ହନୁମାନ ମନ୍ଦିରରେ ଭାଲେନ୍‌ଟାଇନ୍‌ ବାବା: ପ୍ରେମୀ ଯୁଗଳଙ୍କୁ ସାହା ବଜରଙ୍ଗୀ

ସେ ବ୍ରହ୍ମଚାରୀ। ଆଜୀବନ ଅବିବାହିତ ରହିଛନ୍ତି। ତାଙ୍କ ଭକ୍ତମାନେ ମଧ୍ୟ ବ୍ରହ୍ମଚର୍ଯ୍ୟ ପାଳନ କରିଥାନ୍ତି। ହେଲେ ତାଙ୍କ ପାଖକୁ ଆସୁଥିବା ପ୍ରେମୀ ଯୁଗଳ ଖାଲି ହାତରେ ଫେରନ୍ତି ନାହିଁ। ପ୍ରେମୀ ଯୁଗଳଙ୍କ ବିବାହ କରାଇବା ସହ ବିବାହ ପ୍ରମାଣପତ୍ର ମଧ୍ୟ ତାଙ୍କ ତରଫରୁ ମିଳିଥାଏ। ସେ ହେଉଛନ୍ତି ଆଜୀବନ ବ୍ରହ୍ମତ୍ୱ ପାଳନ କରୁଥିବା ରାମଭକ୍ତ ହନୁମାନ। ଅହମ୍ମଦାବାଦରେ ରହିଛି ହନୁମାନଙ୍କ ‘ଲଗନିଆ ହନୁମାନ’ ନାମରେ ଏହି ମନ୍ଦିର। ଏଠାରେ ପ୍ରେମୀ ଯୁଗଳ ବିବାହ ବନ୍ଧନରେ ଆବଦ୍ଧ ହୋଇ […]

hanuman

hanuman

Rakesh Mallick
  • Published: Wednesday, 26 April 2017
  • Updated: 26 April 2017, 11:09 PM IST

Sports

Latest News

ସେ ବ୍ରହ୍ମଚାରୀ। ଆଜୀବନ ଅବିବାହିତ ରହିଛନ୍ତି। ତାଙ୍କ ଭକ୍ତମାନେ ମଧ୍ୟ ବ୍ରହ୍ମଚର୍ଯ୍ୟ ପାଳନ କରିଥାନ୍ତି। ହେଲେ ତାଙ୍କ ପାଖକୁ ଆସୁଥିବା ପ୍ରେମୀ ଯୁଗଳ ଖାଲି ହାତରେ ଫେରନ୍ତି ନାହିଁ। ପ୍ରେମୀ ଯୁଗଳଙ୍କ ବିବାହ କରାଇବା ସହ ବିବାହ ପ୍ରମାଣପତ୍ର ମଧ୍ୟ ତାଙ୍କ ତରଫରୁ ମିଳିଥାଏ। ସେ ହେଉଛନ୍ତି ଆଜୀବନ ବ୍ରହ୍ମତ୍ୱ ପାଳନ କରୁଥିବା ରାମଭକ୍ତ ହନୁମାନ। ଅହମ୍ମଦାବାଦରେ ରହିଛି ହନୁମାନଙ୍କ ‘ଲଗନିଆ ହନୁମାନ’ ନାମରେ ଏହି ମନ୍ଦିର। ଏଠାରେ ପ୍ରେମୀ ଯୁଗଳ ବିବାହ ବନ୍ଧନରେ ଆବଦ୍ଧ ହୋଇ ସାରା ଜୀବନ ଏକାଠି ରହିବାକୁ ପ୍ରତିଜ୍ଞା କରିଥାନ୍ତି।

ଚାରିଆଡୁ ସମସ୍ୟାରେ ପଡି ଘରୁ ଲୁଚି ପଳାଇ ଆସିଥିବା ପ୍ରେମୀ ଯୁଗଳଙ୍କର ଏହି ମନ୍ଦିରରେ ରୀତିନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଥାଏ। ମନ୍ଦିରର ପୂଜାରୀ ଏହି ବିବାହ କରାଇଥାନ୍ତି। ଆଜି ପର୍ଯ୍ୟନ୍ତ ଏହି ମନ୍ଦିରରେ ୧୦,୦୦୦ରୁ ଅଧିକ ପ୍ରେମୀ ଯୁଗଳଙ୍କ ବିବାହ ହୋଇସାରିଲାଣି।

hanumanଭାରତୀୟ ସମାଜରେ ଏବେ ବହୁ ଲୋକ ପ୍ରେମ ବିବାହକୁ ଅପମାନ ବୋଲି ଭାବୁଛନ୍ତି। ପରିବାର ଲୋକେ ପ୍ରେମ ବିବାହ ପାଇଁ ଅନୁମତି ଦେଇ ନ ଥାନ୍ତି। ଫଳରେ ପ୍ରେମୀ ଯୁଗଳ ଘରୁ ଲୁଚି ପଳାଇବାକୁ ଉଚିତ ମଣିଥାନ୍ତି। ସେମାନଙ୍କୁ ବିବାହ କରିବାକୁ ବହୁ ହଇରାଣ ହେବାକୁ ପଡିଥାଏ। ଏପରି ସ୍ଥିତିରେ ସେମାନେ ଏଠାକୁ ଆସି ବିବାହ କରିବାକୁ ଉଚିତ ମଣିଥାନ୍ତି। ବିଶେଷ କରି ଭାଲେନଟାଇନ୍‌ ଡେ’ରେ ଏଠାରେ ବହୁ ପ୍ରେମୀ ଯୁଗଳ ବିବାହ କରି ନୂଆ ଜୀବନ ଆରମ୍ଭ କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି।

ପ୍ରେମୀ ଯୁଗଳଙ୍କ ମଧ୍ୟରେ ପୂଜାରୀ ହରିଭାଇ ଜାଗୁଜୀ ଭାଲେନ୍‌ଟାଇନ୍‌ ବାବା ଭାବେ ପରିଚିତ।

ପ୍ରେମୀ ଯୁଗଳଙ୍କ ପାଇଁ ମନ୍ଦିର ୨୪ ଘଣ୍ଟା ଖୋଲା ରହିଥାଏ। ମନ୍ଦିରରେ ଜଣେ ଫଟୋଗ୍ରାଫର ମଧ୍ୟ ଅଛନ୍ତି। ଏଠାକୁ ବିବାହ କରିବାକୁ ଆସୁଥିବା ଯୋଡ଼ିଙ୍କୁ ଏକ ଫର୍ମ ପୂରଣ କରିବାକୁ ପଡିଥାଏ। ବିବାହ ପ୍ରମାଣପତ୍ର ପାଇଁ ସେମାନଙ୍କୁ ଆଇଡି ପ୍ରୁଫ୍‌ ଦେବାକୁ ହୋଇଥାଏ। ଉକ୍ତ ପ୍ରମାଣପତ୍ରକୁ ମ୍ୟାରେଜ୍‌ ରେଜିଷ୍ଟାରରେ ଜମା କରାଯାଇଥାଏ। ପରେ ପ୍ରେମୀ ଯୁଗଳଙ୍କୁ ବିବହାରର ପ୍ରମାଣପତ୍ର ମିଳିଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story