ଲଣ୍ଡନ: ବୈଜ୍ଞାନିକଙ୍କ ନୂଆ ଦାବି। ଅଣ୍ଡାର ଧଳା ଅଂଶ, ଲୁହ, ଲାଳ ଓ ସ୍ତନ୍ୟପାୟୀ ପ୍ରାଣୀଙ୍କ କ୍ଷୀରରେ ଥିବା ପ୍ରୋଟିନରୁ ବାହାରିବ ବିଦ୍ୟୁତ୍ ଶକ୍ତି। କେବଳ ବିଜୁଳି ନୁହେଁ, ଏ ସବୁ ଜିନିଷକୁ ବ୍ୟବହାର କରି ବିଭିନ୍ନ ମେଡିକାଲ ଉପକରଣ ଉତ୍ପାଦନ କରାଯାଇପାରିବ।
ଆୟରଲ୍ୟାଣ୍ଡ ୟୁନିଭର୍ସିଟି ଅଫ୍ ଲାଇମରିକ (ୟୁଏଲ)ର ଗବେଷକମାନେ ଏହି ଦାବି କରିଛନ୍ତି। ସେମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ ଏହି ପ୍ରୋଟିନରୁ ବାହାରୁଥିବା ଏକ ପ୍ରକାର ଲାଇସୋଜାଇମର କ୍ରିଷ୍ଟାଲ ଉପରେ ଚାପ ସୃଷ୍ଟି କରି ବିଜୁଳି ଶକ୍ତି ଉତ୍ପାଦନ କରାଯାଇପାରିବ।
ଚାପ ସୃଷ୍ଟିକରି ବିଜୁଳି ଶକ୍ତି ଉତ୍ପାଦନ କରିବାର ଏହି କ୍ଷମତାକୁ ସେମାନେ ‘ପାଇଜୋ ଇଲେକ୍ଟ୍ରିସିଟି’ ବୋଲି ନାଁ ଦେଇଛନ୍ତି। ଗବେଷକଙ୍କ ଅନୁଯାୟୀ ଲାଇସୋଜୋମର କ୍ରିଷ୍ଟାଲକୁ ପ୍ରାକୃତିକ ଜିନିଷରୁ ବନାଯାଇପାରିବ। ଏହି ଗବେଷଣାକୁ ଆଧାର ଭାବେ ଗ୍ରହଣ କରି ଶକ୍ତି ଉତ୍ପାଦନ କ୍ଷେତ୍ରରେ ଅଧିକ ଗବେଷଣା କରାଯାଇପାରିବ।
ଏହି ଗବେଷଣା ପ୍ରବନ୍ଧଟି ଆପ୍ଲାଇଡ୍ ଫିଜିକ୍ସ୍ ଲେଟର୍ସରେ ପ୍ରକାଶିତ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।