ରଙ୍ଗର ପର୍ବ: କେଉଁଠି, କିପରି ଆସନ୍ତୁ ଜାଣିବା...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ପାଖେଇ ଆସୁଛି ରଙ୍ଗର ପର୍ବ ହୋଲି। ରାଗରୋଷ ଭୁଲି ପରସ୍ପରକୁ ଅଭିନନ୍ଦନ ଜଣାଇବାର ଏପରି  ଉତ୍ସବକୁ ପ୍ରତି ଭାରତୀୟ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି।  ହୋଲି ପୁରା ଦେଶରେ ଭାତୃତ୍ୱର ପରିଚୟ ନେଇ ପାଳନ କରାଯାଏ । ଏହାକୁ କୌଣସି ସୀମା ମଧ୍ୟରେ ଆବଦ୍ଧ କରି ରଖାଯାଇ ପାରି ନାହିଁ। ଭାରତର ପଡ଼ୋଶୀ ରାଷ୍ଟ୍ର ଶ୍ରୀଲଙ୍କା ହେଉ କି ସୁଦୂର ଆମେରିକା, ଆଫ୍ରିକା ସବୁଠି ଭିନ୍ନ ଭିନ୍ନ ନାମରେ ପାଳିତ ହେଉଛି ଏହି […]

holi-3....

holi-3....

Niharika Rout
  • Published: Friday, 15 March 2019
  • Updated: 15 March 2019, 09:16 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ପାଖେଇ ଆସୁଛି ରଙ୍ଗର ପର୍ବ ହୋଲି। ରାଗରୋଷ ଭୁଲି ପରସ୍ପରକୁ ଅଭିନନ୍ଦନ ଜଣାଇବାର ଏପରି  ଉତ୍ସବକୁ ପ୍ରତି ଭାରତୀୟ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି।  ହୋଲି ପୁରା ଦେଶରେ ଭାତୃତ୍ୱର ପରିଚୟ ନେଇ ପାଳନ କରାଯାଏ । ଏହାକୁ କୌଣସି ସୀମା ମଧ୍ୟରେ ଆବଦ୍ଧ କରି ରଖାଯାଇ ପାରି ନାହିଁ।

ଭାରତର ପଡ଼ୋଶୀ ରାଷ୍ଟ୍ର ଶ୍ରୀଲଙ୍କା ହେଉ କି ସୁଦୂର ଆମେରିକା, ଆଫ୍ରିକା ସବୁଠି ଭିନ୍ନ ଭିନ୍ନ ନାମରେ ପାଳିତ ହେଉଛି ଏହି ପର୍ବ। ଲୋକେ ହୋଲି ଖେଳିବା ସହ ସନ୍ଧ୍ୟାରେ ହୋଲିକା ଦହନ କରୁଛନ୍ତି।  ଭାରତରୁ ଯାଇ ବିଦେଶରେ ବସବାସ କରୁଥିବା ଲୋକେ ହିଁ ଏହି ପର୍ବ ସେଠାରେ ଆରମ୍ଭ କରିଛନ୍ତି। ଆଉ ଏହା ସେଠାରେ ଲୋକପ୍ରିୟ ହୋଇଯାଇଛି। ଏହି ପର୍ବ ମାଧ୍ୟମରେ ବିଶ୍ୱ ଭାତୃତ୍ୱ ମଜଭୁତ ହେଉଛି।

ଆମ ଦେଶକୁ ଛାଡ଼ି ରଙ୍ଗର ଏହ଼ ପର୍ବ ଅନ୍ୟ ଦେଶମାନଙ୍କରେ କିପରି ପାଳନ କରାଯାଏ , ଆସନ୍ତୁ ଜାଣିବା...

ଆଫ୍ରିକାର ବହୁ ଛୋଟବଡ ଦେଶରେ  ‘ଓମେନା ବୋଂଗା’ ନାମକ ପର୍ବ ପାଳନ କରାଯାଏ।  ଆମ ପରମ୍ପରାରେ ହୋଲିକା ଦହନ ପରି ଏଠାରେ ଏକ ଜଙ୍ଗଲି ଦେବତାକୁ ଅଗ୍ନି ସଂଯୋଗ କରି ଲୋକେ ଜାଳିଦେଇଥାନ୍ତି। ଏହି ଦେବତାଙ୍କୁ  ସେମାନେ ‘ପ୍ରିନ୍‌ ବୋଂଗା’ ବୋଲି ସମ୍ୱୋଧନ କରିଥାନ୍ତି। ଏହାକୁ ଜଳାଇ ଲୋକେ ଚତୁଃପାର୍ଶ୍ୱରେ ନାଚଗୀତରେ ମସଗୁଲ ହୋଇଥାନ୍ତି। ଏପରି କଲେ ଭଲ ଫସଲ ଅମଳ ବୋଲି  ସେମାନଙ୍କର ବିଶ୍ୱାସ ରହିଛି।

ଆମ ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ମଧ୍ୟ ହୋଲି ପର୍ବ ବେଶ୍‌ ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ। ଏଠାକାର ବାସିନ୍ଦା ବିଭିନ୍ନ ରଙ୍ଗକୁ ଗୋଲାଇ ପରସ୍ପରକୁ ବୋଳିବା ସହ ଅଭିନନ୍ଦନ ଜଣାଇଥାନ୍ତି।

ଚେକ୍‌ସ୍ଲୋଭିଆରେ ‘ବଲିଆ କନୋସ୍‌’ ନାମକ ରଙ୍ଗର ପର୍ବ ପାଳନ ହୋଇଥାଏ। ଏହି ପର୍ବରେ ଲୋକେ ପରସ୍ପରଙ୍କୁ ରଙ୍ଗ ବୋଳିବା ସହ ନାଚଗୀତରେ ମସଗୁଲ ହୋଇଯାଇଥାନ୍ତି। ସ୍ପେନବାସୀ ମଧ୍ୟ ଏହାକୁ ଖୁବ୍‌ ଧୁମଧାମ, ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି। ଏହି ଦେଶରେ ରଙ୍ଗର ପର୍ବକୁ ‘ହୋଲି ଗାର୍ଡେନ’ ଫେଷ୍ଟିଭାଲ ନାମରେ ନାମିତ କରାଯାଇଛି। କେପଟାଉନ୍‌ରେ ମଧ୍ୟ ଏହି ପର୍ବକୁ ‘ହୋଲି ବନ୍‌’ ନାମରେ ପାଳନ କରାଯାଏ।

ପୋଲାଣ୍ଡରେ ମଧ୍ୟ ହୋଲି ପରି ରଙ୍ଗର ଉତ୍ସବକୁ ଖୁବ୍‌ ଧୁମଧାମରେ ପାଳନ କରାଯାଏ। ଏହାକୁ ସେମାନେ ‘ଅର୍ସିନା ପର୍ବ’ ବୋଲି କହିଥାନ୍ତି। ଦେଶବାସୀ ଏହି ପର୍ବରେ ପୁରୁଣା ରାଗରୋଷ ଭୁଲି ପରସ୍ପରକୁ ରଙ୍ଗ ବୋଳିଥାନ୍ତି। ଟେକସାସ୍‌ରେ ‘କଲରଜାମ୍‌’ ନାମକ ରଙ୍ଗର ପର୍ବ ପାଳନ କରାଯାଏ। ସ୍ଥାନୀୟ ଅଞ୍ଚଳବାସୀ ଏହି ଦିନ ନାଚଗୀତରେ ବୁଡି ରହିବା ସହ ରଙ୍ଗର ମଜା ନେଇଥାନ୍ତି।

ଥରେ ଫ୍ଲୋରାଡାର ଏକ କଲେଜରେ ଛାତ୍ରଛାତ୍ରୀମାନେ ଏକ କଲର ପାର୍ଟି ସେଲିବ୍ରେଟ୍‌  କରିଥିଲେ । ଏହାପରେ ସମଗ୍ର ବିଶ୍ୱରେ ଏହି ନାମରେ  ରଙ୍ଗର ପର୍ବ ପାଳନ ହେଲା। ଏହାବ୍ୟତୀତ କେତେକ ସ୍ଥାନରେ ଏହାକୁ ‘ଫେଷ୍ଟିଭାଲ ଅଫ୍‌ କଲର’ ନାମରେ ମଧ୍ୟ ପାଳନ କରାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story