଏ.ଆର. ରେହମାନଙ୍କୁ ମୁଁ ଭଲ ପାଏ। ତାଙ୍କ ଗୀତ ଶୁଣିଲେ ମୋତେ ପ୍ରେରଣା ମିଳେ। ଦିନରେ ସମୟ ମିଳେ ନାହିଁ।  ଦିନ ସମୟରେ ଡାକ୍ତରଖାନା ଯାଇ ରୋଗୀ ସେବା କରିଥାଏ। ଡାକ୍ତରଖାନାରୁ ଫେରି ରାତି ସମୟରେ ମୁଁ ଷ୍ଟୁଡିଓରେ କାମ କରିଥାଏ। ନାମୀଦାମୀ ସଙ୍ଗୀତକାରଙ୍କ ସହ କାମ କରିବାକୁ ମୁଁ ଆଗକୁ ଇଚ୍ଛା ରଖିଛି। ଭଗବାନଙ୍କ ଆଶୀର୍ବାଦରେ ଏସବୁ କରିପାରୁଛି।”

ଗୀତିକାର ସାଗରିକା ପତି କହିଛନ୍ତି, “ସମ୍ବିତ ସାର୍‌ ଭଲ ମ୍ୟୁଜିକ କଂପୋଜ କରନ୍ତି। ସାର୍‌ଙ୍କ ସହ ମୁଁ ସଂଗୀତ ‘ଜନମ ଭୂମି ତୁହି ମା’ ଦେଶାତ୍ମକ ଗୀତ ଗାଇଛି।”

https://youtu.be/FttXiQ_mhGg

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story