ଧୁମ୍‌ଧାମ୍‌ରେ ପିତାଙ୍କ ଶବ ଶୋଭାଯାତ୍ରା:  ବ୍ୟାଣ୍ଡ ବାଜାର ତାଳେ ତାଳେ ନାଚିଲେ ୪ ଝିଅ

ନୋଏଡା: କେହି ସଂସାର ଛାଡ଼ି ଚାଲିଗଲେ ତା ପାଇଁ ସମ୍ପର୍କୀୟଙ୍କ ପାଇଁ ଆଖିରୁ ଲୁହ ଗଡେ। ଦୁଃଖ ଓ ନୀରବତା ଭିତରେ ସେହି ଆତ୍ମୀୟ ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଏ । ହେଲେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଜଣେ ବ୍ୟକ୍ତିଙ୍କ ଅନ୍ତିମ ଯାତ୍ରାକୁ ଆନନ୍ଦମୟ କରିବାକୁ ଯାଇ ମୃତକଙ୍କ ଝିଅମାନେ ଏହାକୁ ଏକ ଉତ୍ସବ ଭାବେ ପାଳନ କରିଛନ୍ତି। ‌ଢୋଲ ଓ ବ୍ୟାଣ୍ଡପାର୍ଟି ତାଳେ ତାଳେ ତାଙ୍କ ନିକଟ ସମ୍ପର୍କୀୟମାନେ ନୃତ୍ୟ କରିଛନ୍ତି। ଏପରିକି […]

daughter celibrate her faher death

daughter celibrate her faher death

Rakesh Mallick
  • Published: Sunday, 12 November 2017
  • Updated: 12 November 2017, 08:02 PM IST

Sports

Latest News

ନୋଏଡା: କେହି ସଂସାର ଛାଡ଼ି ଚାଲିଗଲେ ତା ପାଇଁ ସମ୍ପର୍କୀୟଙ୍କ ପାଇଁ ଆଖିରୁ ଲୁହ ଗଡେ। ଦୁଃଖ ଓ ନୀରବତା ଭିତରେ ସେହି ଆତ୍ମୀୟ ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଏ । ହେଲେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଜଣେ ବ୍ୟକ୍ତିଙ୍କ ଅନ୍ତିମ ଯାତ୍ରାକୁ ଆନନ୍ଦମୟ କରିବାକୁ ଯାଇ ମୃତକଙ୍କ ଝିଅମାନେ ଏହାକୁ ଏକ ଉତ୍ସବ ଭାବେ ପାଳନ କରିଛନ୍ତି। ‌ଢୋଲ ଓ ବ୍ୟାଣ୍ଡପାର୍ଟି ତାଳେ ତାଳେ ତାଙ୍କ ନିକଟ ସମ୍ପର୍କୀୟମାନେ ନୃତ୍ୟ କରିଛନ୍ତି। ଏପରିକି ଏହି ନାଚଗୀତର ଶୋଭାଯାତ୍ରାରେ ଖାଦ୍‌ ମୃତକଙ୍କ ୪ ଝିଅ ସାମିଲ ହୋଇଛନ୍ତି।

ବାସ୍ତବ କଥାଟା କିନ୍ତୁ ଟିକେ ଭିନ୍ନ। ସତ କହିବାକୁ ଗଲେ ଝିଅମାନେ ନିଜ ପିତାଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ଏଭଳ କରିଛନ୍ତି ବୋଲି କହିଛନ୍ତି। ଘରେ କୌଣସି ଜନ୍ମଉତ୍ସବକୁ ଯେଭଳି ଆନନ୍ଦର ସହ ପାଳନ କରାଯାଏ, ମୃତ୍ୟୁର ଉତ୍ସବକୁ ମଧ୍ୟ ସେଭଳି ପାଳନ କରିବା କଥା । କାରଣ ମୃତ୍ୟୁଠାରୁ ବଳି ଆନନ୍ଦ କଛି ନାହିଁ । ବଞ୍ଚିଥିଲା ବେଳେ ନିଜ ଝିଅମାନଙ୍କୁ ଏହି କଥା କହିଥିଲେ ନୋଏଡାର ଶିଳ୍ପପତି ହରିଭାଇ ଲାଲୱାନୀ । ଝିଅମାନେ ଏହି କଥାଟିକୁ ପ୍ରଥେମ ବୁଝିପାରି ନ ଥିଲେ ବି ବୟସ ଓ ଅଭିଜ୍ଞତା ବଢିବା ପରେ ଏ ପିତାଙ୍କ କଥାକୁ ବାସ୍ତବରେ ହୃଦୟଙ୍ଗମ୍‌ କରିଥିଲେ। ମୃତ୍ୟୁ ପୂର୍ବରୁ ହରିଭାଇ ନିଜ ମୃତ୍ୟୁ ପରେ ଅନ୍ତିମ ଯାତ୍ରାକୁ ଉତ୍ସବ ଭାବେ ପାଳନ କରିବାକୁ ଝିଅମାନଙ୍କୁ କହିଥିଲେ । ଆଉ ପିତାଙ୍କ ସେଇ ଶେଷ କଥା ପଦକକୁ ଅନୁପାଳନ କରିବାକୁ ଯାଇ ହରିଭାଇଙ୍କ ୪ ଝିଅ ଏଭଳି ଅନ୍ତିମ ଯାତ୍ରାର ଆୟାଜନ କରିଥିଲା ।

ମୃତକଙ୍କ ଗାଡିକୁ ଗଦାଗଦା ଫୁଲମାଳାରେ ସଜାଯାଇଥିଲା। ଶୋଭାଯାତ୍ରାରେ ସାମିଲ ହୋଇଥିବା ବ୍ୟକ୍ତିଙ୍କ ପାଇଁ ବ୍ୟାଣ୍ଡବାଜାର ମଧ୍ୟ ବ୍ୟବସ୍ଥା ହୋଇଥିଲା। ଧୁମ୍‌ଧଡାକ୍‌ ଗୀତର ତାଳେ ତାଳ ସମେସ୍ତ ନାଚିଥିଲେ । ୪ ଝିଅଙ୍କୁ ମଧ୍ୟ ମନଭରି ନାଚ କରୁଥିବାର ଦେଖିବାକୁ ମିଳିଥିଲା। ଯାହାକୁ ଦେଖି  ନୋଏଡାର ମୁଖ୍ୟ ସଡ଼କ ଏକ ରକମ ଲୋକାରଣ୍ୟ ହୋଇପଡିଥିଲା। ଆଉ ଦେଖୁ ଯାତ୍ରାର ସମାପ୍ତି ହୋଇଥିଲା ଶ୍ମଶାନରେ । ପଞ୍ଚତତ୍ୱରେ ବିଲୀନ ହୋଇଥିଲେ ହରିଭାଇ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story