୫୦ ମିନିଟ୍‌ରେ ୩ଟି ପରଟା ଖାଇଲେ ଜୀବନ ସାରା ମିଳିବ ଫ୍ରି ଖାନା

ନୂଆଦିଲ୍ଲୀ: ସାଧାରଣତଃ ଖାଇବା କଥା କହିଲେ ପିଲାଠୁ ବୁଢ଼ା ସମସ୍ତଙ୍କ ପାଟିରୁ ଲାଳ ବାହାରିଥାଏ। ବହୁ ଲୋକ ଅଛନ୍ତି ନିଜେ ଖାଇବା ସହ ଅନ୍ୟକୁ ମଧ୍ୟ ଖୁଆଇବାକୁ ବେଶ୍‌ ଭଲ ପାଇଥାନ୍ତି। ଆମ ଦେଶରେ ଏମିତି କେହି ନାହିଁ ଯିଏ ପରଟା ଖାଇବାକୁ ପସନ୍ଦ କରେ ନାହିଁ। ଆମ ଦୈନନ୍ଦିନ ଜୀବନରେ ସକାଳ ଜଳଖିଆଠାରୁ ଆରମ୍ଭ କରି ରାତି ଖାଇବାରେ ମଧ୍ୟ ଆମେ ପରଠାକୁ ସାମିଲ କରିଥାଉ। ହେଲେ ଦିଲ୍ଲୀ-ରୋହତକ ବାଇପାସ୍‌ ରୋଡ୍‌ରେ ଥିବା ଜଣେ ହୋଟେଲ […]

parantha

parantha

Rakesh Mallick
  • Published: Saturday, 11 November 2017
  • Updated: 11 November 2017, 12:58 PM IST

Sports

Latest News

ନୂଆଦିଲ୍ଲୀ: ସାଧାରଣତଃ ଖାଇବା କଥା କହିଲେ ପିଲାଠୁ ବୁଢ଼ା ସମସ୍ତଙ୍କ ପାଟିରୁ ଲାଳ ବାହାରିଥାଏ। ବହୁ ଲୋକ ଅଛନ୍ତି ନିଜେ ଖାଇବା ସହ ଅନ୍ୟକୁ ମଧ୍ୟ ଖୁଆଇବାକୁ ବେଶ୍‌ ଭଲ ପାଇଥାନ୍ତି। ଆମ ଦେଶରେ ଏମିତି କେହି ନାହିଁ ଯିଏ ପରଟା ଖାଇବାକୁ ପସନ୍ଦ କରେ ନାହିଁ। ଆମ ଦୈନନ୍ଦିନ ଜୀବନରେ ସକାଳ ଜଳଖିଆଠାରୁ ଆରମ୍ଭ କରି ରାତି ଖାଇବାରେ ମଧ୍ୟ ଆମେ ପରଠାକୁ ସାମିଲ କରିଥାଉ। ହେଲେ ଦିଲ୍ଲୀ-ରୋହତକ ବାଇପାସ୍‌ ରୋଡ୍‌ରେ ଥିବା ଜଣେ ହୋଟେଲ ମାଲିକ ପରଟାର ଚାହିଦାକୁ ଦେଖି ଏପରି ଏକ ଚ୍ୟାଲେଞ୍ଜ ଦେଇଛନ୍ତି, ଯାହା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ହୋଟେଲର ନାଁ ‘ତପସ୍ୟା ପରଟା ଜଙ୍କସନ୍’। ଏଠି ଭାରତର ସବୁଠାରୁ ବଡ଼ ପରଟା ମିଳିଥାଏ। ଏହି ପରଟାର ଆକାର ୧ ଫୁଟ୍‌ ୬ ଇଞ୍ଚ ହୋଇଥିବା ବେଳେ ଏହାର ଓଜନ ୧ କିଲୋଗ୍ରାମ। ଯେଉଁ ବ୍ୟକ୍ତି ୫୦ ମିନିଟ୍‌ରେ ଏହି ୩ଟି ପରଟା ଖାଇ ପାରିବ ସେ ଜୀବନ ସାରା ହୋଟେଲରେ ମାଗଣାରେ ଖାଇପାରିବ।

ହୋଟେଲ ମାଲିକଙ୍କ ଏହି ଚ୍ୟାଲେଞ୍ଚକୁ ଟକ୍କର ଦେବା ପାଇଁ ପ୍ରତିଦିନ ଏଠାରେ ହଜାର ଲୋକଙ୍କ ଭିଡ଼ ଲାଗି ଥାଏ। ଏହି ପରଟା ତେଲରେ ପ୍ରସ୍ତୁତ ହୋଇନଥାଏ। ପୂରା ଦେଶୀ ଘିଅରେ ପରଟାକୁ ତିଆରି କରାଯାଇଥାଏ। ଦୀର୍ଘ ୧୦ ବର୍ଷ ମଧ୍ୟରେ ଆଜି ଯାଏଁ ଜଣେ ଏହି ଚ୍ୟାଲେଞ୍ଜକୁ ଟକ୍କର ଦେଇ ୩ଟି ପରଠା ଖାଇ ପାରିଛନ୍ତି।

ଏହି ହୋଟେଲରେ ପନିର, ସ୍ୱିଟ୍‌, ଛୋଲେ, ମଟର, ପାଲଙ୍ଗ ଓ ମୂଳା ପରଠା ପ୍ରସ୍ତୁତ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story