କଇଁଚି ନୁହେଁ ଚୁଟିରେ ଚାଲୁଛି କୁରାଢ଼ୀ: କେଉଁଠି ଅଛି ଏ ସେଲନ୍‌, କ୍ଳିକ୍‌ କରନ୍ତୁ

ସମସ୍ତେ ନିଜ ହେୟାର ଷ୍ଟାଇଲକୁ ନେଇ ବେଶ୍‌ ସଚେତନ। ନିଜ ପସନ୍ଦର ଚୁଟି କାଟିବାକୁ ସମସ୍ତେ ଭଲ ପାଇଥାନ୍ତି। ଚୁଟି କାଟିବା ବେଳେ କଇଁଚି କି ଖୁର ବାଜି କେବେ ଆପଣ ଖଣ୍ଡିଆ ଖାବରା ହୋଇଛନ୍ତି କି ? ଯଦି ହୋଇଥିବେ ଭାବନ୍ତୁ ତ ସେ ସମୟରେ ଆପଣଙ୍କୁ କେମିତି ଲାଗୁଥିବ। କଇଁଚି ଓ ଖୁରରେ ଏପରି ସ୍ଥିତି ଉପୁଜିବାର ସମ୍ଭାବନା ଥିବା ବେଳେ ଯଦି କେହି ଆପଣଙ୍କୁ କୁରାଢ଼ୀରେ ଚୁଟି କାଟିବାକୁ କହିବେ ଆପଣ କ’ଣ […]

axe-haircut

axe-haircut

Rakesh Mallick
  • Published: Thursday, 27 April 2017
  • Updated: 27 April 2017, 08:29 PM IST

Sports

Latest News

ସମସ୍ତେ ନିଜ ହେୟାର ଷ୍ଟାଇଲକୁ ନେଇ ବେଶ୍‌ ସଚେତନ। ନିଜ ପସନ୍ଦର ଚୁଟି କାଟିବାକୁ ସମସ୍ତେ ଭଲ ପାଇଥାନ୍ତି। ଚୁଟି କାଟିବା ବେଳେ କଇଁଚି କି ଖୁର ବାଜି କେବେ ଆପଣ ଖଣ୍ଡିଆ ଖାବରା ହୋଇଛନ୍ତି କି ? ଯଦି ହୋଇଥିବେ ଭାବନ୍ତୁ ତ ସେ ସମୟରେ ଆପଣଙ୍କୁ କେମିତି ଲାଗୁଥିବ। କଇଁଚି ଓ ଖୁରରେ ଏପରି ସ୍ଥିତି ଉପୁଜିବାର ସମ୍ଭାବନା ଥିବା ବେଳେ ଯଦି କେହି ଆପଣଙ୍କୁ କୁରାଢ଼ୀରେ ଚୁଟି କାଟିବାକୁ କହିବେ ଆପଣ କ’ଣ କରିବେ ?

ନିଶ୍ଚିତ ସେ ବ୍ୟକ୍ତିଙ୍କୁ ଆପଣ ପାଗଳ ବୋଲି କହିବେ ଅଥବା ଡରରେ ସେ ଜାଗା ଛାଡି ଚାଲିଯିବେ। ହେଲେ ଏମିତି ଜଣେ ହେୟାର ଡ୍ରେସ୍‌ର ଅଛନ୍ତି ଯିଏ ପ୍ରକୃତରେ କୁରାଢ଼ୀରେ ଚୁଟି କାଟୁଛନ୍ତି। ରୁଷିଆର ଏହି ହେୟାର ଡ୍ରେସ୍‌ର ହେଉଛନ୍ତି ଡାନିୟଲ ଇଷ୍ଟୋମିନ। ସେଲନକୁ ଆସୁଥିବା ଗ୍ରାହକଙ୍କ ଚୁଟି ଡାନିୟଲ କଇଁଚି ବଦଳରେ କୁରାଢ଼ୀରେ କଟୁଛନ୍ତି। ଏ କଥା ଶୁଣି ଆପଣଙ୍କୁ ଡର ଲାଗୁଥାଇ ପାରେ ହେଲେ ଏ ସେଲନ୍‌କୁ ଆସୁଥିବା ଗ୍ରାହକଙ୍କ ପୁରା ଭରସା ଡାନିୟଲଙ୍କ ଉପରେ ରହିଛି।

୫ ଦିନ ପୂର୍ବରୁ ୟୁ-ଟ୍ୟୁବରେ ଡାନିୟଲଙ୍କ ଏପରି ଏକ ଭିଡିଓ ପୋଷ୍ଟ ହେବା ପରେ ଭାଇରାଲ ହେବାରେ ଲାଗିଛି। ଏ ପର୍ଯ୍ୟନ୍ତ ଏହାକୁ ୪୪,୦୦୦ ଲୋକ ଦେଖି ସାରିଲେଣି। ଏହାକୁ କିଛି ଦର୍ଶକ ‘କୁଲ’ ବୋଲି କହିଥିବା ବେଳେ କିଛି ‘ଲୋମ ଟାଙ୍କୁରା ଅନୁଭୂତି’ ବୋଲି କହିଛନ୍ତି।

Meanwhile in Russia: Siberian Hairdresser Cuts Hair With an Axe

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story