ବୈଜ୍ଞାନିକଙ୍କ ଦାବି- ଲୁହ ଓ ଲାଳରୁ ବାହାରିବ ବିଜୁଳି

ଲଣ୍ଡନ: ବୈଜ୍ଞାନିକଙ୍କ ନୂଆ ଦାବି। ଅଣ୍ଡାର ଧଳା ଅଂଶ, ଲୁହ, ଲାଳ ଓ ସ୍ତନ୍ୟପାୟୀ ପ୍ରାଣୀଙ୍କ କ୍ଷୀରରେ ଥିବା ପ୍ରୋଟିନରୁ ବାହାରିବ ବିଦ୍ୟୁତ୍‌ ଶକ୍ତି। କେବଳ ବିଜୁଳି ନୁହେଁ, ଏ ସବୁ ଜିନିଷକୁ ବ୍ୟବହାର କରି ବିଭିନ୍ନ ମେଡିକାଲ ଉପକରଣ ଉତ୍ପାଦନ କରାଯାଇପାରିବ। ଆୟରଲ୍ୟାଣ୍ଡ ୟୁନିଭର୍ସିଟି ଅଫ୍ ଲାଇମରିକ (ୟୁଏଲ)ର ଗବେଷକମାନେ ଏହି ଦାବି କରିଛନ୍ତି। ସେମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ ଏହି ପ୍ରୋଟିନରୁ ବାହାରୁଥିବା ଏକ ପ୍ରକାର ଲାଇସୋଜାଇମର କ୍ରିଷ୍ଟାଲ ଉପରେ ଚାପ ସୃଷ୍ଟି […]

tears

tears

Rakesh Mallick
  • Published: Thursday, 05 October 2017
  • Updated: 05 October 2017, 11:28 AM IST

Sports

Latest News

ଲଣ୍ଡନ: ବୈଜ୍ଞାନିକଙ୍କ ନୂଆ ଦାବି ଅଣ୍ଡାର ଧଳା ଅଂଶ, ଲୁହ, ଲାଳ ଓ ସ୍ତନ୍ୟପାୟୀ ପ୍ରାଣୀଙ୍କ କ୍ଷୀରରେ ଥିବା ପ୍ରୋଟିନରୁ ବାହାରିବ ବିଦ୍ୟୁତ୍‌ ଶକ୍ତି। କେବଳ ବିଜୁଳି ନୁହେଁ, ଏ ସବୁ ଜିନିଷକୁ ବ୍ୟବହାର କରି ବିଭିନ୍ନ ମେଡିକାଲ ଉପକରଣ ଉତ୍ପାଦନ କରାଯାଇପାରିବ

ଆୟରଲ୍ୟାଣ୍ଡ ୟୁନିଭର୍ସିଟି ଅଫ୍ ଲାଇମରିକ (ୟୁଏଲ)ର ଗବେଷକମାନେ ଏହି ଦାବି କରିଛନ୍ତି ସେମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ ଏହି ପ୍ରୋଟିନରୁ ବାହାରୁଥିବା ଏକ ପ୍ରକାର ଲାଇସୋଜାଇମର କ୍ରିଷ୍ଟାଲ ଉପରେ ଚାପ ସୃଷ୍ଟି କରି ବିଜୁଳି ଶକ୍ତି ଉତ୍ପାଦନ କରାଯାଇପାରିବ

ଚାପ ସୃଷ୍ଟିକରି ବିଜୁଳି ଶକ୍ତି ଉତ୍ପାଦନ କରିବାର ଏହି କ୍ଷମତାକୁ ସେମାନେ ପାଇଜୋ ଇଲେକ୍‌ଟ୍ରିସିଟି ବୋଲି ନାଁ ଦେଇଛନ୍ତି ଗବେଷକଙ୍କ ଅନୁଯାୟୀ ଲାଇସୋଜୋମର କ୍ରିଷ୍ଟାଲକୁ ପ୍ରାକୃତିକ ଜିନିଷରୁ ବନାଯାଇପାରିବ। ଏହି ଗବେଷଣାକୁ ଆଧାର ଭାବେ ଗ୍ରହଣ କରି ଶକ୍ତି ଉତ୍ପାଦନ କ୍ଷେତ୍ରରେ ଅଧିକ ଗବେଷଣା କରାଯାଇପାରିବ।

ଏହି ଗବେଷଣା ପ୍ରବନ୍ଧଟି ଆପ୍ଲାଇଡ୍ ଫିଜିକ୍ସ୍ ଲେଟର୍ସରେ ପ୍ରକାଶିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story