ଇଞ୍ଜିନିୟର ଚାକିରି ଛାଡ଼ି ଗାଁରେ ପକ୍ଷୀ ବିହାର କଲେ ଗିରିଜା

କାମାକ୍ଷାନଗର (ବିଦ୍ୟାଧର ବରାଳ): ମାୟା ନଗରୀର ଚାକଚକ୍ୟ ଏବଂ ମୋଟା ଅଙ୍କର ଦରମାରେ ସନ୍ତୁଷ୍ଟ ନଥିଲେ ଯୁବ ଇଞ୍ଜିନିୟର। ପକ୍ଷୀଙ୍କ ପ୍ରତି ଥିବା ପ୍ରେମ ମୁମ୍ବାଇରୁ ନିଜ ଗାଁକୁ ଟାଣି ଆଣିଲା। ନିଜ ଛାତ ଉପରେ କଲେ ପକ୍ଷୀ ବିହାର। ଯାହା ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମାର୍ଥାପୁର ଗାଁର ଯୁବ ଇଞ୍ଜିନିୟର ଗିରିଜା ପ୍ରସାଦ ମିଶ୍ରଙ୍କୁ ଦେଇଛି ନୂଆ ଏକ ପରିଚୟ। ପକ୍ଷୀ ବିହାରରେ ରଖିଥିବା ପକ୍ଷୀମାନଙ୍କୁ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର […]

bird00

bird00

Tapaswini Nayak
  • Published: Wednesday, 19 February 2020
  • Updated: 19 February 2020, 02:05 PM IST

Sports

Latest News

କାମାକ୍ଷାନଗର (ବିଦ୍ୟାଧର ବରାଳ): ମାୟା ନଗରୀର ଚାକଚକ୍ୟ ଏବଂ ମୋଟା ଅଙ୍କର ଦରମାରେ ସନ୍ତୁଷ୍ଟ ନଥିଲେ ଯୁବ ଇଞ୍ଜିନିୟର। ପକ୍ଷୀଙ୍କ ପ୍ରତି ଥିବା ପ୍ରେମ ମୁମ୍ବାଇରୁ ନିଜ ଗାଁକୁ ଟାଣି ଆଣିଲା। ନିଜ ଛାତ ଉପରେ କଲେ ପକ୍ଷୀ ବିହାର। ଯାହା ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମାର୍ଥାପୁର ଗାଁର ଯୁବ ଇଞ୍ଜିନିୟର ଗିରିଜା ପ୍ରସାଦ ମିଶ୍ରଙ୍କୁ ଦେଇଛି ନୂଆ ଏକ ପରିଚୟ। ପକ୍ଷୀ ବିହାରରେ ରଖିଥିବା ପକ୍ଷୀମାନଙ୍କୁ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି।

୨୦୧୫ ମସିହାରେ ଗିରଜା ଇଂଜିନିୟର ଚାକିରି ଛାଡ଼ି ଗାଁକୁ ପଳାଇ ଆସିଥିଲେ। ମୁମ୍ବାଇରୁ ଆସିଲା ବେଳେ ତିନି ଯୋଡ଼ା ବିଦେଶୀ ପକ୍ଷୀ ଷାଠିଏ ହଜାର ଟଙ୍କାରେ କିଣି ଆଣିଥିଲେ। ନିଜ ଘର ଛାତରେ ତାର ଜାଲି ଲଗାଇ ପକ୍ଷୀମାନଙ୍କ ରହିବା ପାଇଁ ଘର ସବୁ ତିଆରି କରିଥିଲେ। ସେଠାରେ ପକ୍ଷୀମାନଙ୍କୁ ରଖିଥିଲେ। ଦିନରାତି ପକ୍ଷୀମାନଙ୍କ ଯତ୍ନରେ ଲାଗି ପଡ଼ିଥିଲେ।

ପାଞ୍ଚ ବର୍ଷ ଭିତରେ ଗିରିଜା ନିଜ ପକ୍ଷୀ ବିହାରରେ ୪୧ ପ୍ରକାର ପ୍ରଜାତିର ପକ୍ଷୀ ରଖିଛନ୍ତି। ତାଙ୍କ ପକ୍ଷୀ ବିହାରରେ ବ୍ଲୁ ଆଣ୍ଡ୍ ଗୋଲ୍ଡ ମାକାଓ, ୟଲୋ କାଲର୍ଡ୍ ମାକାଓ, ହାଣ୍ଡସ ମାକାଓ, ଭାଓଲେଟ୍ ନେକଟ୍ ଲରି, ପାତାଗୋନିଆ କନୁୟର, ପାଇନାଆପଲ କନ୍ୟୁଅର୍, ୟଲୋ ସାଇଡେଡେ କନ୍ୟୁଅର୍, ବ୍ଲୁ ଗ୍ରୀନ ଚିକ୍ କନ୍ୟୁଅର୍, ସିନାମନ୍ କନ୍ୟୁଅର୍, ଉଡ଼ନ୍ତା ଗୁଣ୍ଡୁଚି ମୂଷା ଭଳି ଅନେକ ପକ୍ଷୀ ‌ଅଛନ୍ତି। ଏହି ପକ୍ଷୀମାଙ୍କୁ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରି ପାରୁଛନ୍ତି। ଗୋଟିଏ ପକ୍ଷୀଛୁଆକୁ ପାଞ୍ଚ ହଜାରରୁ ଦୁଇ ଲକ୍ଷ ଟଙ୍କାରେ ବିକ୍ରି କରୁଛନ୍ତି ଗିରିଜା। ଏହି ପକ୍ଷୀମାନଙ୍କୁ କିଣିବା ପାଇଁ ବିଭିନ୍ନ ଆଡୁ ଲୋକ ମଧ୍ୟ ତାଙ୍କ ପକ୍ଷୀ ବିହାରକୁ ଆସୁଛନ୍ତି। ଆଉ କେତେକ ଲୋକ ବିଭିନ୍ନ ପ୍ରଜାତିର ପକ୍ଷୀମାନଙ୍କୁ ଦେଖିବା ପାଇ ଗିରିଜାଙ୍କ ପକ୍ଷୀ ବିହାରକୁ ଆସିଥାନ୍ତି।

ଇଞ୍ଜିନିୟର ଗିରିଜା ପ୍ରସାଦ ମିଶ୍ର କହିଛନ୍ତି, “ଇଞ୍ଜିନିୟର ଶିକ୍ଷା ଶେଷ କରି ମୁମ୍ବାଇର ମେକାନିକାଲ ଡିପାର୍ଟମେଣ୍ଟରେ ଏକ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରିଥିଲି। ମୋତେ ଭଲ ଦରମା ମିଳୁଥିଲା, ହେଲେ ମୁଁ ଚାକିରିରେ ଖୁସି ନଥିଲି। ଛୋଟବେଳୁ ପକ୍ଷୀ ବିହାର କରିବାକୁ ଇଚ୍ଛାଥିଲା। ମୁଁ ଗାଁରେ ଆସି ପକ୍ଷୀ ବିହାର କରିଥିଲି। ତିନି ଯୋଡ଼ା ପକ୍ଷୀରୁ ମୁଁ ପକ୍ଷୀ ବିହାର ଆରମ୍ଭ କରିଥିଲି।”

ସେ ଆହୁରି କହିଛନ୍ତି, “ମକାଓ ନାମକ ବିରଳ ପକ୍ଷୀ ମୋ ପକ୍ଷୀ ବିହାରରେ ତିନିଥର ଅଣ୍ଡା ଦେଇ ସାରିଲାଣି। ଯାହା ମୋ ପାଇଁ ବଡ଼ ଖୁସିର କଥା। ନନ୍ଦନକାନନରେ ଥିବା ଏହି ବିରଳ ପକ୍ଷୀ ଏପର୍ଯ୍ୟନ୍ତ ଅଣ୍ଡା ଦେଇନାହିଁ। ମୁଁ ଆଗକୁ ଏକ ଫାର୍ମ କରିବାକୁ ଇଚ୍ଛା ରଖିଛି।”

ମାର୍ଥାପୁରର ସରପଞ୍ଚ ସଞ୍ଜୟ କୁମାର ଦାସ କହିଛନ୍ତି, “ଗିରିଜା ମୁମ୍ବାଇରୁ ଚାକିରି ଛାଡ଼ି ନିଜ ଘରେ ପକ୍ଷୀ ବିହାର କରିଛି। ଭଲ ଦୁଇ ପଇସା ରୋଜଗାର କରୁଛି। ଓଡ଼ିଶା ବାହାରରୁ ଲୋକେ ଆସି ତାଙ୍କ ନିକଟରୁ ପକ୍ଷୀ କିଣିକି ନେଉଛନ୍ତି। ଗିରିଜା ପକ୍ଷୀ ବିହାର କରି ଯୁବଗୋଷ୍ଠୀ ପାଇଁ ପ୍ରେରଣା ପାଲଟିଛି।”

ପକ୍ଷୀ ପ୍ରେମୀ କହିଛନ୍ତି, “ମୁଁ କିଛି ପକ୍ଷୀ ନେବାକୁ ଗିରିଜା ଭାଇଙ୍କ ପକ୍ଷୀ ବିହାରକୁ ଆସିଥିଲି। ମୋ ପାଖରେ କିଛି ପକ୍ଷୀ ଅଛନ୍ତି, ଆଉ କିଛି ପକ୍ଷୀ ନେଇ ଏକ ଫାର୍ମ କରିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story